Monthly Archives

July 2024

ଭୁକ୍ତା ଜନତା ହାଇସ୍କୁଲରେ ଶିକ୍ଷା ସପ୍ତାହ ଉପଲକ୍ଷେ କ୍ରୀଡ଼ା ଦିବସ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଶିକ୍ଷା ସପ୍ତାହ ପାଳନ ଅବସରରେ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟରେ
Read More...

ରେଳଷ୍ଟେସନ୍‌ର ପାର୍ସଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ରାଉରକେଲା : ରେଳଷ୍ଟେସନ୍‌ର ପାର୍ସଲ କାର୍ଯ୍ୟାଳୟରେ ରାତି ପ୍ରାୟ ସାଢ଼େ ୧୨ଟାରେ ଅଗ୍ନିକାଣ୍ଡ ଘଟିଛି । ନିଆଁରେ କିଛି ପାର୍ସଲ ଜଳିଯାଇଥିବା ଜଣାପଡିଛି । କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନି । ଆର୍‌ପିଏଫ୍‌ ଯବାନ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିବାକୁ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ମୃତ, ଜଣେ ଆହତ

ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେ‌ଳେ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଧୁଆଁଳ, ବିଶୁଣ୍ଡିହ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଆହତଙ୍କୁ ଭୁବନେଶ୍ୱର
Read More...

ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ୍‌ ନିର୍ମାଣରେ ଦୁର୍ନୀତିର ଗନ୍ଧ ଅଭିଯୋଗ : ୬ ମାସ ନ ଯାଉଣୁ ଧରାଶାୟୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସୁବର୍ଣ୍ଣଗିରି ପଞ୍ଚାୟତର ପାଜୀକିରି ଓ ସିନ୍ଦିଗୁଡ଼ା ଗ୍ରାମରେ ଦୁର୍ନୀତିର ଗନ୍ଧ ବାରି ହୋଇଛି । ଜଳ ସଂଗୃହୀତ ଓ ମୃତ୍ତିକା ସଂରକ୍ଷଣ ବାବଦକୁ ଆସିଥିବା ୧ କୋଟିରୁ ଅଧିକ
Read More...

ଆଗଲପୁର ବ୍ଲକରେ ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ପୁନଃ ନବୀକରଣ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ ସମ୍ମିଳନୀ ଗ୍ରହରେ ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ପୁନଃ ନବୀକରଣ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଡିପିଆର୍‌ସି ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଆଗଲପୁର ବିଡିଓ କୁଲଦୀଯ ମହାନ୍ତି,
Read More...

ନିର୍ମାଣାଧୀନ ହସ୍ପିଟାଲ୍‌ର କାନ୍ଥ ଭୁଶୁଡି ମହିଳା ମୃତ, ୯ ଗୁରୁତର ଆହତ

ନୂଆଦିଲ୍ଲୀ : ଦିଲ୍ଲୀର ଦ୍ୱାରକା ସେକ୍ଟର ୧୨ରେ ଭୁଶୁଡିଲା ନିର୍ମାଣାଧୀନ ହସ୍ପିଟାଲର କାନ୍ଥ । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ ମହିଳା ଜଣଙ୍କ ଉତ୍ତରପ୍ରଦେଶର ଝାନସୀର ଦେବୀ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ,
Read More...

ପରିବେଶ ସୁରକ୍ଷା ପ୍ରେମୀ ଅବସର ପ୍ରାପ୍ତ ଶିକ୍ଷକଙ୍କ ଉଦ୍ୟମ ହିଁ ଭବିଷ୍ୟତ ଛାତ୍ର ପିଢ଼ିଙ୍କୁ ପରିବେଶ ସୁରକ୍ଷା ପ୍ରତି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଅବସର ପ୍ରାପ୍ତ ଆର୍ଦଶ ଶିକ୍ଷକ କାର୍ତ୍ତିକ ଦାସ ନିଷ୍ଠାର ସହ ଶିକ୍ଷକତା ଏବଂ ଛାତ୍ରବତ୍ସଲ ଭାବରେ ବେଶ୍‌ ସୁନାମ ଅର୍ଜନ କରୁଥିବା ବେଳେ ସେ ଶିକ୍ଷକତା ସମୟରେ ଯେଉଁଭଳି ଭାବରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢ଼ିଛନ୍ତି । ବର୍ତ୍ତମାନ
Read More...

ବିଶ୍ୱ ଲୁଣା ଜଙ୍ଗଲ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୬ରେ 'ବିଶ୍ୱ ଲୁଣା ଜଙ୍ଗଲ ଦିବସ' ବା 'ଆନ୍ତର୍ଜାତୀୟ ଲୁଣା ଜଙ୍ଗଲ ଦିବସ' ପାଳନ କରାଯାଏ । ଏହାକୁ ହେନ୍ତାଳ ବା ସୁନ୍ଦରୀ ବନ ଦିବସ ବୋଲି ମଧ୍ୟ କୁହାଯାଇପାରିବ । ମେନଗୃଭ ବା ଲୁଣା ଜଙ୍ଗଲ ଉଦ୍ଭିଦ ହେଉଛି ଏକ ପ୍ରକାର ଗ୍ରୀଷ୍ମ
Read More...

ଅଜଣା ଗାଡି ଧକ୍କାରେ ମହିଳା ଶ୍ରମିକ ମୃତ

ବଡ଼ବିଲ : ଅଜଣା ଗାଡି ଧକ୍କାରେ ମହିଳା ଶ୍ରମିକ ମୃତ । ରୁଗୁଡ଼ି ଥାନା ୫୨୦ ନଂ ଜାତୀୟ ରାଜପଥ କେନ୍ଦୁଡିହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗୁଆଲିଗୁଡା ସାହିର ଫୁଲବତୀ ରଣା । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ପାର୍ଶ୍ଵରେ ଶତାଧିକ ଯାନବାହନ
Read More...

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସାଂସ୍କୃତିକ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ସପ୍ତାହର ଚତୁର୍ଥ ଦିବସରେ ସାଂସ୍କୃତିକ ଦିବସ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର
Read More...