Daily Archives

ହାପି ମୋମେଣ୍ଟସ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ଦ୍ୱାରା ହୃଷିକେଶ ରାୟ ମହାବିଦ୍ୟାଳୟରେ ବନ୍ଧୁତ୍ୱ ଦିବସ ପାଳନ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ । ବୃକ୍ଷ ହିଁ ଆମର ପ୍ରକୃତ ବନ୍ଧୁ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ
Read More...

ନୃସିଂହନାଥ ୫ଟି କାମରେ ଅନିମୟତା ଅଭିଯୋଗ : ଯୁବନେତା ପ୍ରୀତେଶ ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ୫ଟି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନବୀକରଣ କରାଯାଇଥିବାର ବାସ୍ତବ ଚିତ୍ର ଏବେ ପଦାରେ ପଡିଛି । ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି କାମ ଚାଲିଥିଲା ତାହାର ଏହା ହେଉଛି
Read More...

ମାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ସହ ୨୨ଗଣ୍ଡି କେନ୍ଦୁ କାଠ ଜବତ

ପୁଲିସ୍ ବିଭାଗ ଧରିଲା ଜଙ୍ଗଲ ବିଭାଗକୁ ହସ୍ତାନ୍ତରଚୋରା ଚାଲାଣକାରୀ ଓ ଡ୍ରାଇଭର୍‌ ଫେରାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରୁ ମୂଲ୍ୟବାନ କାଠ ଚୋରା ଚାଲାଣ କମିବାର ନାଁ ନେଉନାହିଁ । ପୁର୍ବରୁ ଦୁଇ ଦିନରେ ଦୁଇଟି ସ୍ଥାନରୁ କାଠ ଚୋରା
Read More...

ଫିଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ଭାରତ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ପୁରସ୍କାରଫିଜି ସଂସଦକୁ ସମ୍ବୋଧିତ କରିବା ସହିତ ଜଳବାୟୁ ନ୍ୟାୟ ପାଇଁ ଭାରତ ଫିଜି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ରାଷ୍ଟ୍ର ସହ ଠିଆ ହେବ ବୋଲି କହିଛନ୍ତି ରାଷ୍ଟ୍ରପତିଫିଜିରେ ଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେଆମେ ସାରା
Read More...

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ
Read More...

ମୁରିବାହାଲ ରେଳ ଫାଟକ ରାସ୍ତାରେ ବିରାଟ ଗାତ : ଯାତାୟତରେ ଅସୁବିଧା, ରେଳ ବିଭାଗର ଦୃଷ୍ଟି ପଡୁ ନି କି..?

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନର ପଶ୍ଚିମ ଦିଗକୁ ଥିବା ଆର୍‌ ଭି ଏନ୍‌ଓ ୧୩୭ ରେଳ ଫାଟକ ତାର ବାଡ ମଝିରେ ତଥା ବ୍ୟସ୍ତବହୁଳ ବଲାଙ୍ଗିର- ବଙ୍ଗୋମୁଣ୍ଡା ପୂର୍ତ୍ତ ରାସ୍ତାରେ ଏକ ବିରାଟ ଗାତ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ରେଳ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଓ ଆଇକ୍ୟୁଏସି ସେଲ୍‌ର ମିଳିତ ଆନୁକୂଲ୍ୟରେ ‘ବିଶ୍ୱ ବାଣିଜ୍ୟ ଦିବସ’ ସୋମବାର ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ
Read More...