Monthly Archives

July 2024

ସତଲମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସତଲମାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମୋହନଚାନ୍ଦ ପଧାନ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ବିବେକାନନ୍ଦ ପଧାନ ସ୍ୱାଗତ
Read More...

ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ‘ବିକଶିତ ଭାରତ ଅଭିମୁଖେ ଯାତ୍ରା : କେନ୍ଦ୍ର ବଜେଟ୍ ୨୦୨୪-୨୫…

ଆମ ସରକାର ଯେଭଳି ଦ୍ରୁତଗତିରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ତାହା ଅଭୂତପୂର୍ବଆଜି ଆମେ ଆଲୋଚନା କରୁଛୁ- ବିକଶିତ ଭାରତ ଅଭିମୁଖେ ଯାତ୍ରା । ଏହା କେବଳ ଭାବନାର ପରିବର୍ତ୍ତନ ନୁହେଁ, ଏହା ଆତ୍ମବିଶ୍ୱାସର ପରିବର୍ତ୍ତନକୁ ପ୍ରତିଫଳିତ କରେଭାରତର ଅଭିବୃଦ୍ଧି ଓ ସ୍ଥିରତା ଏହି ଅନିଶ୍ଚିତ
Read More...

ଟ୍ରାନ୍ସଫରମର ପୋଡି ୧୨ ଦିନ ହେଲା ବୁର୍ଡା ଗାଁ ଅନ୍ଧାର : ପ୍ରଶାସନ ନୀରବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ବୁର୍ଡା ଗାଁ ଗତ ୧୦ ଦିନ ଗାଁ ଅନ୍ଧାର ହୋଇପଡିଛି । ଏନେଇ ଗ୍ରାମବାସୀ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗଙ୍କୁ ଅବଗତ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନୀରବ ହୋଇପଡିଛି । ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ
Read More...

ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ନୂତନ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କଙ୍କ ଅବସର ଗ୍ରହଣ କଲା ପରେ ସେ ସ୍ଥାନଟି ଚାରିମାସ ଧରି ଖାଲିପଡ଼ିଥିଲା ଫଳରେ ଦୈନନ୍ଦିନ କାର୍ଯ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଆଜି
Read More...

ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନବମ ଓ ଦଶମ ଶ୍ରେଣୀର ୬୬ ଅଭିଭାବକ ଓ ଅଭିଭାବିକା ଯୋଗଦାନ କରିଥିଲେ । ବୈଠକରେ ଶିକ୍ଷା ସପ୍ତାହ ପାଳନ,
Read More...

ଦିଲ୍ଲୀରୁ ନୀତି ଆୟୋଗ ବୈଠକରୁ ଫେରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ. ପି.ଏସ୍‌) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ମିଳିଥିଲା । ସେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡି.ଆଇ.ଜି ଭାବରେ କାର୍ଯ୍ୟରତ ଥିଲେ । ନୀତି
Read More...

କେରଳରେ ଭୟଙ୍କର ଭୂସ୍ଖଳନ : ୩୬ ମୃତ

କେରଳ : କେରଳରେ ଭୟଙ୍କର ଭୂସ୍ଖଳନ । କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଥିବା ସୂଚନା ରହିଛି । ଏହାସହ ମାଡ଼ି ଅତଡ଼ା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ
Read More...

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ସପ୍ତାହର ସପ୍ତମ ତଥା ଅନ୍ତିମ ଦିବସକୁ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଜୁଲାଇ ୨୯ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ବିଦ୍ୟାଳୟ ପରିସରରେ ସମ୍ପ୍ରଦାୟ ଯୋଗଦାନ ଦିବସ ରୂପେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର
Read More...

୨୦୦ ଲିଟର ନକଲି ବିଦେଶୀ ମଦ ଜବତ କଲା ଅବକାରୀ ବିଭାଗ

ବାଲେଶ୍ୱର : ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ଉ କରି ଅବକାରୀ ବିଭାଗ ୨୦୦ ଲିଟର ନକଲି ବିଦେଶୀ ମଦ ଜବତ କରିଛି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣ୍ଡାଶୁଣି ପଂଚାୟତ ନୀଳକଣ୍ଠପୁରର ସୁବାସ ନାୟକଙ୍କ ଘରୁ ଜଳେଶ୍ୱର ସେଟ୍‌ଲାଇଟ୍‌ ଅବକାରୀ ବିଭାଗ ଖବର ପାଇ ଯାଞ୍ଚ କରିଥିଲେ । ପରେ ପ୍ରାୟ
Read More...

ମୁମ୍ବାଇ ଅଭି‌ମୁ‌ଖେ ଯାଉଥିବା ଟ୍ରେନ୍‌ ଲାଇନ୍‌ଚ୍ୟୁତ : ୨ ମୃତ, ୨୦ ଆହତ

ରାଉରକେଲା : ଆଜି ସକାଳେ ଝାରଖଣ୍ଡରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନ୍‌ର ପ୍ରାୟ ୧୮ଟି କୋଚ୍ ଲାଇନ୍‌ଚ୍ୟୁତ୍‌ ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହିତ ୨୦ ଜଣ ଆହତ ହୋଇଛନ୍ତି । ହାୱାଡ଼ା-ସିଏସ୍‌ଏମ୍‌ଟି ଏକ୍ସପ୍ରେସ ଭୋର୍‌ ୩.୪୫ ସମୟରେ ଜାମସେଦପୁର ଠାରୁ ୮୦
Read More...