Daily Archives

ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଆଟଗାଁଠାରେ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପୁଇଁତଲା ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ
Read More...

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ସର୍ଭିକଲ୍‌ କ୍ୟାନ୍ସର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପ୍ରତି ବିଶ୍ୱରେ ସର୍ଭିକାଲ୍‌ କ୍ୟାନ୍‌ସର୍‌ ରୋଗର ସଂକ୍ରମଣ ବଢ଼ି ଚାଲିଛି । ଉପଯୁକ୍ତ ସଚେତନତା ଅଭାବରୁ ଅଧିକରୁ ଅଧିକ ମହିଳା ଏଥିରେ ସଂକ୍ରମିତ ହେଉଛନ୍ତି । ସେଥିପାଇଁ ଏଇ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସେଞ୍ଚୁରିଅନ୍‌ ବିଦ୍ୟାଳୟର
Read More...

ବଲାଙ୍ଗିର ଡିସିବି ବ୍ୟାଙ୍କ୍‌ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶରୀରର ନୀରୋଗ ଅବସ୍ଥାକୁ ହିଁ ସ୍ୱାସ୍ଥ୍ୟ କୁହାଯାଏ । କେବଳ ଦେହର ସ୍ୱାସ୍ଥ୍ୟ ଭଲ ରହିଲେ ଯଥେଷ୍ଟ ହେଲା ନାହିଁ ; ମନ ମଧ୍ୟ ସୁସୁ ରହିବା ଦରକାର । ପ୍ରତ୍ୟେକ ଲୋକ ଉତ୍ତମ ସ୍ୱାସ୍ଥ୍ୟ ଦରକାର କରନ୍ତି । କାରଣ ସ୍ୱାସ୍ଥ୍ୟ ନଥିଲେ ଆମେ କୌଣସି କାର୍ଯ୍ୟ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ
Read More...

ସାମ୍ବାଦିକ ଜଗବନ୍ଧୁ ସାହୁଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେଁସ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ଜଗବନ୍ଧୁ ସାହୁଙ୍କ ମାତା ଶାନ୍ତି ସାହୁ(୬୫)ଙ୍କ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନରୁ କିଡ୍‌ନୀ ଓ ଫୁସ୍‌ଫୁସ୍‌ ରୋଗରେ ପୀଡିତ ଥିଲେ । ଆଜି ସକାଳ ୯ଟା ୩୦ ମିନିଟ୍‌ ଶନିବାର ଦିନ
Read More...

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କୁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ଚିଠି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗୋଟିଏ ବଡ ଉପଖଣ୍ଡ ହୋଇଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ, ଗମନା ଗମନ ଇତ୍ୟାଦି ସବୁ କ୍ଷେତ୍ରରେ ଅନୁନ୍ନତ ଅଟେ । ଏହି ଅଂଚଳ ଶିକ୍ଷା କ୍ଷେତ୍ରରେ ବେଶ ପଛୁଆ । ଏଠାରେ ଭଲ ଉନ୍ନତ ମାନର ଶିକ୍ଷାନୁଷ୍ଠାନ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରେର ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ କରି ଶିଶୁ ମାନଙ୍କ ସଂସ୍କାର, ଆଧ୍ୟାତ୍ମିକ ବିକାଶ ତଥା ଶୈକ୍ଷିକ
Read More...

ସହଯୋଗ ଫାଉଣ୍ଡେସନ୍‌ର ନୂତନ ପ୍ରକଳ୍ପ : ‘ଆପଣଙ୍କୁ ଯାହା ଦରକାର ନିଅନ୍ତୁ, ଆପଣଙ୍କ ପାଖରେ ଯାହା ଅଧିକ ରଖିଛନ୍ତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ଆଜି ଗୋଟିଏ ବିଶେଷ ପ୍ରକଳ୍ପ ଆରମ୍ଭ କରିଛି । ଏହି ପ୍ରକଳ୍ପ ଅଧିନରେ, ଚପଲ, ଜାମା, ସ୍କୁଲ୍ ବ୍ୟାଗ୍, ପୁସ୍ତକ, ଛତା ଓ ଶିଶୁମାନଙ୍କ ଖେଳନା ବାଣ୍ଟାଯାଇଛି । ଏହି ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ ହେଉଛି
Read More...

ରୋଟାରୀ ଏଲିଟ୍‌ ଦ୍ୱାରା ଗ୍ରୀନ୍‌ ଡ୍ରିମ୍‌ : ମା’ଙ୍କ ନାଁରେ ଗୋଟିଏ ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪ ଫେବୃଆରୀ ଦିନ ସ୍ଥାନୀୟ ଏକାଡେମିକ ହାଇଟ୍ସ ବିଦ୍ୟାଳୟଠାରେ ରୋଟାରୀ ଏଲିଟ ତରଫରୁ ଗ୍ରୀନ୍‌ ଡ୍ରିମ୍‌ 'ମା'ଙ୍କ ନାଁରେ ଗୋଟିଏ ଗଛ' ସ୍ଲୋଗାନ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଫରେଷ୍ଟ ରେଞ୍ଜ ଅଫିସର ନବୀନ
Read More...

ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବିକାଶ ଠୁ ବହୁ ଦୂରରେ ବାଲମାହା, ଡାମେରୀ ଗ୍ରାମ : ସନ୍ଧ୍ୟା ହେଲେ ତାଟି କବାଟ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଅନେକ ଗ୍ରାମକୁ ରାସ୍ତା ନାହିଁ । ଆଉ ଦିନ କେଇଟା ପରେ ସାରା ଦେଶ ୭୭ ତମ ସ୍ୱାଧୀନତା ଦିବସ ପାଳିବ; କିନ୍ତୁ ଏମିତି ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ନାହିଁ କି କେହି ପାଠ ପଢିନାହାନ୍ତି, ଏପରିକି
Read More...