Daily Archives

ବିଧାନସଭାରେ ଉଠିଲା ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଓଡିଶାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବହୁବର୍ଷ ହେଲା ଦାବି ହୋଇଆସୁଛି । ଆଜି ଏହି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବିଧାନସଭାରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ବଲାଙ୍ଗିରରେ କୃଷି
Read More...

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ
Read More...

ନବନିର୍ବାଚିତ ଫାଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାର ଦିନ କଟକ ବାରବାଟୀ ଷ୍ଟାଡିୟମ୍‌ ପରିସରରେ ଓଡିଶା ଫୁଟବଲ୍‌ ସଂଘ (ଫାଓ)ର ସାଧାରଣ ସଭା ସହ ଆସନ୍ତା ୪ ବର୍ଷ ପାଇଁ କାର୍ଯ୍ୟକର୍ତ୍ତା ନିର୍ବାଚନ ହୋଇଥିଲା । ଡ. ଶ୍ରୀକର ମିଶ୍ର କାର୍ଯ୍ୟକାରୀ ସଭାପତି ପଦରେ ତୃତୀୟ ଥର ପାଇଁ ନିଦ୍ୱନ୍ଦରେ ନିର୍ବାଚିତ
Read More...

ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ ବ୍ୟୟବରାଦ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୭୩.୬୦% ବୃଦ୍ଧି ପାଇ ପ୍ରାୟ ୧୩,…

ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ୫ କୋଟି ଆଦିବାସୀ ଉପକୃତ ହେବେପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ :
Read More...

ଦରଦାମ ବୃଦ୍ଧି ନିୟନ୍ତ୍ରଣ, ମଦ-ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ନିଷିଦ୍ଧ ଆଦି ଦାବିରେ ବିଧାନସଭା ସମ୍ମୁଖରେ ଏସ୍‌ୟୁସିଆଇର ଗଣ…

ଭୁବନେଶ୍ୱର : ଆଜି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟରେ ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭରେ ସାଧାରଣ ମଣିଷର ଜୀବନ ଜୀବିକାର କେତେକ ମୌଳିକ ଦାବି ପୁରଣ ତଥା ଜ୍ୱଳନ୍ତ ସମସ୍ୟା ସମାଧାନ ଦାବିରେ ରାଜ୍ୟ ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ଗଣ
Read More...

ରାସ୍ତା ଉପରେ ଗାଡ଼ି ପାର୍କିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତି ନଗରର ୱାଡ଼ ନମ୍ବର ୨ରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା ନିଜ ଚାରିଚକିଆ ଯାନ ରଖିବା ପାଇଁ ରାସ୍ତା ଉପରେ ଆଜ୍‌ବେଷ୍ଟର ଓ ଲୁହା ଲଗାଇ ଘର ତିଆରି କରି ନିଜର ଗାଡ଼ି ଯେଭଳି ସୁରକ୍ଷାରେ ରହିବ ତାର ବ୍ୟବସ୍ଥା କରିଛନ୍ତି । ଏହା ହେଉଛି
Read More...

ବଙ୍ଗୋମୁଣ୍ଡାରେ ଶ୍ରୀମଦ ଭାଗବତ ସପ୍ତାହ କଥାମୃତ ପାଇଁ କଳସ ଶୋଭାଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ଶ୍ରୀମଦ ଭାଗବତ ସପ୍ତାହ କଥାମୃତ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରହ୍ମପୁର ଓ ସାର୍ବଜନୀନ ଶ୍ରୀମଦ
Read More...

ସୋହେଲା କୃଷି ବିଭାଗ ଦ୍ଵାରା ୧୦ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସିଡ୍‌ ମନି ବଣ୍ଟନ

ସୋହେଲା/ବରଗଡ଼, (ହେମନ୍ତ ସାହୁ) : ସଂପ୍ରତି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ର କୃଷି କାର୍ଯ୍ୟାଳୟ ଠାରେ କୃଷି ଓ ଆନୁସାଙ୍ଗିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଯୋଗ୍ୟ ୧୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଯଥା ମାଁ ଗାୟତ୍ରୀ ଏସ୍‌. ଏଚ୍‌. ଜି ବାଇପାଲି, ମାଁ ଦୁର୍ଗା ଏସ୍‌. ଏଚ୍‌.
Read More...

ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (କଲ୍ୟାଣ ବିଭାଗ) ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ପର୍ଶୁରାମ ଧରୁଆଙ୍କ ସଭାପତିତ୍ୱରେ ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନୀତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ ବୋଡ଼ାସମ୍ବର, ଗାଇସିଲେଟ, ପାଇକମାଲ
Read More...

ଜି ସାର୍ଥକର ଦିଦି ନଂ-୧ ସୋ’ରେ ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍‌ଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦ୍‌ଘୋଷିକା ମୋନାଲିସା ସାହୁଙ୍କୁ ବିଭିନ୍ନ ମଞ୍ଚରେ ଆପଣମାନେ ଦେଖିଥିବେ । ସେ ନିଜର ବାକ୍ ଚାତୁରୀ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାର କଳା କୌଶଳ ପ୍ରଦର୍ଶନ କରିଥିବା ମଧ୍ୟ ଜାଣିଥିବେ । ଓଡ଼ିଶାର ବିଭିନ୍ନ ମଞ୍ଚରେ ସେ ଉଦ୍‌ଘୋଷିକା
Read More...