Monthly Archives

July 2024

୨୩ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି । ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୦ କିମି ଦୂର ଓ ଗୋପାଳପୁରରୁ ପୂର୍ବ-ଉତ୍ତରପୂର୍ବ ଦିଗରେ
Read More...

ଜାତୀୟ ରାଜପଥରେ ଯୁବକଙ୍କୁ ଛୁରା ମାଡ଼ : ହତ୍ୟା ସନ୍ଦେହ

ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ପୁରୀ ଟାଉନ ଥାନା ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଗୁଲି ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ରବିନାରାୟଣ ଆଜି ରାତିରେ
Read More...

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ । ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ
Read More...

ବଡସାଇମରାରେ ମନରେଗା ଓ ବିଭିନ୍ନ ସରକାରୀ ଯୋଜନା ଉପରେ ବ୍ଲକସ୍ତରୀୟ ଏକ ଦିବସୀୟ ସମନ୍ଵୟ କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭୋଇପଡାସ୍ଥିତ ଜନମୁକ୍ତି ଅନୁଷ୍ଠାନ ଆନୁକୁଲ୍ୟରେ ତଥା ଅଜିମ୍ ପ୍ରେମ୍ ଜୀ ଫାଉଣ୍ଡେସନ୍‌ର ସହାୟତାରେ ମୁରିବାହାଲ ବ୍ଲକ ବଡ଼ସାଇମରା ଗ୍ରାମପଞ୍ଚାୟତ ସଭାଗୃହଠାରେ ମନରେଗା ଓ ବିଭିନ୍ନ ସରକାରୀ ଯୋଜନା ଉପରେ ବ୍ଲକସ୍ତରୀୟ ଏକ ଦିବସୀୟ ସମନ୍ଵୟ କର୍ମଶାଳା
Read More...

ଯମୁନା ଗ୍ରାମର ସ୍କୁଲରେ ଶିକ୍ଷକ ସମସ୍ୟା ନେଇ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାବିପତ୍ର ପ୍ରଦାନ

ଜଣେ ଶିକ୍ଷକରେ ଚାଲିଛି ୮ଟି ଶ୍ରେଣୀସ୍କୁଲ ପରିଚାଳନା କମିଟିର ଦାବିପତ୍ର ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ଟି ଶ୍ରେଣୀ ଜଣେ ମାତ୍ର ଶିକ୍ଷକରେ ଚାଲିଥିବା ଅଭିଯୋଗ
Read More...

ପୁରୀରେ ଆୟୋଜିତ ହେବ ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା ଗଣନା ଉପରେ ଏକବିଂଶତମ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଉଦ୍‌ଘାଟନୀ ସମାରୋହରେ ଯୋଗ ଦେବେ କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍‌. ପି. ସିଂ ବାଘେଲ ଭୁବନେଶ୍ୱର, (ପିଆଇବି) : ସଫ୍ଟୱେର ଓ ପ୍ରାଣୀଙ୍କ କିସମ ଉପରେ ଏକବିଂଶତମ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତାକାଲି ପୁରୀରେ
Read More...

ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର : ଜିଲ୍ଲାସ୍ତରୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପ୍ରଥମ ସମନ୍ୱୟ ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ
Read More...

ଗୁଳିବିନିମୟରେ ଜଣେ ମହିଳା କ୍ୟାଡର ନିପାତ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ଜଣେ ମହିଳା କ୍ୟାଡର ନିପାତ ହୋଇଛି । ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ଥାନା କିରନ୍ଦୁଲ, ଥାନା ଅରନପୁର, ଥାନା ଗାଙ୍ଗଲୁର ଏବଂ ଥାନା ଜାଗରଗୁଣ୍ଡା ଅଂଚଳର ଡୋଡି ତୁମନାର, ପିଡିଆ, ତାମୋଡି
Read More...

କ୍ଷତିପୂରଣ ଦାବିରେ ଶବକୁ ଧରି ରାସ୍ତା ଅବରୋଧ କଲେ ପରିବାର ଲୋକ ଏବଂ ଗ୍ରାମବାସୀ

ବୁଝାସୁଝା ପରେ ରାସ୍ତାରୋକରୁ ଓହରିଲେ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଳସାଗର ନିକଟରେ ଗୁରୁବାର ସନ୍ଧ୍ୟା ୭:୩୦ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଣୁ ବରିହାଙ୍କ ଶବକୁ ଧରି ପରିବାର ଲୋକ ଏବଂ ଗ୍ରାମବାସୀ ୩
Read More...

ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ଓ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘର ସାଧାରଣ ପରିଷଦର ନିଷ୍ପତ୍ତି ଅନୁଯାୟୀ ଆଜି ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
Read More...