Daily Archives

ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ : ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୁବକ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ ବୋଲି ଜଣାଯାଇଛି । ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି । ସେ ଡେଇଁଥିବା ସ୍ଥାନରୁ ପ୍ରଶାନ୍ତ ରାଉତଙ୍କ ଚପଲ ଓ ବାଇକ୍
Read More...

ବଲାଙ୍ଗିର ଗଇଁନ୍ତଲା ଠାରେ ଦିଲ୍‌ଖୁସ୍‌ ବସ୍‌ ହେଲା ଦୁର୍ଘଟଣାର ଶିକାର : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗଇଁନ୍ତଲା ଠାରେ ଦିଲ୍‌ଖୁସ୍‌ ନାମକ ଏକ ବସ୍‌ ଦୁର୍ଘଟଣାରଶିକାର ହୋଇଥିବା ଖବର ମଳିଛି । ମିଳିଥିବା ସୂଚନା ଅନୁସାରେ ଦିଲ୍‌ଖୁସ୍‌ ନାମକ ଏକ ବସ୍‌ ଯାତ୍ରୀ ମାନଙ୍କୁ ନେଇ ଭୁବନେଶ୍ୱରରୁ ବଲାଙ୍ଗିର ଆସୁଥିଲା । ଏହି ସମୟରେ ଗଇଁନ୍ତଲା ଗ୍ରାମରେ ବସ୍‌ଟି
Read More...

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଭାରତର ଜି-୨୦ ଟାସ୍କଫୋର୍ସର ରିପୋର୍ଟ ପ୍ରକାଶିତ

ନୂଆଦିଲ୍ଲୀ, (ପିଆଇବି) : ଏହି ଟାସ୍କ ଫୋର୍ସର କାର୍ଯ୍ୟ ଯୋଗୁଁ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟ୍ରକଚର (ଡିପିଆଇ)ର ସଂଜ୍ଞା ଏବଂ ଢାଞ୍ଚାକୁ ଗ୍ରହଣ କରାଯାଇଥିଲା, ଯାହା ବ୍ରାଜିଲ୍ ଏବଂ ଦକ୍ଷିଣ ଆଫ୍ରିକା ଜି-୨୦ ଅଧ୍ୟକ୍ଷତା ସମୟରେ ଆଗେଇ ନିଆଯିବ ବୋଲି ଆଶା
Read More...

ବିଶ୍ୱ ସର୍ପ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୧୬ରେ ଆୟୋଜିତ ହେଉଥିବା 'ବିଶ୍ୱ ସର୍ପ ଦିବସ' ପାଳନର ଉଦ୍ଧେଶ୍ୟ ହେଉଛି ସାପ ବିଷୟରେ ସଚେତନତା ସୃଷ୍ଟି କରିବା । ଅନ୍ୟାନ୍ୟ ପ୍ରାଣୀଙ୍କ ଭଳି ପ୍ରାକୃତିକ ବାସସ୍ଥାନ ନଷ୍ଟ, ଜଳବାୟୁ ପରିବର୍ତ୍ତନ, ରୋଗ ବ୍ୟାଧି, ସେମାନଙ୍କ ପ୍ରତି
Read More...

ନାରୀ ଶକ୍ତି ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : 'ବୃକ୍ଷରୋପଣ ହିଁ ଏକ ମାତ୍ର ଭରସା' ଭବିଷ୍ୟତରେ ଯେ, କଣ ହେବ ? ସେୟା କେହି ମଧ୍ୟ ଜାଣି ପାରୁନାହାନ୍ତି । ଅମ୍ଳଜାନ ପାଇଁ ଆମକୁ ସଂଘର୍ଷ କରିବାକୁ ନ ପଡୁ ଏହିପରି କିଛି ଭାବନା ନେଇ ବଲାଙ୍ଗିରର ନାରୀ ଶକ୍ତି ସଙ୍ଗଠନ ପକ୍ଷରୁ ୨୦୦ରୁ ଅଧିକ ଚାରା ଜଗାଯାଇଛି ।
Read More...

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ୧୮ ଜୁଲାଇ, ୨୦୨୪ ଗୁରୁବାର ନୂଆଦିଲ୍ଲୀରେ ଏନ୍‌ସିଓଆର୍‌ଡିର…

ଗୃହମନ୍ତ୍ରୀ ଶ୍ରୀନଗରରେ ଜାତୀୟ ନିଶା ନିବାରଣ ହେଲ୍ପଲାଇନ୍ ‘ମାନସ’ର ଶୁଭାରମ୍ଭ କରିବା ସହ ଏନ୍‌ସିବି ଜୋନାଲ୍ ଅଫିସ୍‌କୁ ଉଦ୍‌ଘାଟନ କରିବେଅମିତ ଶାହ ଏନ୍‌ସିବି ‘ବାର୍ଷିକ ରିପୋର୍ଟ ୨୦୨୩’ ଏବଂ ‘ନଶା ମୁକ୍ତ ଭାରତ’ ଉପରେ ଏକ ସଂକଳନ ମଧ୍ୟ ଜାରି କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ
Read More...