Daily Archives

ଭବାନୀପାଟଣାରେ ସେକ୍ସ ରାକେଟ : ଦୁଇ ଯୁବତୀ ଅଟକ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସ ନଜର ରଖିଥିଲା । ରବିବାର ବିଳମ୍ବିତ ରାତିରେ ଭବାନୀପାଟଣା ସଦର ଥାନା ଏବଂ ଟାଉନ ଥାନା ପୋଲିସର ମିଳିତ ଅପରେସନ୍‌ରେ ସେକ୍ସ୍ ରାକେଟ ଚାଲିଥିବା ସ୍ଥାନରେ ଚଢାଉ କରି ଦୁଇଜଣ ଯୁବତୀଙ୍କୁ ଧରିବାରେ
Read More...

ଶ୍ରାବଣ ତୃତୀୟ ସୋମବାର ପାଇଁ ହରିଶଙ୍କର ପାଲଟିଛି ଜନସମୁଦ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଭୋଳାବାବାଙ୍କ ପ୍ରିୟ ମାସ ଓ ପ୍ରିୟ ବାରରେ ତାଙ୍କୁ ଜଳାଭିଷେକ କରିବା ଲାଗି ପବିତ୍ର ଶୈବପୀଠ ହରିଶଙ୍କର ଠାରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି । ସତେ ଯେମିତି ହରିଶଙ୍କର ପାଲଟିଛି ଜନସମୁଦ୍ର । କାଉଡିଆମାନେ କାନ୍ଧରେ
Read More...

ଟାଟା ଓ ଆଦିନୀ କମ୍ପାନୀର ସ୍ୱାର୍ଥ ଦୃଷ୍ଟିକୁ ନେଇ ପିପଳପଙ୍କା ଠାରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗୋପାଳପୁରରେ ପ୍ରସ୍ତାବିତ ଟାଟା ଓ ଆଦିନୀ ପରି ବଡ ଶିଳ୍ପପତିଙ୍କୁ ପାଣି ଯୋଗାଇବା ପାଇଁ ରାଜ୍ୟସରକାର ବ୍ୟାଗ୍ର ଥିବା କଥା ଉଠିଛି । ଯାହାକି, ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଯେଉଁ ନଦୀବନ୍ଧ
Read More...

କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା : ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ନେଇ ଆସନ୍ତା କାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ,
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ୩ ମୃତ

ଯୋଡ଼ା : ଯୋଡ଼ା ଫ୍ଲାଏ ଓଭର୍‌ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ତିନି ମୃତକ ହେଲେ ଗଣେଶ ଶର୍ମା, ନିକିତ ଘୋଷାଲ ଓ ସନ୍ତୋଷ ଶର୍ମା । ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭ଟା
Read More...

ବଟେଶ୍ୱର ଶୈବପୀଠରୁ ହୁଣ୍ଡିଭାଙ୍ଗି ଟଙ୍କା ଲୁଟ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରୁ ହୁଣ୍ଡିଭାଙ୍ଗି ଦୁର୍ବୃତ୍ତତ୍ତମାନେ ଟଙ୍କା ଲୁଟିନେଇଛନ୍ତି ବୋଲି ହମ୍ମା ଫାଣ୍ଡିରେ ଅଭିଯୋଗ ହୋଇଛି । କୁହାଯାଏ ଯେ' ଗତକାଲି ରାତିରେ ମନ୍ଦିର ତାଲା ଭାଙ୍ଗି ଭକ୍ତମାନେ ଦାନ ଦେଉଥିବା ହୁଣ୍ଡି ତାଡି ନେଇଯାଇଛନ୍ତି ।
Read More...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ୍‌ ଅଧିବେଶନରେ ଧାନ କ୍ୱିଣ୍ଟାଲ ପ୍ରତି ଚାଷୀ ମାନଙ୍କୁ ୩୧୦୦ ଟଙ୍କା ଦେବାର…

କେନ୍ଦୁଝର : ଓଡିଶାର ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ବଜେଟ୍‌ ଅଧିବେଶନରେ ଧାନ କ୍ୱିଣ୍ଟାଲ ପ୍ରତି ଚାଷୀ ମାନଙ୍କୁ ୩୧୦୦ ଟଙ୍କା ଦେବାର ବ୍ୟବସ୍ଥା । ଓଡିଶାର ସମସ୍ତ ୫୮ଟି ସବ୍‌ଡିଭିଜନ୍‌ରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାର ଅର୍ଥ ବ୍ୟବସ୍ଥା,
Read More...