Monthly Archives

July 2024

ଶିକ୍ଷା ସପ୍ତାହ ଉପଲକ୍ଷେ ସାଂସ୍କୃତିକ ଦିବସ ପାଳନ

ଏସ. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉପଲକ୍ଷେ ସାଂସ୍କୃତିକ ଦିବସ ପାଳିତ ହୋଇଯାଇଛି । ପାରମ୍ପରିକ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଓ ସଂସ୍କୃତିକୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ
Read More...

ଡି. ଆଇ. ଇ. ଟି. ବଲାଙ୍ଗିରରେ ଶିକ୍ଷା ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଜାତୀୟ ଶିକ୍ଷାନୀତି - ୨୦୨୦ର ଚତୁର୍ଥ ବାର୍ଷିକୀ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗିର ତରଫରୁ ଆଜି ଶିକ୍ଷା ସପ୍ତାହ ଅବସରରେ 'ଶିକ୍ଷଣ ସାମଗ୍ରୀ ଦିବସ' ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଛୋଟ ଛୋଟ
Read More...

ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ଦ୍ୱାଦଶାହ ସଂପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ଦ୍ୱାଦଶାହ ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ସଂପନ୍ନ ହୋଇଛି । ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଜଣେ ଧର୍ମପରାୟଣା ମହିଳା
Read More...

‘ଦରବାର ହଲ୍’ ଓ ‘ଅଶୋକ ହଲ୍’ ଯଥାକ୍ରମେ ‘ଗଣତନ୍ତ୍ର ମଣ୍ଡପ’ ଓ ‘ଅଶୋକ…

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଭବନ, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବାସଭବନ, ରାଷ୍ଟ୍ରର ପ୍ରତୀକ ଏବଂ ଲୋକମାନଙ୍କର ଅମୂଲ୍ୟ ଐତିହ୍ୟ । ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ରାଷ୍ଟ୍ରପତି ଭବନର ପରିବେଶକୁ ଭାରତୀୟ ସାଂସ୍କୃତିକ
Read More...

ଆଇଆଇଏମ୍‌ସି, ଆଇଜୋଲ ଠାରେ ଭାରତର ୫୦୦ତମ କମ୍ୟୁନିଟି ରେଡିଓ ଷ୍ଟେସନ- ଅପ୍‌ନା ରେଡିଓ ୯୦.୦ ଏଫ୍‌ଏମ୍‌କୁ ଉଦ୍‌ଘାଟନ କଲେ…

ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ ଶ୍ରୀ ବୈଷ୍ଣବଆଇଆଇଏମ୍‌ସିର ଅପ୍‌ନା ରେଡିଓ ଷ୍ଟେସନ, ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ : ଶ୍ରୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Read More...

ସାପ ନେଇଗଲା ଦୁଇ ଭାଇଭଉଣୀଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିବିନା ପଂଚାୟତ ଜାମପଦର ଗାଁରେ ଘଟିଛି ଏକ ହୃଦୟ ବିଦରକ ଘଟଣା । ଏକ ବିଷାକ୍ତ ସାପ କାମୁଡାରେ ଚାଲିଯାଇଛି ଗୋଟିଏ ପରିବାର ୨ ଭାଇଭଉଣୀଙ୍କ ଜୀବନ । ଉଜୁଡି ଜାଇଛି ସୁନାର ସଂସାର । ସୂଚନା ଅନୁସାରେ ଜାମପଦର ଗାଁର ବିକାଶ
Read More...

ପିକ୍‌ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ବେଳେ ଜବତ କଲା ଟିଟିଲାଗଡ଼ ପୋଲିସ : ବାହାରିଲା ୨୪୪ ପ୍ୟାକେଟ୍‌ ଗଞ୍ଜେଇ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାଧିକାରୀ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବେଲଗାଁ ନିକଟରୁ ଓଡି୦୩ଏଚ୍‌୫୩୯୪ ନମ୍ୱର ବିଶିଷ୍ଟ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗାଡ଼ିର ପିଛା କରିବା ସହ ଟିଟିଲାଗଡ଼ ସହରର ଚାରିଆଡ଼େ ନାକାବନ୍ଦି କରିଥିଲା । ଥାନା ସମ୍ମୁଖରେ
Read More...

ଟିଟିଲାଗଡ଼ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଶ୍ରଦ୍ଧେୟ ମନମୋହିନୀଙ୍କ ୪୧ତମ ସ୍ମୃତି ଦିବସ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜୁଲାଇ୨୫ ତାରିଖ ଦିନ ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟର ଆଦରଣୀୟ ପରମ ଶ୍ରଦ୍ଧେୟ ଭଉଣୀ ମନମୋହିନୀ ଜୀ ଇହଧାମ ତ୍ୟାଗ କରିଥିଲେ । ସ୍ୱର୍ଗତ ମନମୋହିନୀ ଜୀଙ୍କ ୪୧ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଟିଟିଲାଗଡ଼ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ
Read More...

ଭିଜିଲାନ୍ସ ଜାଲ୍‌ ଥି ପଡ଼୍‌ଲେ ବଲାଙ୍ଗିର ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲ୍‌ ଥି ପଡ୍‌ଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ବଲାଙ୍ଗିର ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ୍‌ ପଡ଼ିଛନ୍‌ ଭିଜିଲାନ୍ସ ଜାଲ୍‌ ଥି । ଆୟ ବହିର୍ଭୁତ ସଂପତ୍ତି ଠୋଲ୍‌ ଅଭିଯୋଗ୍‌ ନେ ଚାଲିଛେ ଭିଜିଲାନ୍ସ ରେଡ୍‌ ।
Read More...

ସାପ କାମୁଡାରେ ଭାଇଭଉଣୀ ମୃତ

ବଲାଙ୍ଗିର : ବିଷାକ୍ତ ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଜାମପଦର ଗାଁରେ ଘଟିଛି । ମୃତକ ହେଲେ ଭାବଗ୍ରାହୀ ସାଗର ଓ ମନିକା ସାଗର । ଗତକାଲି ରାତିରେ ପିଲା ଦୁଇଟି ଖାଇପିଇ ବାପା ମା’ଙ୍କ ପାଖରେ ଶୋଇଥିଲେ ।
Read More...