shyamal
Daily Archives

ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜର ସାଙ୍ଗଠନିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୧୪.୦୭.୨୦୨୪ ରିଖ ରବିବାର ପୂର୍ବାହ୍ନ ୧୧ଟା ସମୟରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ଆନୁକୁଲ୍ୟରେ ଏକ ସାଙ୍ଗଠନିକ ବୈଠକ ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ନେଇ ବଲାଙ୍ଗିର ଆର୍ଯ୍ୟ ସମାଜ ମନ୍ଦିରରେ ପୂଜ୍ୟସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ଵତୀଙ୍କ
Read More...

ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଚଉଦଟି କ୍ଲଷ୍ଟରର ସି. ଆର୍‌. ସି. ସି, ଏ. ବି. ଇ. ଓ.
Read More...

ସାଂସଦ ପ୍ରଦୀପ ଓ ବିଧାୟକ ସନତଙ୍କ ବରପାଲି ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ନବନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ ଗଡତିୟାଙ୍କ ଆଜି ବରପାଲି ଗସ୍ତ କରି ବ୍ଲକ ଅଫିସକୁ ଯାଇ ସରକାରୀ ଯୋଜନା ସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ନୀରିହ ଲୋକ ଯେମିତି ହଇରାଣ ନ ହେବେ ସେଥି ପ୍ରତି
Read More...

ଶାନ୍ତି ଶୃଙ୍ଖଳା ସହ ସମାପନ ହେଲା ପଦ୍ମପୁର ବାହୁଡା ରଥଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ମାଉସୀ ମାଁ ମନ୍ଦିର ଠାରେ ଗତ ସୋମବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀ ମନ୍ଦିର ଅଭିମୁଖେ ବାହୁଡା ଯାତ୍ରା ପାଇଁ ସକାଳ ଆଳତି ପଣ୍ଡିତ ଅତ୍ରାହି ଭଞ୍ଜନଙ୍କ ପୂଜାର୍ଚ୍ଚନାରେ ଶେଷ ହୋଇ ଦ୍ୱିପ୍ରହରରେ ପଦ୍ମପୁର ଆବାଲ ବୃଦ୍ଧବନିତା,
Read More...

ରାଉରକେଲା କଲେଜରେ ରାଜ୍ୟସ୍ତରୀୟ ନାଟ୍ୟାଲୋଚନା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକ ଅବସରରେ ରାଜ୍ୟସ୍ତରୀୟ ନାଟ୍ୟାଲୋଚନା ଆୟୋଜିତ ହୋଇଯାଇଛି । ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି
Read More...

ହରେକୃଷ୍ଣ ମହତାବ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଦ୍ଵାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏଠାରେ ପହଞ୍ଚିବା ପରେ ବନବିଭାଗ ତଥା ହାଇସ୍କୁଲ ଆଲୁମିନି ତରଫରୁ ତାଙ୍କୁ
Read More...

ବିଦ୍ୟୁତ୍‌ ଆଘାତରେ ୧୯ ପିଲା ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶିଗୁଡ଼ା ଗ୍ରାମର ସାହି ଭିତରେ ବନ୍ଥପଲ୍ଲୀ ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ନାଟକ ଗ୍ରୁପ୍ ପକ୍ଷରୁ ରାମାୟଣ ନାଟକ ପରିବେଷଣ ଆରମ୍ଭ ହୋଇଥିଲା । ମଧ୍ୟାହ୍ନରେ ବର୍ଷା ଯୋଗୁ ନାଟକକୁ ଅଧାରୁ ବନ୍ଦ ରଖାଯାଇଥିଲା । କିନ୍ତୁ ବିଦ୍ୟୁତ୍‌ ସଂଯୋଗକୁ
Read More...

୧୯ରୁ ଲଘୁଚାପ : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ହେବା ସହ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷାର ପୂର୍ବାନୁମାନ କରାଯାଇଛି ।
Read More...

ପିକ୍‌ଅପ୍ ଭ୍ୟାନ୍‌ ଧକ୍କାରେ ପଥଚାରୀ ମୃତ

ଆଠମଲ୍ଲିକ : ଆଠମଲ୍ଲିକ ଥାନା ଓଡ଼ଶିଙ୍ଗା ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଗଲା ପିକ୍‌ଅପ୍ ଭ୍ୟାନ୍ । ପିକ୍‌ଅପ୍ ଧକ୍କାରେ ଜଣେ ପଥଚାରୀ ମୃତ । ମୃତକ ଜଣକ ହେଲେ କୁଦଗାଁ ଗ୍ରାମର ରୁଷି ଭୁକ୍ତା । ସୂଚନାନୁଯାୟୀ, ଓଡ଼ଶିଙ୍ଗା ଗ୍ରାମର ରୁଷି ଭୁକ୍ତା ଏକ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ସ୍କୁଟି ଆରୋହୀ ମୃତ

ବାରିପଦା : ଜାତୀୟ ରାଜପଥ-୧୮ର ପାଲବଣୀ ବାଇପାସ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ମାଡ଼ିଯିବାରୁ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରାତି ପ୍ରାୟ ସାଢେ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁଇମୃତକ
Read More...