shyamal
Daily Archives

ମଥୁରା ଗ୍ରାମରେ ଆଲମିରା ତାଲା ଭାଙ୍ଗି ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା, ୬ ତୋଳା ରୂପା ଅଳଙ୍କାର ଚୋରି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଘର କବାଟ ଭାଙ୍ଗି ଆଲମିରା ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା, ୬ ତୋଳା ରୂପା ଅଳଙ୍କାର ଚୋରି କରି ନେଇଯାଇଥିବା ଥାନାରେ ଅଭିଯୋଗ
Read More...

ଇନ୍ଦ୍ରାବତୀ ହାତୀ ବ୍ୟାରେଜରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଠାରେ ହାତୀନଦୀ ଉପରେ ଇନ୍ଦ୍ରାବତୀ ଜଳସେଚନ ପାଇଁ ନିର୍ମିତ ହାତୀ ବ୍ୟାରେଜରୁ ସନ୍ଧ୍ୟା ୬ଟାରେ ପ୍ରଥମ ବନ୍ୟା ଜଳ ନଦୀଗର୍ଭକୁ ଛଡ଼ାଯାଇ ଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର ହାତୀ ବ୍ୟାରେଜର ଜଳପତ୍ତନ
Read More...

କିଶୋର ମିଶ୍ର ରାଜ୍ୟ ବଡି ବିଲଡିଂ ସଂଘର ରାଜ୍ୟ ଉପସଭାପତି ଭାବରେ ନିର୍ବାଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ରାଜ୍ୟ ବଡି ବିଲଡିଂ ସଂଘର ଉପ-ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସଂଘର ବାର୍ଷିକ ସାଧାରଣ ବୈଠକରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀ ମିଶ୍ର ଅନ୍ୟ
Read More...

ମୁରିବାହାଲ ବ୍ଳକସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ହାଇସ୍କୁଲରେ ମଙ୍ଗଳବାର ବ୍ଲକସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକର ୧୯ଟି
Read More...

ସ୍କୁଲରୁ ଫେରିବା ସମୟରେ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ୧ ଆହତ, ୨ ଗୁରୁତର

ବେଲପଡା, (ଅଶୋକ କୁମାର ବାଗ) : ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦର୍ହ ଛକ ନିକଟରେ ଏକ ଗାଡ଼ିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଜଣେ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବାରୁ ପ୍ରଥମେ ପାଟଣାଗଡ
Read More...

ବିଳମ୍ବିତ ରାତିରେ ମେଡିକାଲ କର୍ମଚାରୀଙ୍କୁ ମାଡ଼ : ଥାନାରେ ମାମଲା ରୁଜୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ତିତ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପର୍‌ଙ୍କୁ ରବିବାର ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୧୭୨/୨୪ରେ ମାମଲା ରୁଜୁ ହୋଇ ତଦନ୍ତ
Read More...

ନିମେଇ ପାଣିଗ୍ରାହୀଙ୍କ ବିୟୋଗରେ ପଞ୍ଚମର ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୋଶଲି ଗବେଷକ ତଥା ଲେଖକ ନିମେଇ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ସଂଗୀତ ମହାବିଦ୍ୟାଳୟ ପଞ୍ଚମ ଠାରେ ଏକ ଶୋକ ସଭା ଆୟୋଜନ ହୋଇଯାଇଛି । ପଞ୍ଚମର ସଭାପତି ମୁରଲୀଧାରୀ ପତିଙ୍କ ସଭାପତିତ୍ୱରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରିବା
Read More...

ଓଡିଶା ରାଜ୍ୟ ଜଳ ଓ ପରିମଳ ମିଶନ କର୍ମଚାରୀ ସଂଘ ତରଫରୁ ପୁନଃ ନିଯୁକ୍ତି ପାଇଁ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଜଳ ଓ ପରିମଳ କର୍ମଚାରୀ ସଂଘ ତରଫରୁ ସାଧାରଣ ସମ୍ପାଦକ ପ୍ରମୋଦ ବଗର୍ତ୍ତି ଛଟେଇ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ପାଇଁ ଗତ ତା. ୧୫/୭/୨୦୨୪ରେ ରାଜ୍ୟ ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କୁ
Read More...

ରାଜ୍ୟସଭାରେ ନକଲି ଏସ୍‌ସି, ଏସ୍‌ଟି ଏବଂ ଜାଲଜାତି ପ୍ରମାଣପତ୍ର ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗର୍ଜିଲେ…

ଭୁବନେଶ୍ୱର : ନକଲି ଅନୁସୂଚିତ ଜାତି ଏବଂ ନକଲି ଅନୁସୂଚିତ ଜନଜାତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ବିଶେଷକରି ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ
Read More...

ବର୍ଷାରେ ଧୋଇଗଲା ଆପ୍ରୋଚ୍‌ ରୋଡ୍‌ : ନାଳରେ ବାଇକ୍‌ ସହ ପଡ଼ିଲେ ଯୁବକ

ମୋହନଗିରୀକୁ ଯାତାୟତ ଠପ୍‌ପୂର୍ତ୍ତ ବିଭାଗର ଅବହେଳା ନେଇ ଜନ ଅସନ୍ତୋଷ ମ.ରାମପୁର, (ହେମନ୍ତ ସାହୁ) : ଲଗାଣ ବର୍ଷା ଜାରୀ ରହିଛି । ଏତେ ବର୍ଷାରେ ବି ରାସ୍ତା କାମ ଚାଲିଛି । ଫଳ ସ୍ୱରୂପ ଆଜି ଜଣେ ଯୁବକ ଆପ୍ରୋଚ୍‌ ରୋଡ୍‌ ଧୋଇ ହୋଇଯିବା ଫଳରେ ବାଇକ୍‌ ସହ ନାଳରେ ପଡ଼ି ଯିବା ଭଳି ଘଟଣା
Read More...