Daily Archives

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ବିଶେଷ କରି କନ୍ଧମାଳ ଜିଲ୍ଲାରେ ୨୦ଟି ନୂତନ ପେଟ୍ରୋଲ ପମ୍ପ ସ୍ଥାପନ ସହିତ ସହରାଞ୍ଚଳ ଏବଂ ଉପସହରାଞ୍ଚଳରେ
Read More...

ଗୋରୁ ବୋଝେଇ ଗାଡ଼ି ଜବତ : ୨ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ବସ୍ ଷ୍ଟାଣ୍ଡ ଡ଼ଙ୍ଗା ଘାଟ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଭୋର ୫ଟା ସମୟରେ ସ୍ପେସିଆଲ ପୁଲିସ ସ୍କ୍ୱାଡ୍ ଟିମ୍‌ ଜବତ କରିଛି । ଏହାଛଡ଼ା ଏହି ମାମଲାରେ ଘସିପୁରା ଥାନାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଏହି ଗୋରୁ ଗାଡ଼ିଟି ପଡ଼ୋଶୀ
Read More...

ବାବେଜୁରୀରେ କାର୍‌ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ଘଟଣା : ରାୟପୁରରେ ଗୁରୁତର ସୁବାକାନ୍ତଙ୍କ ମୃତ୍ୟୁ –…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରୀଡ ଓ ବାବେଜୁରୀ ମନ୍ଦିର ମଝି ବୁଲାଣିରେ ବୁଧବାର ଅପରାହ୍ନରେ ଦ୍ରୁତ ଗତିରେ ଯାଉଥିବା ଏକ ଅନିୟନ୍ତ୍ରିତ କାର୍‌ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ମୁରିବାହାଲ,
Read More...

ସୂର୍ଯ୍ୟମୁଖୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଗଷ୍ଟ ମାସରେ ପ୍ରଥମ ଶନିବାର ଦିନ 'ସୂର୍ଯ୍ୟମୁଖୀ ଦିବସ' ଭାବରେ ପାଳନ କରାଯାଏ । ଚଳିତ ବର୍ଷ ଏହା ଅଗଷ୍ଟ ୩ ତାରିଖରେ ପାଳନ ହେଉଛି । ସୂର୍ଯ୍ୟମୁଖୀ ଆଦର, ବିଶ୍ୱସ୍ତତା ଏବଂ ଦୀର୍ଘାୟୁତାର ପ୍ରତୀକ ବୋଲି କୁହାଯାଏ । ଫୁଲର ଉଜ୍ଜ୍ୱଳ ହଳଦିଆ ରଙ୍ଗ ସୁଖ,
Read More...

ଦୀନ ଦୟାଲ ସ୍ପର୍ଶ ଯୋଜନାରେ ଡାକ ଟିକଟ ସଂଗ୍ରହ ପାଇଁ ମିଳିବ ଛାତ୍ରବୃତ୍ତି

ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ କରିପାରିବେ ଆବେଦନବାର୍ଷିକ ୬,୦୦୦ ଟଙ୍କା ବୃତ୍ତି ପାଇବେ ଛାତ୍ରଛାତ୍ରୀ ଭୁବନେଶ୍ୱର, (ପିଆଇବି) : ସଉକ ପାଇଁ ଡାକ ଟିକଟ ସଂଗ୍ରହ କରୁଥିବା ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବୃତ୍ତି ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଡାକ ବିଭାଗ ପକ୍ଷରୁ
Read More...

ମୁଖିଗୁଡା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଭାଲୁକୁ ଉଦ୍ଧାର କଲା ବନବିଭାଗ

ଜୟପାଟଣା, (ଶେଷଦେବ ବେହେରା/ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ଥିବା ମୁଖିଗୁଡା ଠାରେ ଗତ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ କାବୁ କରିବାରେ ସଫଳ ହୋଇଛି ବନବିଭାଗ । ସୂଚନାଯୋଗ୍ୟ ଯେ, ମୁଖୀଗୁଡା ଓଏଚ୍‌ପିସି ମହୁଲପାଟଣା ଘାଟି
Read More...

ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳର ମୁଖ୍ୟ ବନସଂରକ୍ଷକ ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳର ମୁଖ୍ୟ ବନସଂରକ୍ଷକ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ଭା.ବ.ସେ ତା. ୩୧.୦୭.୨୦୨୪ ଦିନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତ । ଏହି ଅବସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ବନଖଣ୍ଡ କାର୍ଯ୍ୟାଳୟର
Read More...

ରୋତ୍‌ କଲେଜରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ରେ ଉଭୟ +୨ ଓ +୩ର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଲୋଇସିଂହାରେ ବିଶ୍ଵହିନ୍ଦୁ ପରିଷଦ ବୈଠକ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜ ଛକ ସ୍ଥିତ ବାବାମଠ ପରିସରରେ ବିଶ୍ୱହିନ୍ଦୁ ପରିଷଦର ବୈଠକ ହିମାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପରିଷଦର ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ପଟେଲ ଏବଂ ସମ୍ମାନିତ ଅତିଥି ଭାବେ ସଂଘ
Read More...

କନ୍ଧମାଳରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ଜଣାଶୁଣା । ଶିକ୍ଷା, ସ୍ୱାସ୍ଥ୍ୟ ସବୁ ଦୃଷ୍ଟିରୁ ଏହି ଜିଲ୍ଲା ଅନେକ ପଛରେ ରହିଛି । କେନ୍ଦ୍ର ସରକାର କନ୍ଧମାଳର ବିକାଶ ପାଇଁ ଏହାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରିଛନ୍ତି ।
Read More...