ମୋ’ ଝିଅକୁ ରାଜସ୍ଥାନରେ ବିକ୍ରି କରି ଦେଇଛନ୍ତି, ତାକୁ ଉଦ୍ଧାର କର
ବଲାଙ୍ଗିର, (କେପିଏନ୍ଏସ୍) : ୮ ମାସ ହେଲା ଝିଅ ନିଖୋଜ ଥିଲା । ଝିଅର ଖବର ପାଇବା ପରେ ବାପା ଥାନାର ଦ୍ୱାରସ୍ଥ । ଝିଅକୁ ରାଜସ୍ଥାନରେ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ବାପା । ବଲାଙ୍ଗିର ଟାଉନ ଥାନାକୁ ଏଭଳି ଏକ ଅଭିଯୋଗ ନେଇ ଜଣେ ବୃଦ୍ଧା ବାପା ପହଂଚିଛନ୍ତି । ସୂଚନା ଅନୁସାରେ ଗତ!-->…
Read More...
Read More...