shyamal
Daily Archives

୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କଲେନୂତନ ପ୍ରଜାତି ଅତ୍ୟନ୍ତ ଲାଭଦାୟକ ହେବା ସହିତ ବ୍ୟୟ ହ୍ରାସ କରିବାରେ ସହାୟକ ହେବ ଏବଂ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ : ପ୍ରଧାନମନ୍ତ୍ରୀଏହି ନୂତନ ଫସଲ ପ୍ରଜାତିର ବିକାଶ ପାଇଁ
Read More...

ଟ୍ରାକ୍ଟର ଧକ୍କାରେ ନାବାଳକ ଛାତ୍ର ମୃତ : ଉତ୍ତ୍ୟକ୍ତ ଲୋକଙ୍କ କ୍ଷତିପୂରଣ ଦାବୀରେ ରାସ୍ତାରୋକ, ଡ୍ରାଇଭର୍‌କୁ ନିସ୍ତୁକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ନିକଟରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର୍‌ ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ପତ୍ରାପାଲି(କ) ପଞ୍ଚାୟତ ଖପାଦର ଗ୍ରାମର ସଂଜୀବ ପୁଟେଲଙ୍କ ଏକମାତ୍ର ପୁଅ
Read More...

ଗଞ୍ଜାମ ସହରରେ ବଚପନ୍ ସ୍କୁଲ ଶାଖା ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ ଆନ୍ତର୍ଜାତୀୟ ସ୍ତରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବଚପନ୍ ସ୍କୁଲ ଶାଖା ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେଇଯାଇଛି । ଏହି ଆନୁଷ୍ଠାନିକ ଉଦ୍‌ଘାଟନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,
Read More...

ବଲାଙ୍ଗିରରେ ପାଳିତ ହେଲା ବୃକ୍ଷରୋପଣ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପାଳିତ ହେଲା ବୃକ୍ଷରୋପଣ ଦିବସ । ବଲାଙ୍ଗିର ସହରର ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଗଠିତ ହୋଇଥିବା ଅନୁଷ୍ଠାନ ମିଶନ ଗ୍ରୀନ ବଲାଙ୍ଗିର ତରଫରୁ ଅଗଷ୍ଟ ୧୧ ତାରିଖକୁ ବୃକ୍ଷରୋପଣ ଦିବସ ଭାବରେ ପାଳନ କରାଯାଇଛି । ଏହି ଅବସରରେ
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଁରେ ଅସୁରକ୍ଷିତ ଅବସ୍ଥାରେ ପାଣିଟାଙ୍କି

ଆଗଲପୁର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିଜ ଗାଁ ନଅଗାଁ (ଖ)ର ପିଇବା ପାଣିଟାଙ୍କି ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି । ଗାଁରେ ୨ଟି ଯାକ ପାଣିଟାଙ୍କିର ଢାଙ୍କୁଣୀ ନାହିଁ । ବର୍ଷା ଦିନରେ ଗୋଳିଆ ପାଣି ପଶି ଟାଙ୍କି ପାଣି ଖରାପ ହେବାର ଆଶଙ୍କା ଥିଲେ ମଧ୍ୟ
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଗଠିତ

ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ସଭାପତିଜୟନ୍ତ କୁମାର ସାହୁ ସାଧାରଣ ସମ୍ପାଦକନବୀନ କୁମାର ତାଣ୍ଡି କୋଷାଧ୍ୟକ୍ଷଖଗେଶ୍ୱର ସାହୁ କାର୍ଯ୍ୟକାରୀ ସଭାପତି ମନୋନୀତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ
Read More...

ତହଁକ୍ କୁଟୁମ୍‌ର ଝକେର୍ ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶ୍ରାବଣର ଝରି ବର୍ଷା କବି ମାନଙ୍କ ପୁଳକିତ ଓ ରୋମାଞ୍ଚିତ କରେ, କବି ଲେଖନୀ ଚାଳନା କରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରି । ଗର୍ନ୍ଧମାର୍ଦ୍ଦନର ପାଦ ଦେଶରେ କବି ଗାନ କରୁଥିଲେ ମାଁ ମାଟିର ମହକକୁ ନେଇ ଅନେକ କବିତା । ତହଁକ୍‌ ସାହିତ୍ୟ କୁଟୁମ୍‌ ଆଉ
Read More...

ସ୍ମାର୍ଟ ମିଟର ଲଗାଣ ଉପରେ ନାଗରିକ କମିଟିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ୍‌ ବାଳିକା ବିଦ୍ୟାଳୟର ସଭାଗୃହରେ ବଲାଙ୍ଗିର ନାଗରିକ କମିଟିର ଏକ ସ୍ୱତନ୍ତ୍ର ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ମତେ ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ
Read More...

ବଲାଙ୍ଗିର କରାଟେ ସ୍କୁଲ ଓ ଶେଖର କିକ୍‌ ବକ୍ସି ଏକାଡେମୀରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧି ଷ୍ଟଡିୟମ୍‌ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲ ସଭାପତି ସଚ୍ଚିଦାନନ୍ଦ ବାଗଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମ୍ମାନିତ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ସଇଁତଲା, (କେପିଏନ୍‌ଏସ୍‌) : ରବିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଇଁତଲାଠାରେ ତୋଷରା ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ
Read More...