Monthly Archives

July 2024

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆଠାରେ ମହାସମାରୋହରେ ପାଳନ କରାଯିବା ନିମନ୍ତେ ଏକ ବୈଠକ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହେଇଯାଇଛି । ଏହି ଜାତୀୟ
Read More...

ବୃନ୍ଦାବତୀ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଭବାନୀପାଟଣା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ
Read More...

ମୁଢିମିଲ୍‌ ପାଖରୁ ବାଇକ୍‌ ଚୋରୀ : ବାଇକ୍‌ ଉଦ୍ଧାର, ଜଣେ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ବାଇକ୍‌ ଆରୋହୀ ଜଣକ ମୁଢି କିଣୁଥିବା ସମୟରେ ଦୁର୍ବୁତ୍ତ ବାଇକ୍‌ ଚୋରୀ କରିଥିବା ଘଟଣାରେ ସଇଁତଲା ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ଉକ୍ତ ଘଟଣାକୁ ଭିର୍ତ୍ତି କରି ଥାନା କେସ ନଂ ୩୨୫/୨୪ କ୍ରମେ ଭାରତୀୟ
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ବଜେଟ୍‌ ଉପରେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଆନଭକୂଲ୍ୟରେ ବିଭାଗ ପ୍ରମୁଖ ପ୍ରଫେସର କୌଶଲ୍ୟା କିଶନଙ୍କ ଆବାହନ କ୍ରମେ କେନ୍ଦ୍ରୀୟ ବଜେଟ୍‌ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ନାତକୋତ୍ତର ଛାତ୍ରଛାତ୍ରୀ ବଜେଟ୍‌ ଉପରେ ଉପସ୍ଥାପନ କରିଥିଲେ
Read More...

୫ ଜଣ ଡକାୟତଙ୍କୁ ଧରିଲା ଦେଓଗାଁ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଦେଓଗାଁ ଥାନା ଅଞ୍ଚଳର ଚନ୍ଦନ ରଣା, କାହ୍ନ ସାହୁ, ରୋଶନ ସାହୁ ଏବଂ ସଦର ଥାନା ଅଞ୍ଚଳର ଆଲୋକ ନାଗ ବିନୋଦ ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More...

ବଲାଙ୍ଗିର ସାଂସଦଙ୍କ ନୋମିନି ହେଲେ ଦିନେଶ ଶର୍ମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ନୋମିନି ହେଲେ ଦିନେଶ ଶର୍ମା । ଗତ ତା.୧୭.୦୭.୨୦୨୪ ଦିନ ଦିନେଶ ଶର୍ମାଙ୍କୁ ଦାୟିତ୍ୱ ଦେଇଥିଲେ ସାଂସଦ । ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ । ୨୦୨୪
Read More...

୧୯୭୮ ବ୍ୟାଚ୍‌ର ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ତତ୍କାଳୀନ ଇସ୍ପାତ ଲୋୟର ସେକେଣ୍ଡାରୀ ବିଦ୍ୟାଳୟର ୧୯୭୮ ବ୍ୟାଚ୍‌ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯୋଡିବା ପ୍ରୟାସରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୋଏଲ ନଗର ସ୍ଥିତ ସି ବ୍ଲକ୍ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଗବନ୍ଧୁ ଗାୟନଙ୍କ
Read More...

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍‌ଆଇଟି କ୍ୟାମ୍ପସରେ ୨୫ତମ କାରଗିଲ ବିଜୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍‌ଆଇଟି କ୍ୟାମ୍ପସରେ ୨୫ତମ କାରଗିଲ ବିଜୟ ଦିବସ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ଆବାହକତ୍ୱ, ଭାରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶଙ୍କ ସଭାପତିତ୍ୱ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ
Read More...

ଗିରଫ ହେଲେ କୁବେର କମିଶନର : ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି, ୫୨ ପ୍ଲଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗିରଫ ହେଇଛନ୍‌ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଆୟ ବର୍‌ହିଭୂତ ସମ୍ପତ୍ତି ଠୋଲ୍‌ ଅଭିଯୋଗ ଥି ଆଜି ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛେ ଭିଜିଲାନ୍ସ । ଆର୍‌ଗୁଟେ ଆଡେ଼ ଭିଜିଲାନ୍ସ ଚଢ଼ାଉ ଉତ୍‌ରୁ ତାଙ୍କର ସମ୍ପତ୍ତି ତାଲିକା
Read More...