shyamal
Daily Archives

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନବୋଦୟ ବିଦ୍ୟାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍କୁଲ ଓ ସାକ୍ଷରତା ବିଭାଗ ଭାରତ ସରକାରଙ୍କର ପ୍ରାୟୋଜିତ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବିକଶିତ ଭାରତ ୨୦୪୭କୁ ଆଖି ଆଗରେ ରଖି ଚାଲିଥିବା ପ୍ରେରଣା କାର୍ଯ୍ୟକ୍ରମ ଯାହାକି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ
Read More...

ପଦ୍ମପୁରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ପଦ୍ମପୁର
Read More...

ଧର୍ମପ୍ରାଣା ମହିଳା ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ପଞ୍ଚାୟତ ସମିତି ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀ(୫୫) ରାୟପୁରରେ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ୧୪ ତାରିଖ ସକାଳୁ
Read More...

ପଦ୍ମପୁରରେ ସାହିତ୍ୟ ସମାବେଶ : ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧିତ କଲେ ୩୦ରୁ ଅଧିକ ଅନୁଷ୍ଠାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ରିଜେନ୍ସି ହୋଟେଲ ଠାରେ ରବିବାର ଦିନ ସାହିତ୍ୟ ସଭା, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କଥା ସାହିତ୍ୟିକ ମନୋହର ସାହୁଙ୍କ ଜୟନ୍ତୀ ସଭା ଓ ଭାଷା ସାହିତ୍ୟ ସଂକ୍ରାନ୍ତୀୟ ଆଲୋଚନା ଚକ୍ର
Read More...

ବୁଢ଼ୀପଦର ଗାଁରେ ପ୍ରଶାସନ : ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ତ୍ୱରିତ ସମାଧାନ କରିବା ଲକ୍ଷ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି 'ଗାଁରେ ପ୍ରଶାସନ' । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ
Read More...

ଦେଶୀ ବନ୍ଧୁକ ଜବତ : ଅଭିଯୁକ୍ତ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜମିବାଡ଼ି ବିବାଦକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଅପର ପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଅଭିଯୋଗ
Read More...

ମର୍ଣ୍ଣିଂୱାକ ଯିବାବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌

ଭୁବନେଶ୍ଵର : ମର୍ଣ୍ଣିଂୱାକ ସାରି ଫେରୁଥିଲେ । ମାଡିଗଲା ବାଲି ବୋଝେଇ ଟ୍ରକ୍‌ । ଭୁବନେଶ୍ଵର ସ୍ଥିତ ଗଣ୍ଡମୁଣ୍ଡା କଳାଭୂମି ନିକଟ ନିକଟରେ ଦୁର୍ଘଟଣା । ମୃତକ ଜଣକ ହେଲେ ସଦାନନ୍ଦ ସ୍ଵାଇଁ(୭୨) । ସେ ଖଣ୍ଡଗିରି ଛକରୁ ମର୍ଣ୍ଣିଂୱାକ ସାରି ଘରକୁ ଫେରୁଥିଲେ । ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି
Read More...

୨ ଜଣ ଠକଙ୍କୁ ଧରିଲା ସାଇବର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇବର ଅପରାଧ ଦିନକୁ ଦିନ ବଢି ଚାଲିିଥିବା ବେଳେ ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଛନ୍ତି ୨ଜଣ ସାଇବର ଠକ । ସାଇବର ଅପରାଧୀ ମାନେ ନାନା ଉପାୟରେ ଲୋକଙ୍କୁ ଠକି ନେଉଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଅପରାଧୀ ଖସିପଲାଉଥିବା ବେଳେ କିଛି ଧରାପଡୁଛନ୍ତି ।
Read More...

ବଜ୍ରପାତରେ ମହିଳା ମୃତ : ଅନ୍ୟ ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀନି ଗ୍ରାମର ଶିମିଳିଗୁଡା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜ୍ରପାତରେ ଉକ୍ତ ସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ
Read More...

ଲୋକସଭାର ଉପନେତା ହେଲେ ଗୌରବ ଗୋଗଇ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ. ସି ବେଣୁଗୋପାଳ ଏନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି । ସେ
Read More...