Monthly Archives

July 2024

ଗରଗଡବାହାଲର ଶତାୟୁ ମହିଳା ଶିରିଶ ଛତ୍ରିଆଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତ ସଦର ମହକୁମାର ଶତାୟୁ ତଥା ସବୁଠାରୁ ବୟସ୍କା ମହିଳା ଶିରିଶ ଛତ୍ରିଆ(୧୦୫)ଙ୍କର ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି । ଶେଷ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଛଅ ପୁଅ ଗିରିଧାରୀ, ତରଣୀ,
Read More...

‘ମା’ ପାଇଁ ଗଛଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ 'ମା ପାଇଁ ଗଛଟିଏ 'କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଭୟଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରକୃତି ବନ୍ଧୁ ଶିକ୍ଷାବିତ୍
Read More...

ବିଶ୍ୱାସଜନକ ସ୍ଥିତିରେ ଇନ୍ଦ୍ରାବତୀ ଜଳଭଣ୍ଡାର

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ବର୍ଷର ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଅନେକ ଆଶଙ୍କା ସୃଷ୍ଟି କରିସାରିଥିବା ବେଳେ ଗତ କିଛିଦିନର ଲଗାଣ ବର୍ଷା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବା ସହିତ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଏକ ବିଶ୍ୱସନୀୟ ସ୍ଥିତିକୁ ପହଞ୍ଚିଥିବା
Read More...

ଡ. ଏ. ପି. ଜେ. କଲାମଙ୍କୁ ବିଜେପିର ଭାବପୂର୍ଣ୍ଣ ବିନମ୍ର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ବିଜେପି ତରଫରୁ ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡ. ଅବଦୁଲ କଲାମଙ୍କୁ ତାଙ୍କ ପୂନ୍ୟ ତିଥିରେ ଭକ୍ତିପୂତ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପାଇଁ ବିଜେପି ରାଷ୍ଟ୍ରୀୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ଦ୍ଵାରା ସ୍ଥିରୀକୃତ ହେବାପରେ ଆଜି
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତିପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଅଜୟ କୁମାର
Read More...

ନବୋଦୟ ବିଦ୍ୟାଳୟରେ ଗଛଟିଏ ମା’ ପାଇଁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ଜବାହର ନବୋଦୟ ବିଦ୍ୟାଳୟ ପରିସରରେ 'ସାମ୍ପ୍ରଦାୟିକର ଯୋଗଦାନ ଦିବସ' ପାଳିତ ହୋଇଯାଇଛି । ଏହି ଦିବସରେ 'ଗଛଟିଏ ମା' ପାଇଁ' କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇଯାଇଛି । ଯେଉଁଥିରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା
Read More...

ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ‘ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା’ ଶୀର୍ଷକ…

ତୁଷୁରା, (କେପିଏନ୍‌ଏସ୍‌) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଆଜି ଅପରାହ୍ନ ୫ଟା ସମୟରେ ତୁଷୁରା ଅଗ୍ରସେନ ଭବନର ସଭାଗୃହରେ ସଂସଦର ସଭାପତି ଅଖିଳ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ 'ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ
Read More...

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟର ବାଜିମାତ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲିକତା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ବିଭାଗରେ କର୍ମଚାରୀମାନଙ୍କର ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଉଦ୍ଦିଷ୍ଟ କର୍ମଚାରୀ ବ୍ୟାଙ୍କ ସମବାୟ ସମିତି (ଅର୍ବାନ ବ୍ୟାଙ୍କ)ର ସୁପରିଚାଳନା ପାଇଁ ଡେଲିଗେଟ୍‌ ଓ ଡାଇରେକ୍ଟର ନିର୍ବାଚନ ଗତ
Read More...

ବରିଷ୍ଠ ନାଗରିକ ବାଞ୍ଛାନିଧି ରଥଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିରର ବରିଷ୍ଠ ସଦସ୍ୟ ବାଞ୍ଛାନିଧି ରଥଙ୍କ ୯୩ତମ ଜନ୍ମଦିନ ସ୍ଥାନୀୟ କୋଶଳ ନଗର ସ୍ଥିତ ସାନ ଭାଇ ଡ. ଗୋପବନ୍ଧୁ ରଥଙ୍କ ବାସଭବନରେ ଆନନ୍ଦ, ଉଲ୍ଲାସର ସହ ପାଳନ କରାଯାଇଛି । ଏହି ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା ପଶ୍ଚିମର
Read More...

ପାଇକମାଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଙ୍କ ସହଯୋଗରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ସୁଚାରୁ ରୂପେ ପ୍ରଦର୍ଶିତ
Read More...