Daily Archives

ବରିଷ୍ଠ ନାଗରିକ ବାଞ୍ଛାନିଧି ରଥଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିରର ବରିଷ୍ଠ ସଦସ୍ୟ ବାଞ୍ଛାନିଧି ରଥଙ୍କ ୯୩ତମ ଜନ୍ମଦିନ ସ୍ଥାନୀୟ କୋଶଳ ନଗର ସ୍ଥିତ ସାନ ଭାଇ ଡ. ଗୋପବନ୍ଧୁ ରଥଙ୍କ ବାସଭବନରେ ଆନନ୍ଦ, ଉଲ୍ଲାସର ସହ ପାଳନ କରାଯାଇଛି । ଏହି ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା ପଶ୍ଚିମର
Read More...

ପାଇକମାଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଙ୍କ ସହଯୋଗରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ସୁଚାରୁ ରୂପେ ପ୍ରଦର୍ଶିତ
Read More...

ପୁରୁଷ, ମହିଳା ଏବଂ ଭେଟେରାନ୍‌ ବର୍ଗରେ ଆଜି ହେବ ଫାଇନାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାରିଦିନ ବ୍ୟାପି ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟାନ୍‌ସିପ୍‌ ଆଜି ତୃତୀୟ ଦିନରେ ପହଞ୍ଜିଛି । ମଧ୍ୟାହ୍ନ ସୁଦ୍ଧା ସମୁଦାୟ ୪ଟି କୋର୍ଟରେ ପ୍ରାୟ ୭୦ରୁ ଅଧିକ ମ୍ୟାଚ୍‌ ସମ୍ପୂର୍ଣ୍ଣ
Read More...

ବାଦିଘୋର ବ୍ରିଜ୍‌ ଉପରେ ବିପଦ ସାଜିଛି କାଦୁଅ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କିଛି ମାସ ଆଗରୁ ବଲାଙ୍ଗିରରୁ ଚନ୍ଦନଭାଟି ରାସ୍ତାରେ ପଡୁଥିବା ବାଦିଘୋର ବ୍ରିଜ୍‌କୁ ବଡ ନୂତନ ବ୍ରିଜ୍‌ରେ ପରିଣତ କରିବା ପାଇଁ ବଲାଙ୍ଗିର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନରସିଂହ ମିଶ୍ର ଶୁଭ ଦେଇଥିଲେ । ଅଞ୍ଚଳରେ ବନ୍ୟା ହେଲେ ଯିବାଆସିବା କରିବା
Read More...

ବଲାଙ୍ଗିରର ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଗଙ୍ଗା ଜଳାଶାୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଆଜି ଶ୍ରାବଣ ଧାର୍ମିକ ମାସ ଉପଲକ୍ଷେ ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଥିଲା । ସକାଳ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟବସାୟୀ ପୁରନ ମଲ ଅଗ୍ରୱାଲଙ୍କ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଘାଟିତ

ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜଣେ ସାହିତ୍ୟ-ଋଷି : ମାଧବ କୌଶିକ କୋଲକାତା : କୋଲକାତାସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଆଞ୍ଚଳିକ କାର୍ଯ୍ୟାଳୟରେ ଏକାଡେମୀ ତରଫରୁ ଆୟୋଜିତ ଦ୍ୱିଦିବସୀୟ ନିରେନ୍ଦ୍ରନାଥ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ
Read More...

୪ ଜଣ ଯାଦବ ବିଧାୟକ ମାନଙ୍କୁ ଉତ୍କଳ ଯାଦବ ମହାସଭା ଦ୍ଵାରା ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଉତ୍କଳ ଯାଦବ ମହାସଭା ଦ୍ଵାରା କଟକ ସ୍ଥିତ ଯଶୋଦା ଭବନ ଠାରେ ଶନିବାର ଦିନ ନବନିର୍ବାଚିତ ଯାଦବ ବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି
Read More...

ମୃତକଙ୍କ ପରିବାରକୁ ଭେଟି ସହାୟତାର ହାତ ବଢ଼ାଇଲେ କପିଲାଭଟା ପଞ୍ଚାୟତର ଯୁବ ସମିତି ସଭ୍ୟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ମୃତକଙ୍କ ପରିବାରକୁ ଭେଟି ସହାୟତାର ହାତ ବଢ଼ାଇଛନ୍ତି କପିଲାଭଟା ଗ୍ରାମ ପଞ୍ଚାୟତର ଯୁବ ସମିତି ସଭ୍ୟ କେଦାର ଭୋଇ । ସୂଚନା ଅନୁସାରେ, କପିଲାଭଟା ଗାଁର ଭିକାରୀ ହଂସ ଗତ କିଛି ଦିନ ତଳେ କୌଣସି
Read More...

ଖେଳିବା ବେଳେ କୂଅକୁ ଖସି ପଡ଼ିଥିଲେ ୨ ନାବାଳକ : ଜଣେ ମୃତ

ଭବାନୀପାଟଣା : ଟାଉନ୍ ଥାନା ଜେନାଖାଲପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖେଳିବା ବେଳେ କୂଅକୁ ଖସି ପଡ଼ିଥିଲେ ୨ ନାବାଳକ । ଉଭୟଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆରଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ଦ୍ୱାରା ୭ ବର୍ଷ ନାବାଳକର ମୃତଦେହ
Read More...

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...