Daily Archives

ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ରରେ କୋଶଳ ଯୁବ ଶକ୍ତି ସଂଗଠନ ପକ୍ଷରୁ ସାମ୍ବାଦିକଙ୍କୁ ସ୍ଵାଗତ ସମ୍ଵର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା କୋଶଲ ଯୁବ ଶକ୍ତି ସଂଗଠନ ପକ୍ଷରୁ ଅର୍ଗସ ନ୍ୟୁଜ୍‌ କଣ୍ଟାବାଞ୍ଜି ପ୍ରତିନିଧି ତଥା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ଵର ହଂସଙ୍କୁ ସ୍ଵାଗତ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର
Read More...

ବେଙ୍ଗାଲୁରୁରେ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ସତସଂଘ ପ୍ରତିଷ୍ଠାନର ୩ୟ ବାର୍ଷିକ ଉତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଙ୍ଗାଲୁରୁ ଠାରେ ପ୍ରତିଷ୍ଠିତ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ସତସଂଘ ପ୍ରତିଷ୍ଠାନର ୩ୟ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା ତିଥିରେ ବେଙ୍ଗାଲୁରୁ ମହାନଗରୀର
Read More...

ଦେବଦୂତ ସାଜିଲା ୧୦୮ ଆମ୍ବୁଲାନ୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରକାନ୍ଥ ପଡ଼ି ଜଣେ ଗୁରୁତରଙ୍କୁ ଉଦ୍ଧାର କଲେ ଆମ୍ବୁଲାନ୍ସ କର୍ମଚାରୀ । ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଥାନା ଅନ୍ତର୍ଗତ ଟିକ୍ରାପଡା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ଆହତ ବ୍ୟକ୍ତି ଜଣକ ଟିକ୍ରାପଡା ଗ୍ରାମର ନକୁଳ ବୁଡେକ୍(୫୫) ବୋଲି ଜଣାପଡିଛି ।
Read More...

ବିଧବା ମୁକ୍ତାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ : ବିଧବା ଭତ୍ତା ପରିବାର କଲ୍ୟାଣ ଯୋଜନା ବାଟବଣା

ନୂଆପଡ଼ା, (ଅଜିତ ବେହେରା) : ଗରିବ ଅସହାୟ, ବୃଦ୍ଧ, ବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ଅନେକ ଜନହିତକର ଯୋଜନା କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନା ଅପହଞ୍ଚ ହୋଇ ରହିଯାଉଛି । ଫଳରେ ଯୋଜନା ବାଟବଣା ବୋଲି
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ : ୧୯ ଆହତ, ୨ ଗୁରୁତର

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲିର କୁସନପୁରୀ ନିକଟରେ ଏକ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଏକ ଯାତ୍ରୀବାହୀ ବସ୍‌ ଓଲଟିବା ଫଳରେ ୧୯ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣ ଗୁରୁତରଙ୍କୁ
Read More...

ଅଗଷ୍ଟ ୯ରୁ ୧୫ ପର୍ଯ୍ୟନ୍ତ ପାଳିତ ହେବ ‘ହର ଘର ତିରଙ୍ଗା’ ଅଭିଯାନ

ଅଗଷ୍ଟ ୧୩ରେ ଦିଲ୍ଲୀର ତିରଙ୍ଗା ବାଇକ୍ ଶୋଭାଯାତ୍ରାରେ ଯୋଗଦେବେ ସାଂସଦସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଉତ୍ସବରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଅଭିଯାନର ସଫଳତା ସୁନିଶ୍ଚିତ କରିବେ: ଗଜେନ୍ଦ୍ର ସିଂହ ଶେଖାୱତ ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘ହର
Read More...

ଜାତୀୟ ପୁସ୍ତକ ପ୍ରେମୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅଗଷ୍ଟ ୯ରେ 'ଜାତୀୟ ପୁସ୍ତକ ପ୍ରେମୀ ଦିବସ' ପାଳନ କରାଯାଏ । ଏହି ଦିନ, ପୁସ୍ତକ ପ୍ରେମୀମାନେ ସେମାନଙ୍କର ପ୍ରିୟ ହବି ବା ନିଜର ଆନନ୍ଦ ପାଇଁ ମନର ଇଛା- ବହି ପଡିବାରେ ଲିପ୍ତ ରୁହନ୍ତି । ବହି ପଢିବାରେ ଅନେକ ଲାଭ ଅଛି । ଏହା ଶବ୍ଦକୋଷ
Read More...

ସଇଁତଲାରେ ବ୍ଲକସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଉଦ୍‌ଯାପିତ : ୩ ଜଣ ଛାତ୍ରଛାତ୍ରୀ ପୁରସ୍କୃତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସହଯୋଗରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜକରେ ବ୍ଲକସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ୨୦୨୪-୨୫ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଯାପନୀ ଉତ୍ସବରେ
Read More...

ଡେଲାଙ୍ଗ ବ୍ଲକରେ ଭିନ୍ନକ୍ଷମ ଚିହ୍ନଟ ଓ ଚିକିତ୍ସା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷ ପରିସରରେ ସୋମବାର ଏକ ଭିନ୍ନକ୍ଷମ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଜାତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ
Read More...

ଅଲେଖ ମହିମା ଧର୍ମୀ ସାଧୁ ନୃସିଂହ ଦାସ

ବହୁମୁଖି, ବହୁ ଭାଷା ଓ ଜ୍ଞାନର ଗନ୍ତାଘର ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ଼, ଓଡିଶା ରାଜ୍ୟରେ ମହିମା ଧର୍ମି ସାଧୁ ନୃସିଂହ ଦାସ ଏକ ପରିଚିତ ଚେହେରା । ସଂପ୍ରତି ପାଇକମାଲ ବ୍ଲକ ଗୋପପୁର ମହିମା ଆଶ୍ରମରେ ଅବସ୍ଥାନ କରୁଛନ୍ତି । ସେ ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
Read More...