Daily Archives

ବ୍ଲକସ୍ତରୀୟ ଶାରୀରିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବାର୍ଷିକ ସମ୍ବିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ବାର୍ଷିକ ସମ୍ବିଳନୀ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ
Read More...

ନିଜ ଭଉଣୀ ସହ ମିଶି ଭାଇ କରିଥିଲା ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହାକୁରପାଲି ଗାଁରେ ଘରେ ପଶି ଚୋରି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୁଲିସ । ନିଜ ଭଉଣୀ ସହ ମିଶି ଶାଶୁ ଘରେ ଡକାୟତି ଷଡଯନ୍ତ୍ର କରିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା
Read More...

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌ : ୫ ଯାତ୍ରୀ ଆହତ

ରାଉରକେଲା : ରାଉରକେଲାରୁ ସୁନ୍ଦରଗଡ଼ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌ । ୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦିତନଗର ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଆଜି ସକାଳ ପ୍ରାୟ
Read More...

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପଦଯାତ୍ରା

ପୁରୀ : ପଦଯାତ୍ରା କରୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୁରୀ ଜିଲ୍ଲା ନିମାପଡ଼ାର ମାଁ ପୂର୍ଣ୍ଣେଶ୍ୱରୀ ମନ୍ଦିରରୁ କାକଟପୁର ମଙ୍ଗଳା ମନ୍ଦିର ଯାଏ ପଦଯାତ୍ରା କରୁଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପଦଯାତ୍ରା କରାଯାଉଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରାୟ ୨୫
Read More...

ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍‌ : ୩ ଜଣ ମୃତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ୀଖମାରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍‌ । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅଜି ଭୋର ୫ଟା ସମୟରେ ଟ୍ରକ୍‌କୁ ପଛରୁ ପିଟିଲା
Read More...

ଦିଲ୍ଲୀରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଦିଲ୍ଲୀର ଅନେକ ଅଞ୍ଚଳ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସକାଳ ମଧ୍ୟମରୁ ପ୍ରବଳ ବର୍ଷା ହେତୁ କିଛି ସ୍ଥାନରେ ଜଳସ୍ତର ସୃଷ୍ଟି ହୋଇଛି । ସହରରେ ମେଘୁଆ ଆକାଶ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ
Read More...

ପଦ୍ମପୁର ବିଧାନସଭା ଭାରତୀୟ ଜନତା ପାର୍ଟିର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ପଦ୍ମାବତୀ ଲଜ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗଦାନ କରି ନିର୍ବାଚନରେ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟତା, ପ୍ରଚାର ସାମଗ୍ରୀର ବିତରଣ ଓ ବ୍ୟବହାର, ପ୍ରାର୍ଥୀଙ୍କ
Read More...

ଆନ୍ତର୍ଜାତୀୟ ପଥର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଥର ହେଉଛି ଏକ ବା ଏକାଧିକ ଖଣିଜ ପଦାର୍ଥକୁ ନେଇ ପ୍ରାକୃତିକ ଭାବରେ ଗଠିତ ହୋଇଥିବା ଏକ କଠିନ ପଦାର୍ଥ । ଛୋଟ ପଥରଗୁଡ଼ିକୁ ସାଧାରଣତଃ ଷ୍ଟୋନ୍ ବା ପଥର ଖଣ୍ଡ କୁହାଯାଏ । ଉଦାହରଣ ସ୍ୱରୂପ, ସାଧାରଣ ପଥର ଗ୍ରାନାଇଟ୍ ହେଉଛି କ୍ୱାର୍ଟଜ୍, ଫେଲଡସ୍ପାର୍
Read More...

ସମ୍ବିଧାନ ହତ୍ୟା ଦିବସ ସେହି ଦିନକୁ ମନେ ପକାଇଦେବ ଯେତେବେଳେ ଭାରତର ସମ୍ବିଧାନକୁ ଦମନ କରି ଦିଆଯାଇଥିଲା :…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ଭାରତୀୟ ସମ୍ବିଧାନକୁ ଦମନ କରାଯାଇଥିବା ସମୟକୁ ସ୍ମରଣ କରାଇବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଏକ୍ସ ଉପରେ ଏକ ପୋଷ୍ଟକୁ
Read More...

୪୬ଟି ଟ୍ରେନରେ ୯୨ଟି ସାଧାରଣ ଶ୍ରେଶୀ କୋଚ୍ ଲଗାଯାଇଛି

ଆଉ ୨୨ଟି ଟ୍ରେନରେ ମଧ୍ୟ ଏହି ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରହିଛି ଭୁବନେଶ୍ୱର, (ପିଆଇବି) : ଭାରତୀୟ ରେଳବାଇ ସାଧାରଣ ବର୍ଗର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ୪୬ଟି ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍‌ରେ ୯୨ଟି ନୂଆ ସାଧାରଣ ଶ୍ରେଣୀର
Read More...