Daily Archives

୫ରୁ ୭ ଦିନ ଯାଏଁ ପ୍ରବଳ ବର୍ଷାରେ ଭିଜିବ ଓଡିଶା : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆଗାମୀ ୫ରୁ ୭ ଦିନ ଯାଏଁ ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଆସନ୍ତା ୧୯ ତାରିଖରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ଭିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ
Read More...

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ : ୫ ଜଣ ଆହତ

କଣ୍ଟାବାଞ୍ଜି: ଆଜି ସକାଳୁ ସକାଳୁ କଣ୍ଟାବାଞ୍ଜିରୁ ସିନ୍ଧେକେଲା ବଜାରକୁ ପରିବା ବିକ୍ରି କରିବାକୁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଗାଡ଼ି କନ୍ଦବାହାଲ ଛକ ଠାରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମି ଭିତରକୁ ପଶିଯାଇଛି । ଏଥିରେ ରାଧେ ସତନାମୀ
Read More...

ଅଘରିଆ ସମାଜ ତରଫରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାହ୍ନ ୪ଟା ସମୟରେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ତରଫରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାକୁ ଅଘରିଆ ଭବନ କନ୍ଧପାଲି ଠାରେ
Read More...

ବଲାଙ୍ଗିର ସାଂସଦଙ୍କ ଟିଟିଲାଗଡ଼ ମ୍ୟୁନ୍‌ସିପାଲ୍‌ଟି ପ୍ରତିନିଧି ଭାବେ ମନୋନୀତ ହେଲେ ପ୍ରଶାନ୍ତ ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ତାଙ୍କର ଟିଟିଲାଗଡ଼ ମ୍ୟୁନ୍‌ସିପାଲଟି ଏବଂ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ପାଇଁ ପ୍ରତିନିଧି ଭାବରେ ଟିଟିଲାଗଡ଼ ବିଜେପି ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କୁ ମନୋନୀତ କରିଛନ୍ତି । ତାଙ୍କ ଉପରେ ଆସ୍ଥା
Read More...

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା

ବିଭାଗୀୟ ହଷ୍ଟେଲ୍‌ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି, ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସଭା ଭବନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର
Read More...

ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍‌ଡେଟ୍‌ କରି ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଯେଉଁ ଅଭିଯୋଗ ଗୁଡିକ ଶୀଘ୍ର ଫଇସଲା ହେବା ସମ୍ଭବ, ସେଗୁଡିକୁ ଉପରେ ତୁରନ୍ତ ନିଷ୍ପତ୍ତି କରି ଲୋକଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଲୋକଙ୍କୁ ନ୍ୟାୟ ଦେବାକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତିଆଗକୁ ଆର୍. ଡି. ସି ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା
Read More...

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ଆଇସିଡିଏସ୍‌ ବିଭାଗର ବେଖାତିର ମନୋଭାବ : ବେଲଗାଁ ପରେ ଭଦ୍ରାକୁ ମଧ୍ୟ ଆସିଲେଣି…

ସଇଁତଲା, (ପ୍ରମୋଦ ସେଲମା) : ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି କରିବା ପାଇଁ ବ୍ୟବସ୍ଥା କରିଥିବା ବେଳେ କେତେକ ବିଭାଗ ବେଖାତିର କରି ଶୁଣାଣିକୁ ଯାଉ ନଥିବାରୁ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଉଛି । ଏଭଳି ଏକ
Read More...

କୁକୁର କାମୁଡ଼ାରେ ଗୁରୁତର ବାଛୁରୀଙ୍କ ମୃତ୍ୟୁ : ଶବ ସତ୍କାର କଲେ ବଜରଙ୍ଗ ଦଳ ସଦସ୍ୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟେ ଅଜଣା ବାଛୁରୀକୁ କେତେକ କୁକୁର କାମୁଡି ବହୁତ୍‌ ଆଘାତ କରିଥିଲେ । ସ୍ଥାନୀୟ ମୁରିବାହାଲ ବଜରଙ୍ଗ ଦଳର ଭାଇମାନେ ଜାଣିଲା ପରେ ସେଠାକୁ ଯାଇ ବାଛୁରୀକୁ ଉଦ୍ଧାର
Read More...