Daily Archives

ଖୋଲିଲା ତେଲିଙ୍ଗିରି ଡ୍ୟାମ୍‌ର ଗେଟ୍‌

କୋରାପୁଟ, (ଏସ୍‌. ସୁନ୍ଦରମ୍‌) : ଲଗାଣ ବର୍ଷାରେ ବେହାଲ ସାଧାରଣ ଜନ ଜୀବନ । ଜଳ ଭଣ୍ଡାରରେ ଜଳ ଧାରଣ କ୍ଷମତା ବି ବଢ଼ିଛି । ସେହି କ୍ରମରେ କୋରାପୁଟ ଜିଲ୍ଲାର ତେଲିଙ୍ଗିରି ଜଳ ସେଚନ ପ୍ରକଳ୍ପର ଗୋଟିଏ ଗେଟ୍‌ ଅପରାହ୍ନ ୫.୩୦ ମିନିଟ୍‌ରେ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଇଛି । ବନ୍ୟା
Read More...

ପୁଞ୍ଜିପଥରରେ ସଡ଼କ ଦୁର୍ଘଟଣା : ବାଇକ୍‌କୁ ଧକ୍କା ଦେଲା କାର୍‌

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରାସ୍ତା ପୁଞ୍ଜିପଥର ମନ୍ଦିର ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କ୍ଷେତ କାମ ସାରି ଅଣ୍ଡାଲପୁରୀ ଗ୍ରାମର ଚକ୍ର ମାଝି ନାମକ ଜଣେ ବ୍ୟକ୍ତି ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଦୃତଗତିରେ ଆସୁଥିବା ଏକ
Read More...

ସାନ ସଉତୁଣୀର ବାଲଟି ମାଡରେ ବଡ଼ ସଉତୁଣୀ ମୃତ

ବନ୍ଧା ହୋଇ ଜେଲ ଗଲେ ସାନ ସଉତୁଣୀ ଓ ସ୍ୱାମୀ ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବୋଡେନ ଥାନା ଅଧୀନସ୍ଥ ବରଗାଁ ପଂଚାୟତ ଜାମଗାଁ ଠେଲାପଡାରେ ସୋମବାର ଏକ ଅଭାନୀୟ ଘଟଣା ଘଟିଛି । ସାନ ସଉତୁଣୀର ବାଲଟି ମାଡରେ ବଡ଼ ସଉତୁଣୀ ବାରୁଣୀ ଜଗତ (୪୪)ଙ୍କ ମୃତ୍ୟୁ ଘଟିଛି
Read More...

ବିଶ୍ୱ ସିଂହ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ, ଅଗଷ୍ଟ ୧୦ରେ, ପଶୁରାଜ ସିଂହ ପ୍ରେମୀ ମାନେ ଏକତ୍ରିତ ହୋଇ 'ବିଶ୍ୱ ସିଂହ ଦିବସ' ପାଳନ କରନ୍ତି । ସିଂହର ସୁରକ୍ଷା ଏବଂ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି ପାଇଁ ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉତ୍ସର୍ଗୀକୃତ ଅଟେ । ଏହାର ଉଦ୍ଦେଶ୍ୟ
Read More...

୧୫ ଶହ ଲିଟର ଦେଶୀ ମଦ ଓ ୮୦ ଲିଟର ବିଦେଶୀ ମଦ ଜବତ : ଜଣେ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ପୋଲିସ ପକ୍ଷରୁ ମଥୁରା ଗ୍ରାମରେ ଚଢାଉ କରି କୋଡାସାହିରେ ଚାଲିଥିବା ବେଆଇନ ମଦ ଭାଟି ନଷ୍ଟ କଲା ପୋଲିସ । ଏହି ବେଆଇନ ମଦ ଭାଟିରୁ ପ୍ରାୟ ୧୫ ଶହ ଲିଟର ଦେଶୀ ମଦ ଓ ୮୦ ଲିଟର ବିଦେଶୀ ମଦ ଜବତ ହୋଇଛି । ଏହା ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା
Read More...

କବରସ୍ଥାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ନୂଆପଡା : କବରସ୍ଥାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକ ଜଣକ ଖଡ଼ିଆଳ ଥାନା ରହେନପଦର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଏଭଳି ଘଟଣା ନୂଆପଡା ସହରର ଏକତା ଛକ ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ଅନେକ ଦିନ ହେଲା ନୂଆପଡାରେ ରହି ହୋଟେଲ ମାନଙ୍କରେ କାମ
Read More...

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ପୂର୍ବାନୁମାନ କଲା ପାଣିପାଗ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷା ନେଇ ୟେଲୋ
Read More...

ବ୍ରାଜିଲ୍‌ରେ ବିମାନ ଦୁର୍ଘଟଣା : ୬୨ ମୃତ

ନୂଆଦିଲ୍ଲୀ : ବ୍ରାଜିଲ୍‌ରେ ବଡ଼ ବିମାନ ଦୁର୍ଘଟଣା, ଜନବସତି ଉପରେ ଖସିବା ପରେ ଜଳିଗଲା ଯାତ୍ରୀବାହୀ ବିମାନ । ଦୁର୍ଘଟଣାରେ ମୋଟ୍‌ ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ । ବ୍ରାଜିଲ୍‌ର ସାଓ ପଲୋରେ ଶୁକ୍ରବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଜନବସତି ଅଂଚଳରେ
Read More...

ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ସପରିବାର ସହ ପ୍ରତିଷ୍ଠାନର ପ୍ରଶାସନିକ ଭବନ ଆଗରେ ଦିଆଯାଇଥିବା ଆନ୍ଦୋଳନ ଅବ୍ୟାହତ ରଖିଥିବା ବେଳେ ଶୁକ୍ରବାର ଦିନ ସଂଧ୍ୟାରେ ଆନ୍ଦୋଳନ ସ୍ଥଗିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ' ଶୁକ୍ରବାର
Read More...

ଏସ୍‌ସିବି ମେଡିକାଲ ନୂତନ କୋଠା ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଆହତଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ସହ ଆଶୁ ଆରୋଗ୍ୟ କାମନା କଲେ ମନ୍ତ୍ରୀ ଭୁବନେଶ୍ୱର : ୨୦୨୪- ନିର୍ମାଣଧୀନ ଏସ୍‌ସିବି ମେଡିକାଲ ନୂତନ କୋଠା ଦୁର୍ଘଟଣାର ଶିକାର ହୋଇଥିବା ୩ ଜଣ ଆହତଙ୍କୁ ଆଜି ସଂଧ୍ୟାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ
Read More...