Monthly Archives

July 2024

ଐତିହାସିକ ରାଜଧର୍ମ ପରମ୍ପରା ସମ୍ପନ୍ନ ଛତ୍ରପୁରର ନିଆରା ରଥଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ରାଜଧର୍ମ ପରମ୍ପରା ଅକ୍ଷୁର୍ଣ୍ଣ ରହିଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ପ୍ରକାଶ ଥାଉକି, ଯେ' ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ
Read More...

ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଘାସିରାମ ଦାସଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଘାସିରାମ ଦାସ(୮୬)ଙ୍କ ପରଲୋକ ହୋଇଯାଇଛି । ଗତକାଲି ଶନିବାର ତାଙ୍କ ନିଜ ଘର ଗୋବିନ୍ଦ ପାଲିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜଣେ ଦକ୍ଷ ପୋଷ୍ଟ ମାଷ୍ଟର ଭାବରେ ତାଙ୍କର ବେଶ ଖ୍ୟାତି
Read More...

ନୃସିଂହନାଥ ରଥଯାତ୍ରାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛେରା ପହରା କଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରରେ ରବିବାର ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇଥିଲା । ତିନି ଠାକୁର ମାନଙ୍କୁ ବ୍ରଜ୍ଝହ୍ମଣ ସମାଜର କର୍ମକର୍ତ୍ତା ମାନେ ନୂତନ ବସ୍ତ୍ର ପିନ୍ଧାଇ ବେଶଭୁଷା କରି ଫୁଲ ଚନ୍ଦନ ତୁଳସୀ ମାଳା ସହ
Read More...

ବେଲପଡାରେ ‘ଏକ ପେଡ୍‌ ମାଁ କେ ନାମ’ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପିଏଚ୍‌ସି ଠାରେ 'ଏକ ପେଡ୍‌ ମାଁ କେ ନାମ' କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେଡିକାଲ୍‌ ଅଫିସର ଡାକ୍ତର ଅମିର ମେହେର, ସମ୍ମାନିତ ଅତିଥି ଭାବରେ ଡାକ୍ତର ବିଶ୍ୱମ୍ଭର ମେହେର ଓ ଉଦ୍ୟାନ ବିଭାଗର
Read More...

‘ବାଟ୍ କଢୁଆଲ୍’ ସମ୍ବଲପୁରୀ ପତ୍ରିକା ଲୋକାର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁବୁଡା ଗ୍ରାମରେ ସୁରେନ୍ଦ୍ର ମେହେରଙ୍କ ସଂପାଦନାରୁ 'ବାଟ୍ କଢୁଆଲ୍' ସମ୍ବଲପୁରୀ ବାର୍ଷିକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇ ଆସୁଥିଲା । ରଥଯାତ୍ରା ଅବସରରେ ବାଟ୍ କଢୁଆଲ୍ ପତ୍ରିକାର ନବ କଳେବର କରାଯାଇଛି ତଥା ବାର୍ଷିକ
Read More...

ସଇଁତଲା କେନ୍ଦୁପତ୍ର ରେଞ୍ଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପରିସରରେ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ କେନ୍ଧୁଲିପ୍‌ ଡିଭିଜନର ଡିଏଫ୍‌ଓ ରଞ୍ଜିତ କୁମାର ମଲ୍ଲିକ
Read More...

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପୁରୀ ଜିଲ୍ଲାର ସର୍ବବବୃହତମ ଗ୍ରାମ ଘୋରଡିଆର ପତିତପାବନ ମନ୍ଦିରରୁ
Read More...

ମଦନପୁର ଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜୀଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ ବହୁ ଭକ୍ତଙ୍କ ଭିଡରେ ଗଡ଼ପଡା କୀର୍ତ୍ତନମଣ୍ଡଳୀ ବାଜା ଓ ମୃଦଙ୍ଗର ତାଳେ ତାଳେ ପାଳିତ ହୋଇଯାଇଛି ରଥଯାତ୍ରା, ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ
Read More...

ସଇଁତଲାରେ ଡେଙ୍ଗୁ ସଂଖ୍ୟା ୪୧ ବୃଦ୍ଧି, ରାଜ୍ୟସ୍ତରୀୟ ଡାକ୍ତରୀ ଟିମର ତଦାରଖ, ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ

ସଇଁତଲା : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି । ଏ ନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବଲାଙ୍ଗିର, ସଇଁତଲା ପରେ ଭୁବନେଶ୍ୱର ଡାକ୍ତରୀ ଟିମ ପହଂଚି ତଦାରଖ କରଥିଲେ । ଗତ ଶନିବାର ଦିନ ଉକ୍ତ ଗୋପବନ୍ଧୁପଡାର
Read More...

ଜିଲ୍ଲା ଯାଦବ ମହାସଭା ଓ ପୌରାଞ୍ଚଳ ଯାଦବ ମହାସଭା ତରଫରୁ କଣ୍ଟାବାଞ୍ଜି ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଯାଦବ ମହାସଭା ଓ ପୌରାଞ୍ଚଳ ଯାଦବ ମହାସଭା ତରଫରୁ କଣ୍ଟାବାଞ୍ଜି ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ନମ୍ବର ୱାନ ନେତା ବୋଲାଉଥିବା ନବୀନ ପଟ୍ଟନାୟକଙ୍କୁ ହରାଇଥିବା
Read More...