Monthly Archives

July 2024

ପ୍ରକୃତି ସଂରକ୍ଷଣ ପାଇଁ ବୃକ୍ଷରୋପଣର ନିହାତି ଆବଶ୍ୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ରଘୁନାଥପୁର ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଓ ଗଞ୍ଜାମ ସାହିତ୍ୟ ଘରର ମିଳିତ ୭୫ତମ ବନ ମହୋତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବାରିକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ
Read More...

ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ଉଦ୍‌ବେଗ ପ୍ରକାଶ କରିଛି । ଏନେଇ ମଞ୍ଚ ତରଫରୁ କୁହାଯାଇଛି ଯେ, ଏନ୍‌ଡିଏର ସହଯୋଗୀ ବିହାର ରାଜ୍ୟରୁ ୧୨ ଜଣ ସାଂସଦ ମେଣ୍ଟରେ ଥିବା ବେଳେ ୨୬ ହଜାର କୋଟି ଓ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷ ପୂରିଲା

କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଜଣେ ବିଦ୍ୟାଳୟ ଶିକ୍ଷକ ଭୂମିକା ଗ୍ରହଣ କଲେ ରାଷ୍ଟ୍ରପତିରାଷ୍ଟ୍ରପତି ଭବନରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ନିଜ କାର୍ଯ୍ୟକାଳର ଦୁଇ
Read More...

ବଲାଙ୍ଗିର କରାଟେ ସ୍କୁଲର କୋଲକତା ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗର କୋଲକତାରେ ହେବାକୁ ଥିବା ୮ତମ ଆର୍ନ୍ତଃଜାତୀୟ କରାଟେ ଚାମ୍ପିୟାନ୍‌ସିପ୍‌ ୨୦୨୪ ସ୍ଥାନୀୟ ନେତାଜୀ ଇନ୍‌ଡୋର ଷ୍ଟାଡିୟମ୍‌ ଠାରେ ତା.୨୬ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ହେବ । ଏହି ଚାମ୍ପିୟାନ୍‌ସିପ୍‌କୁ ସର୍ବ ଭାରତୀୟ ସେଇସିନକାଇ ସିଟୋର‍୍ୟୁ କରାଟେ
Read More...

ବଲାଙ୍ଗିର ଜିଲ୍ଲା ବେଡମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଘାଟିତ : ୨୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଠାରୁ ବଲାଙ୍ଗିର ପିଆର୍‌ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ବେଡମିଣ୍ଟନ ଚାମ୍ପିୟନସିପ୍‌ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଓ ଏସ୍‌ପି ଋଷିକେଶ ଖିଲାରୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି ।
Read More...

୮ ଦିନ ହେଲା ପାଗଳ କୁକୁର କାମୁଡ଼ାରେ ବିଲମ ଆହତ : ଚିକିତ୍ସା ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱଚ୍ଛ ଭାରତ ଅଭିଯାନର ଅନ୍ୟ ଏକ ଉଦାହରଣ କହିଲେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଜାମୁଟପାଲି ଗାଁର ଦିବ୍ୟାଙ୍ଗ ବିଲମ ଭୋଇକୁ ବୁଝାଏ । ସେ କିଛି କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତି ନାହିଁ । କେବଳ ଠାରରେ ସେ
Read More...

ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ପାର୍ଲାମେଣ୍ଟ ଭବନରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ବରଗଡ ସଂସଦୀୟ କ୍ଷେତ୍ରର ଅନେକ ଜନ ସମସ୍ୟା ବିଷୟରେ ସାଂସଦ ପ୍ରଦୀପ ବାଚସ୍ପତିଙ୍କୁ ଅବଗତ କରିଥିଲେ । ଗତ
Read More...

ଡିଜିଗଭର୍ମେଣ୍ଟ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍କୁଲ ମାନଙ୍କର ଆର୍ଥିକ ଦିଆନିଆ ସ୍ୱଚ୍ଛଳ ଓ ସୁଗମ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଡିଜିଗେଭର୍ମେଣ୍ଟ ପ୍ରଶିକ୍ଷଣ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକା ସାଙ୍ଗରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ
Read More...

ସୁକତେଲ ଡ୍ୟାମ୍‌ରେ ବଢ଼ିବାରେ ଲାଗିଛି ଜଳସ୍ତର

ଖଗସାବାହାଲ ଗାଁ ମୁଣ୍ଡରେ ପଛୁଆ ପାଣିବିଚ୍ଛିନ୍ନ ହେଲା ଖଗସାବାହାଲ - ବଡ଼ ତେଲେନପାଲି ରାସ୍ତାଏପର୍ଯ୍ୟନ୍ତ ବଡ଼ ତେଲେନପାଲି ଗାଁରେ ରହୁଛନ୍ତି ୭ ପରିବାର ଚୁଡ଼ାପାଲି, (କେପିଏନ୍‌ଏସ୍‌) : ଗତ କିଛିଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ସୁକତେଲ ନଦୀର ଜଳସ୍ତର ବୃଦ୍ଧି ପାଇବାରେ
Read More...

ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ତା'ର ମାସିକ କାର୍ଯ୍ୟକ୍ରମ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ସ୍ଥାନୀୟ ତର୍କେରା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ ସଭାପତିତ୍ୱରେ
Read More...