shyamal
Daily Archives

ବଲାଙ୍ଗିର ନେହେରୁନଗର ଠାରେ ଜନଔଷଧି କେନ୍ଦ୍ର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ଭେଷଜ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଦ୍ୱାର ନିକଟସ୍ଥ ନେହେରୁନଗର ଠାରେ ଏକ ନୂତନ ‘ଜନଔଷଧି କେନ୍ଦ୍ର' ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୀମ ଭୋଇ
Read More...

ପଦ୍ମପୁର ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ସରକାର ଗଠନ ତଥା ମନ୍ତ୍ରୀ ଭାର ନେବା ପରେ ନିଜର ଶିକ୍ଷା ମାଟି ତଥା ପିଲା ଦିନ ସ୍ମୃତି ସାଇତି ଥିବା ପଦ୍ମପୁରକୁ ଗସ୍ତରେ ଆସିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ଥାନୀୟ ଶାସ୍ତ୍ରୀ ଛକ ଠାରେ ସ୍ୱାଗତ
Read More...

ବିଧାୟକଙ୍କ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲାର ପ୍ରତିନିଧୀ ମଣ୍ଡଳୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ନେତୃତ୍ୱରେ ରାଉରକେଲା ଇସ୍ପାତ କାରଖାନା ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ରଙ୍କୁ ଭେଟି ଆଜି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରଘୁନାଥପଲ୍ଲୀ
Read More...

ଅଙ୍କିତା ନର୍ସରୀରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ଼ ସ୍ଥିତ ଅଙ୍କିତା ନର୍ସରୀରେ ମଙ୍ଗଳବାର, ବୁଧବାର ଦୁଇ ଦିନ ଧରି ବନ ମହୋତ୍ସବ ପାଳିତ ହୋଇଛି । ଏଠାରେ ଗାଁର ମହିଳାମାନେ ତଥା ଭାଇ ମାନେ ଗଛ କାଟିଲେ ପାପ ଲାଗଇ, ଗଛ ଲଗାଇଲେ ପୁଣ୍ୟ ହୁଅଇ, ଗୋଟିଏ ଗଛ ମା' ପାଇଁ, ବୋଲି ସ୍ଲୋଗାନ
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ସର୍ବଦା ଚେଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ୍‌ ଏଜୁକେଟର୍‌ ଫେଡ଼େରସନ୍‌ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ସଂଘ ବରଗଡ଼ ଜିଲ୍ଲା ଶାଖାର ଜିଲ୍ଲା ସଭାପତି ଅନ୍ତର୍ଯ୍ୟାମୀ ସାହୁ, କୋଷାଧ୍ୟକ୍ଷ ଉଦ୍ଧବ ସାହୁ,
Read More...

ଆନ୍ତର୍ଜାତୀୟ ନ୍ୟାୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜୁଲାଇ ୧୭, ୨୦୨୪ରେ 'ଆନ୍ତର୍ଜାତୀୟ ନ୍ୟାୟ ଦିବସ' କିମ୍ବା 'ଆନ୍ତର୍ଜାତୀୟ ନ୍ୟାୟ ପାଇଁ ବିଶ୍ୱ ଦିବସ' ପାଳନ କରାଯାଏ । ଏହି ଦିନ ସାରା ବିଶ୍ୱରେ ନ୍ୟାୟ ଏବଂ ଉତ୍ତରଦାୟିତ୍ୱ ପାଇଁ ଚାଲିଥିବା ସଂଗ୍ରାମକୁ ମନେ ପକାଏ । ଏହି ଦିନ ପାଳନ କରିବା
Read More...

ରୋଟାରି ଏଲିଟର ୧୩ତମ ଅଧିଷ୍ଠାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୪ ଜୁଲାଇ ଦିନ ସ୍ଥାନୀୟ ହୋଟେଲ ସରୋଜିନୀ ରେସିଡେନ୍ସିରେ ରୋଟାରି ଏଲିଟର ୧୩ତମ ଅଧିଷ୍ଠାନ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ ଯୋଗଦେଇ ରୋଟାରି ଏଲିଟର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟତଃ
Read More...

୯ ଜଣ ଡକାୟତଙ୍କୁ ଧରିବାରେ ସଫଳତା ପାଇଲା ସିନ୍ଧେକେଲା ପୋଲିସ

ଟିଟିଲାଗଡ଼ / ସିନ୍ଧେକେଲା, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ରାସ୍ତାରେ ବିଳମ୍ବିତ ରାତିରେ ଯାତାୟତ କରୁଥିବା ଯାତାୟତ କାରୀଙ୍କୁ ରାସ୍ତାରେ ଅଟକାଇ ଡକାୟତି କରୁଥିବା ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ସିନ୍ଧେକେଲା ପୋଲିସ । ପ୍ରାପ୍ତ ସୂଚନା ଅନୁସାରେ ସୋମବାର
Read More...

ବଲାଙ୍ଗିର ସାମ୍ବାଦିକ ଭବନରେ ଆଲୋଚନାଚକ୍ର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସ୍ମିତା ସ୍ୱାଭିମାନ ହେଲେ ଚଳିବ, ମାତ୍ର ଏହା ଅହଂକାର ହେଲେ ସାହିତ୍ୟ ତଳିତଳାନ୍ତ ହୋଇଯିବ । ନାରାୟଣ ପୃଷେଠ ଥିଲେ ଅର୍ଥନୀତିର ଛାତ୍ର, ଅଥଚ ସାହିତ୍ୟ ଓ ଇତିହାସକୁ ନେଇ ସମାଜରେ ସେ ଥିଲେ ପରିଚିତ । ସାହିତ୍ୟ ଅନୁଷ୍ଠାନ ଗଠନ ସହ ଶିକ୍ଷାନୁଷ୍ଠାନ ପାଇଁ
Read More...

ତଣ୍ଟି ଚିପି ମାଆକୁ ହତ୍ୟା କଲା ପୁଅ

ସୋର : ତଣ୍ଟି ଚିପି ମାଆକୁ ହତ୍ୟା କଲା ପୁଅ । ସିମୁଳିଆ ଥାନା କଞ୍ଚାପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏନେଇ ହତ୍ୟାକାରୀଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସିମୁଳିଆ ଥାନା କାଞ୍ଚପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।
Read More...