Monthly Archives

July 2024

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ବାଇପାସ୍ ରାସ୍ତାରେ ଏକ ସ୍କୁଲ୍‌ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସ୍କୁଲ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିପଡ଼ିଛି । ତେବେ ଏଥିରେ ଥିବା ସ୍କୁଲ୍‌ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍କୁଲ୍‌ ଭ୍ୟାନ୍‌ଟି ସେଣ୍ଟ
Read More...

୮୧ କେଜି ଗଞ୍ଜେଇ ଜବତ : ଅଟୋ ଡ୍ରାଇଭର୍‌ ଗିରଫ

କୋରାପୁଟ : ୮ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଅଟୋ ସହ ଡ୍ରାଇଭର ଗିରଫ । କୋରାପୁଟ ଜିଲ୍ଲା ପାଡୁଆ ଡାକବଙ୍ଗଳା ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ଏହା ସହ ଅଟୋ ଡ୍ରାଇଭର୍‌କୁ ପୋଲିସ ଗିରଫ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସୂଚନା
Read More...

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପି. କେ. ସାହୁ) : ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଆସନ୍ତା ୭୮ ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଜିଲ୍ଲପୋଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

ପୃଥିବୀ ସୀମା ଲଙ୍ଘନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରକୃତିର ନିୟମ ଅନୁସାରେ ପ୍ରତି ବର୍ଷ ପ୍ରାକୃତିକ ସମ୍ପଦ ସ୍ୱତ ସୃଷ୍ଟି ହୁଏ । 'ପୃଥିବୀ ଓଭରଶଟ୍ ଡେ' ବା 'ପୃଥିବୀ ସୀମା ଲଙ୍ଘନ ଦିବସ' ସେହି ଦିନକୁ ଇଙ୍ଗିତ କରେ ଯେତେବେଳେ ଏକ ବର୍ଷରେ ମାନବ ସମାଜର ଆବଶ୍ୟକୀୟ ମାନବ ସମ୍ବଳ ଚାହିଦା ପୃଥିବୀ ଯାହା
Read More...

ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବନ୍ଧୁ ମିଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ ଠାରେ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅସିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ବଳରାମ ଦୀପଙ୍କ ପ୍ରତ୍ୟକ୍ଷ
Read More...

ରାସ୍ତା ସାଜିଲା କଣ୍ଟା : ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କାଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ୱାମୀ ଓ ତିନିଜଣ ମହିଳା ଖଟ ଦଉଡ଼ିରେ ଗର୍ଭବତୀ ମହିଳାଙ୍କୁ ବୋହି ଆଣିବା ଘଟଣା ଚର୍ଚ୍ଚାର
Read More...

ଶିକ୍ଷା ସପ୍ତାହର ତୃତୀୟ ଦିବସ : ସ୍ପୋର୍ଟସ୍‌ ଡେ

ରେଙ୍ଗାଲି, (ସୁଶିଳ କୁମାର ମିଶ୍ର) : ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବାର୍ଷିକୀ ଅବସରରେ ରେଙ୍ଗାଲି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ତୃତୀୟ ଦିବସ ସ୍ପୋର୍ଟସ୍ ଡେ ପାଳିତ ହୋଇଯାଇଛି । ଏହି ଆନୁକୁଲ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ନେଇ ଆଞ୍ଚଳିକ
Read More...

ଶିକ୍ଷା ସପ୍ତାହ ପାଳନ ଉପଲକ୍ଷେ କ୍ରୀଡା ଦିବସ ପାଳନ

ଏସ୍‌. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉପଲକ୍ଷେ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପାରମ୍ପରିକ କ୍ରୀଡାକୁ ପ୍ରୋତ୍ସାହନ ଦେବା ଓ କ୍ରୀଡାକୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ପାଳିତ
Read More...

ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ

ଭୁବନେଶ୍ୱର : ଓଡିଶା ରାଜ୍ୟ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅବସରରେ ଏହି ପବିତ୍ର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣକୁ ମୁଁ ସ୍ୱାଗତ କରୁଛି । ଓଡିଶାର ସାଢେ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ନୂଆ ସରକାର ଗଠିତ ହୋଇଛି । ଆମର ଗଣତାନ୍ତ୍ରିକ
Read More...

ସାଂସଦରେ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନ ପରେ ନୂଆପଡା-ବରଗଡ଼ ରେଳ ଯୋଗାଯୋଗ ପ୍ରକଳ୍ପରେ ତ୍ୱରିତ ପଦକ୍ଷେପ

ବରଗଡ, (ନିରୋଜ କୁମାର ପାଣୀ) : ଲୋକସଭାର ମୌସୁମୀ ଅଧିବେଶନର ଏକ ସାଧାରଣ ପ୍ରଶ୍ନକାଳରେ ସାଂସଦ ପ୍ରଦୀପ ପୁରୋହିତ ନୂଆପଡା ଓ ବରଗଡ଼ ବିଚର୍କ ପ୍ରସ୍ତାବିତ ବ୍ରଡ୍‌ଗେଜ୍ ରେଳ ଯୋଗାଯୋଗ ନେଇ ସରକାରଙ୍କ ଦ୍ୱାରା ଗୃହୀତ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କଲେ । ଏହି ପ୍ରଶ୍ନର ଉଦ୍ଦେଶ୍ୟ ଅଞ୍ଚଳରେ
Read More...