Daily Archives

ଓକିଲ ଲାଇସେନ୍ସ ପାଇଁ ପଞ୍ଜିକରଣ ଫି ବୃଦ୍ଧିକୁ ରୋକ୍ ଲାଗିବା ସ୍ଵାଗତ ଯୋଗ୍ୟ : ପୀତବାସ ପଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ସୁପ୍ରିମକୋର୍ଟ ନୂତନ ଭାବରେ ଆଇନକୁ ପେଶା କରିବାକୁ ଚାହୁଁଥିବା ଆଇନଜୀବୀ ମାନଙ୍କ ଠାରୁ ବିଭିନ୍ନ ରାଜ୍ୟରେ ବାର୍ କାଉନସିଲ୍ ଭିନ୍ନ ଭିନ୍ନ ଫି ଆଦାୟ କରୁଥିବା ନେଇ ଅସମ୍ମତି ପ୍ରକାଶ କରିବା ସହ ଏହା ଆଡଭୋକେଟ ଆକ୍‌ଟସ୍‌ର ବିରୁଦ୍ଧାଚରଣ
Read More...

ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଫୁଲ, ଚନ୍ଦନ ଦେଇ ଦ୍ୱିତୀୟ ବର୍ଷର
Read More...

ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଚଳିତ ୨୦୨୪ ବର୍ଷରେ ନୂତନ କରି ଯୁକ୍ତ ୨ ବାଣିଜ୍ୟ ଓ କଳାରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି
Read More...

ସୁନ୍ଦରଗଡ଼ରେ ଗୋଠଛଡ଼ା ଦନ୍ତାହାତୀ ଉପଦ୍ରବ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଗୋଠଛଡ଼ା ଦନ୍ତା ହାତୀର ଉପଦ୍ରବ । ବଡ଼ଗାଁ ଫରେଷ୍ଟ ରେଞ୍ଜର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ କରିଥିବା ଜଣାପଡ଼ିଛି । ଦନ୍ତା ଘର ଭାଙ୍ଗିବା ସହ ଫସଲ ଖାଇ ଆତଙ୍କ ଖେଳାଉଥିବା ବେଳେ ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ ।
Read More...

ସାମ୍ୱାଦିକତା ଓ ଗଣ ଯୋଗାଯୋଗର ପ୍ରାକ୍ତନ ପ୍ରଫେସର ଡ. ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରାକ୍ତନ ପ୍ରଫେସର ଡ. ପ୍ରଦୀପ ମହାପାତ୍ରଙ୍କ ଗୁରୁବାର ବିଳମ୍ବିତ ରାତ୍ରି ୨ ଘଣ୍ଟା ସମୟରେ ଦେହାନ୍ତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ
Read More...

ସିରଜିନା ତରଫରୁ ସମ୍ବଲପୁରୀ ଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଗଷ୍ଟ ୧ ତାରିଖ ଦିନରେ, ସିରଜିନା ସାହିତ୍ୟ ସଂସଦ ପଦ୍ମପୁର, ସମ୍ବଲପୁରୀ ଦିନ ପଦ୍ମପୁର ସ୍ଥିତ ଟାଉନ୍‌ ହଲ୍‌ରେ ବିଶେଷ ଉତ୍ସାହର ସହ ପାଳନ କରିଥିଲା । ଏହି ଅବସରରେ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ସଭାପତି ରାଜୁ ଘିବେଲା, ଡ. ପ୍ରମୋଦ ପାଢୀ, ନାଟ୍ୟକାର
Read More...

ଆନନ୍ଦମୟ ଶିକ୍ଷା ଉପରେ ୱାଇ. ସି. ଡି. ଏ.ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇଦିନ ଧରି ଏକ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱାଇ. ସି. ଡି. ଏ. ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଡି. ଆଇ. ଇ. ଟି. ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଡି. ଆଇ. ଇ. ଟି. ପରିସରରେ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ବେଲପଡା ଓ ପୁଇଁନ୍ତଲା ବ୍ଲକର
Read More...

ବିକାଶ ଉଇସଡମ ପାର୍କ ପରିସରରେ ‘ସମ୍ବଲପୁରୀ ଦିନ୍’ ପାଳିତ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାନୀୟ ବିକାଶ ଉଇସଡମ ପାର୍କ ପରିସରରେ ଗୁରୁବାର 'ସମ୍ବଲପୁରୀ ଦିନ୍' ପାଳିତ ହୋଇଯାଇଛି । ଏହି ଉତ୍ସବରେ ଡ. ଅଜୟ କୁମାର ମିଶ୍ର ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ
Read More...

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ

ବିଡ଼ିଓଙ୍କ ଗାଡିରୁ ବିପୁଳ ପରିମାଣ ଟଙ୍କା ଜବତ ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଭବାନୀପାଟଣାରୁ ମିଟିଂ ସାରି ଗୋଲାମୁଣ୍ଡା ଫେରୁଥିବା ସମୟରେ କଳାହାଣ୍ଡି ଭିଜିଲାନ୍ସର ଏକ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ
Read More...

ସୁଟିଂ ଏବଂ ସେବାରେ ଉତ୍କର୍ଷତାର ଏକ କାହାଣୀ

୫୦ ମିଟର ରାଇଫଲ ୩ ପୋଜିସନ ସୁଟିଂରେ ବ୍ରୋଞ୍ଜ ସହ ଇତିହାସ ରଚିଲେ ସ୍ୱପ୍ନିଲ କୁସାଲେ ନୂଆଦିଲ୍ଲୀ, (ପିଆଇବି) : ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତିବାରେ ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସରେ ନିଜ
Read More...