Monthly Archives

July 2024

ଜାତିଆଣ ଆକ୍ଷେପ କରି ମରଣାନ୍ତକ ଆକ୍ରମଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଧିନସ୍ଥ ଛେଲିଆମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ସୁରେନ୍ଦ୍ର କଲେତଙ୍କୁ ଗ୍ରାମର କେତେକ ଲୋକ ପୂର୍ବଘଟଣାକୁ କେନ୍ଦ୍ର କରି ଆକ୍ରୋଶ ମୂଳକ ଆକ୍ରମଣ କରି ଲହୁ ଲୁହାଣ କରିଦେଇଛନ୍ତି ।
Read More...

ମ.ରାମପୁରର ଭେଣ୍ଡି, ପୋଟଳ ଦୁବାଇ ଗଲା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଆମ୍ବ ଦୁବାଇ ଯିବା ପରେ ଏବେ ପୁଣି କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଭେଣ୍ଡି ଓ ପୋଟଳ ଦୁବାଇ ଯିବା ଜିଲ୍ଲାର କୃଷକ ମାନଙ୍କ ପାଇଁ ଆଣିଦେଇଛି ମନରେ ଖୁସି । ସୂଚନା ମୁତାବକ ନାବାର୍ଡ ସହାୟତାରେ ପରିଚାଳିତ ଉତ୍ତେଇ ଭେଲି କୃଷକ ଉତ୍ପାଦ କାମ୍ପାନୀ
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ‘ବିଶ୍ଵ ଶିକୁଳି ଦିବସ’ ଉଦ୍‌ଯାପନୀ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଗତ ୧୯ରୁ ଆରମ୍ଭ ହୋଇଥିବା 'ବିଶ୍ୱ ରକ୍ତ ଶିକୁଳି' ଉପଲକ୍ଷେ ଅନୁଷ୍ଠିତ ସଚେତନତା ଅଭିଯାନ ଆଜି ଉଦ୍‌ଯାପିତ ହୋଇଯାଇଛି । ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ
Read More...

ଛତ୍ରପୁର ଆହାର କେନ୍ଦ୍ରରେ ଝୁଲୁଛି ନବୀନଙ୍କ ଫଳକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଲୋୱେର ବସ୍‌ଷ୍ଟାଣ୍ଡ ଠାରେ ରହିଛି, ଆହାର କେନ୍ଦ୍ର । ଏହା ଗତ ୧୪ / ୪ / ୨୦୧୬ ମସିହାରେ ନବୀନ ସରକାରଙ୍କ ସୌଜନ୍ୟରେ ଉଦ୍‌ଘାଟିତ ହୋଇଛି । ରାଜ୍ୟରେ ସରକାର ପରିବର୍ତ୍ତନ ହୋଇ ନୂଆଁ ସରକାର ଗଠନ
Read More...

ସାଂସଦ ପ୍ରଦୀପ ପୁରୋହିତ ବ୍ରଜରାଜନଗର ରାଜପଥ ନିର୍ମାଣ ଦାବୀରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଦେଲେ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତାଙ୍କର ସଂସଦୀୟ କ୍ଷେତ୍ରର ବିକାଶ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି । ବିଧାୟକ ଥିବା ସମୟରେ ପଦ୍ମପୁର ଅଞ୍ଚଳ ପାଇଁ ଶାଣିତ ସ୍ୱର ଉତ୍ତୋଳନ କରି ଶ୍ରେଷ୍ଠ ବିଧାୟକ ଭାବରେ ପୁରସ୍କାର ପାଇ ଥିଲେ । ସେହି ସ୍ୱରକୁ କେନ୍ଦ୍ରରେ
Read More...

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଡକ୍ଟରସ୍ ଡେ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା- ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ କେନ୍ଦ୍ରାପଡାର ରାଜକନିକା ଠାରେ ଡକ୍ଟରସ୍ ଡେ ପାଳନ କରାଯାଇଥିଲା । ଦ ମିରର ଫାଉଣ୍ଡେସନ୍‌ ଅନୁଷ୍ଠାନର ଚେୟାରମ୍ୟାନ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ
Read More...

ସୁଦିଙ୍ଗ ନୋଟ୍ସର ନେଷ୍ଟାଲ୍‌ଜିକ୍ ନାଇଣ୍ଟିସ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ସୁଦିଙ୍ଗ ନୋଟ୍ସର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ନେଷ୍ଟାଲଜିକ୍ ନାଇଣ୍ଟିସ୍ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଗଦାଧର ସାହୁ ଅଧ୍ୟକ୍ଷତା, ସଭାପତି ତଥା ମୁଖପାତ୍ର ସନ୍ତୋଷ ଦାସ ଓ ସାଧାରଣ
Read More...

ଅନ୍ୟେଷା ପାଟ୍ଟଯୋଶୀ ଟିଆରା ମିସ୍ ଇଣ୍ଡିଆ ଓ ଡ. ସେଫାଳି ଟେଟେଙ୍କୁ ମିସେସ୍ ଇଣ୍ଡିଆ ମୁକୁଟ

ରାଉରକେଲା, (ସସ୍ମିତା ପ୍ରଧାନ) : ପକ୍ଷୀ ଏଣ୍ଟର୍‌ଟେନ୍‌ମେଣ୍ଟ ପ୍ରାୟୋଜିତ ଟିଆରା ମିସ୍ ଇଣ୍ଡିଆ ଓ ମିସେସ୍ ଇଣ୍ଡିଆ ଏନ୍ଆଇଟି ବିବିଏ ଅଡିଟୋରିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଡା. ଲୋପାମୁଦ୍ରା ସାହୁ ଓ ଡା. ଅଖିଳେଶ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ
Read More...

କରାତଳି ତାମ୍ପରାର ପୁନଃ-ଉଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଛତ୍ରପୁର ବିଧାୟକ

ସ୍ମାରକପତ୍ର ଦେଇ ଖୁବ୍ ଶୀଘ୍ର ଏହାର ସମାଧାନ କରିବାକୁ ଦାବୀ କଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କରାତଳି ତାମ୍ପରାର ପୁନଃ-ଉଦ୍ଧାର କରାଯିବା ଆବଶ୍ୟକ । ଏହି ବୃହତ ଜଳାଶୟଟି ବହୁ ବର୍ଷ ବର୍ଷ ଧରି ଆନ୍ଧ୍ର ମାଫିଆଙ୍କ ଦଖଲରେ ରହିଆସିଛି । ଫଳରେ ବହୁ
Read More...

ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ଆବାସ ଯୋଜନାର ପଇସା ଖାଇଗଲେ ଜିଆର୍‌ଏସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଆବାସ ତାଲିକାରେ ନାମ ଥାଇ ମଧ୍ୟ ମିଳିନାହିିଁ ଘର । ଆଜି ଏଭଳି ଏକ ଅଭିଯୋଗ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ପଞ୍ଚାୟତର
Read More...