Daily Archives

ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବାଙ୍କ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଶୈବପୀଠ ଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଦେବ ଦେବ ମହାଦେବଙ୍କ ଆଶୀର୍ବାଦ କାମନା କରି ଭକ୍ତମାନେ ବ୍ରତ ରଖିଥିବା ବେଳେ ଆଜି ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବାଙ୍କ ପୀଠରେ ନିଷ୍ଠାର ସହ
Read More...

ମଞ୍ଚେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

ଭୁବନେଶ୍ଵର : ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ । ଭୁବନେଶ୍ୱରର ମଞ୍ଚେଶ୍ୱର ଲେବୁଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ୍‌ଟି ଲାଇନ‌୍‌ଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ଖବର ଅନୁଯାୟୀ, ସୋମବାର ଦିନ ଭୋର ୪ଟା ସମୟରେ ଏକ ମାଲବାହୀ ଟ୍ରେନ୍‌ଟି ମଞ୍ଚେଶ୍ୱର
Read More...

ସୀମାନ୍ତରୁ ଲ୍ୟାଣ୍ଡମାଇନ୍‌ ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଜରେଇକେଲା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସରଣ୍ଡା ଜଙ୍ଗଲରୁ ରବିବାର ସୁରକ୍ଷା ବାହିନୀ ପକ୍ଷରୁ ଗୋଟିଏ ପାଞ୍ଚ କେଜି ବିଶିଷ୍ଟ ଲ୍ୟାଣ୍ଡମାଇନ୍‌ ଜବତ ହୋଇଛି । ସରଣ୍ଡା ଜଙ୍ଗଲରେ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ଚାଲିଥିବା ନକ୍ସଲ
Read More...

ଟିଟିଲାଗଡ ହାଟପଦା ପଡ଼ାର ଦୈନନ୍ଦିନ ବଜାରର ଅବସ୍ଥା ଶୋଚନୀୟ : କାଦୁଅ ଯୋଗୁଁ ବେପାରୀ ଓ ଗ୍ରାହକ ହନ୍ତସନ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ହାଟପଦା ପଡ଼ାର ଦୈନନ୍ଦିନ ବଜାରର ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି । କିଛିଦିନର ବର୍ଷା ହେବା ପରେ କାଦୁଅ ଯୋଗୁଁ ଗ୍ରାହକ ବଜାର ଭିତରକୁ କିଣିବା ପାଇଁ ଆସୁନଥିବା ବେଳେ ଅପରିଷ୍କାର ପରିବେଶ ଯୋଗୁଁ ବେପାରୀଙ୍କ ସ୍ୱାସ୍ଥ୍ୟ ଖରାପ
Read More...

କାଉଡ଼ିଆଙ୍କ ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା କାର୍‌ : ମହିଳା ମୃତ, ୨ ଗୁରୁତର

କଟକ: ଶ୍ରାବଣର ଦ୍ବିତୀୟ ସୋମବାରରେ ବଡ଼ ଅଘଟଣ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍‌ । ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଏକ
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ସେପଟେ ଆସନ୍ତା ୩୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହାର ପ୍ରଭାବରେ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ
Read More...

କୂଅରେ ପଡ଼ି ୭ ମାସର ଶିଶୁ ମୃତ : ହତ୍ୟା ସନ୍ଦେହ

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡ଼ି ୭ ମାସର ଶିଶୁର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଶିଶୁକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ମୃତ ଶିଶୁଟି ସୁବଳୟା ଗାଁର ଚିତ୍ତ ରଞ୍ଜନ ନାୟକଙ୍କ ପୁଅ ଅରୂପା ନନ୍ଦ
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୯ରେ 'ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ' ପାଳନ କରାଯାଏ । ମହାବଳ ବାଘ ଦୁନିଆର ଏକ ବୃହତ ଓ ବଡ ବଳବାନ ବନ୍ୟ ପ୍ରାଣୀ ହେବାର ସୁନାମ ଅର୍ଜନ କରେ । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ ଯାହା ଦ୍ଵାରା ଆମେ
Read More...

ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ଡ୍ରାଇଭର୍‌ ଗୁରୁତର, ୭ ଆହତ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପୁଟୁରା ନିକଟରେ ଭାରସାମ୍ୟ ହରାଇ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ସୂଚନା ଅନୁସାରେ ଆଜି ସକାଳ ୬ଟା ସମୟରେ ନୂପୁର ନାମକ ଯାତ୍ରୀବାହୀ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲିଆପାଳରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ
Read More...