Monthly Archives

July 2024

କନସିଂହା ସେବା ସମବାୟ ସମିତିରେ ଜାଲିଆତି କାରବାର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜାମଖାରର ପଦ୍ମଲୋଚନ ଧରୁଆ କନସିଂହା ସେବା ସମବାୟ ସମିତି ଏକ ଲିଖିତ ଅଭିଯୋଗ କରି ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଏକ ଦରଖାସ୍ତ ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ପଦ୍ମଲୋଚନ ଧରୁଆ ଜଣେ କ୍ଷୁଦ୍ର ଚାଷୀ ଅଟନ୍ତି । ସେ ଚଳିତ
Read More...

ଡ. ଅନ୍ତର୍ଜିତା ନାୟକଙ୍କ ‘ପୁସ୍ତକ କୁସୁମ’ ଓ ‘ପରୀକ୍ଷାର ପରୀକ୍ଷା’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଭିବ୍ୟକ୍ତି ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ଫାଉଣ୍ଡେସନ ତରଫରୁ ଡ. ଅନ୍ତର୍ଜିତା ନାୟକଙ୍କ ଦୁଇଖଣ୍ଡ ପୁସ୍ତକ କୁସୁମ-ବ୍ୟବସ୍ଥାର ଅବ୍ୟବସ୍ଥାରେ ଆଦିବାସୀ ଓ ପରୀକ୍ଷାର ପରୀକ୍ଷା - ଶିକ୍ଷାଦାନ, ପରୀକ୍ଷା, ମୂଲ୍ୟାୟନ ପଦ୍ଧତି ଉନ୍ମୋଚିତ ହୋଇଯାଇଛି । ଡ.
Read More...

ଡୁଙ୍ଗୁରିପାଲି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୯୦ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଯୁଗ୍ମ ଜନ ଶୁଣାଣି ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ
Read More...

ଭାଲୁମୁଣ୍ଡା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାଲୁମୁଣ୍ଡା ପଞ୍ଚାୟତ
Read More...

ସେବାଜଗତ ତରଫରୁ ବୃକ୍ଷରୋପଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେବାଜଗତର ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ରହି ବୁରାଟ ଗ୍ରାମବାସୀଙ୍କୁ ବୃକ୍ଷରୋପଣର ଆବଶ୍ୟକତା, ବୃକ୍ଷ ନଷ୍ଟ ଯୋଗୁଁ
Read More...

ଅନ୍ୱେଷାର ୧୦୩ ତମ ସାମୁହିକ ଜନ୍ମ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷା - ଏକ ସାହାଯ୍ୟକାରୀ ହାତ ତରଫରୁ ଚଳିତ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତି ମାନଙ୍କୁ ନେଇ ୧୦୩ତମ ସାମୁହିକ ଜନ୍ମ ମହୋତ୍ସବ ସେକ୍ଟର ୮ସ୍ଥିତ ଆଶାର ଆଲୋକ ଠାରେ ପାଳନ କରିଛି । ଅନ୍ୱେଷାର ସଭାପତି କଳ୍ପନା ଶତପଥୀଙ୍କ
Read More...

ପାରାଦୀପ ବନ୍ଦରରେ ୧୩ କୋଟିରୁ ଅଧିକ ଟଙ୍କାର ପ୍ରମୁଖ ପ୍ରକଳ୍ପ ସାମିଲ, ଭିତ୍ତିଭୂମି ଓ ସେବାରେ ଅଭିବୃଦ୍ଧି

ସଚିବ ରାମଚନ୍ଦ୍ରନ ପାରାଦୀପ ବନ୍ଦର (ପିପିଏ)ର କାର୍ଯ୍ୟ ସମୀକ୍ଷା କରିଛନ୍ତିପାରାଦୀପ ବନ୍ଦରରେ ଟ୍ରମା ଆଣ୍ଡ ବର୍ଣ୍ଣ କେୟାର (ଟିବିସି) କେନ୍ଦ୍ର ଉଦ୍‌ଘାଟିତ, ଦୈନିକ ୧୬ ନିୟୁତ ଲିଟର ପାଣି ବିଶୋଧନ କରିବା କ୍ଷମତା ବିଶିଷ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଭୁବନେଶ୍ୱର, (ପିଆଇବି) :
Read More...

ଶ୍ରାବଣ ମାସର ଦ୍ଵିତୀୟ ସୋମବାର : ସକାଳୁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ପ୍ରବଳ ଭିଡ଼

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ କୁମୁଡ଼ା ପାହାଡ ଉପରେ ଅବସ୍ଥିତ ପ୍ରଭୁ ଧବଳେଶ୍ୱର ବାବାଙ୍କ ମନ୍ଦିର । ଚଳିତ ବର୍ଷ ଶ୍ରାବଣ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ସେଥିପାଇଁ ଏହି ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ଭୋର ପାହାନ୍ତିଆରୁ କାଉଡ଼ିଆ
Read More...

ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ସପ୍ତମ ବା ଶେଷ ଦିନରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ରେଣୁଧର ସାହୁ । ବରିଷ୍ଠ ଶିକ୍ଷକ ପ୍ରମୋଦ
Read More...

ବିଦ୍ୟାଳୟ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଭଟିଲି ବ୍ଲକ ଅର୍ନ୍ତଗତ ଗୋପାଲପୁରର ଗୋପାଲପୁର ଆଶ୍ରମ ସ୍କୁଲ ଠାରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀ
Read More...