Daily Archives

କଟକର ଘରୋଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣା : ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ : କଟକର ଘରୋଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ନର୍ସିଂହୋମ୍‌ର ସମସ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସମସ୍ତ ରୋଗୀଙ୍କ ଖର୍ଚ୍ଚ ବହନ କରିବ । ସେ
Read More...

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ : କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ପୁରୀଘାଟ ଅଞ୍ଚଳରେ ଥିବା ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ଚତୁର୍ଥ ମହଲାରେ ନିଆଁ ଲାଗିଥବବାବେଳେ ସମ୍ପୃକ୍ତ ମହଲାର ରୋଗୀଙ୍କୁ ବାହାର କରାଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି
Read More...

ନଭେମ୍ବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଗୋଆରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ

ଇନ୍‌ପୁଟ୍ ଭାବରେ ୱେଭ୍ସ ଏବଂ ଆଉଟ୍‌ପୁଟ୍‌ ଭାବରେ ଆଇଏଫ୍‌ଏଫ୍‌ଆଇ ଭାରତରେ ସୃଜନଶୀଳତା ଏବଂ ପ୍ରତିଭାର ଏକ ପ୍ରମୁଖ କେନ୍ଦ୍ର ପ୍ରତିଷ୍ଠା କରିବ : ଶ୍ରୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : ରୋଜଗାର ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଉଚ୍ଚ ଗୁଣବତ୍ତା ବିଷୟବସ୍ତୁକୁ ପ୍ରୋତ୍ସାହିତ
Read More...

ଜେଲ୍‌ ଗଲେ ଲାଞ୍ଚୁଆ ଅଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ କୋର୍ଟଚାଲାଣ କରାଯାଇଛି । ପ୍ରଭାକରଙ୍କୁ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ତୁଷୁରାର ଗଜାନନ
Read More...

ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ରାମ-ବଳରାମ ବେଶ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ସମାଗମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ୧୦ ଅବତାର ବେଶ ଲାଗି ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ଗହଳ ଚହଳ ଲାଗି ରହିଛି । ଛତ୍ରପୁର ସହରର ରିକାପଲ୍ଲୀ ଆଡ଼ପ ଘରେ
Read More...

ଆଦର୍ଶ ଶିଷ୍ୟ ହିଁ ଗୁରୁଙ୍କ ଶ୍ରେଷ୍ଠ ଭୂଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଷ୍ୟ ଶିଷ୍ୟା ବା ଛାତ୍ରଛାତ୍ରୀମାନେ ହିଁ ଆମ ସମାଜର ଭବିଷ୍ୟତ । ସେମାନେ ସତ୍ ପଥର ପଥିକ ହୋଇ ଜନସେବା ଓ ସମାଜ ସେବାରେ ବ୍ରତୀ ହୋଇପାରିଲେ ତାହା ହିଁ ଗୁରୁଙ୍କ ପାଇଁ ଶ୍ରେଷ୍ଠ ଭୂଷଣ ଓ ଶ୍ରେଷ୍ଠ ସମ୍ମାନ ବୋଲି ଜେନାପୁର ଗ୍ରାମ ପଞ୍ଚାୟତ ଅଧୀନ
Read More...

ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡଭା ଠାରେ ଯୁବକବି ସତ୍ୟଭୂଷଣ ସାହୁଙ୍କ ସଂଯୋଜନାରେ 'ମାଁ ପାଇଁ ଗଛଟିଏ' ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଯୁବ
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବନବିଭାଗର କର୍ମଚାରୀ ହେମସାଗର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ । ଆଚାର୍ଯ୍ୟ ହରେରାମ ସାହୁ
Read More...

ଉପନିର୍ବାଚନରେ ବିଜେପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ : ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଏଥିରେ ଇଣ୍ଡିଆ ମେଂଟକୁ ମିଳିଛି ୧୦ଟି ଆସନ । ବିଜେପିକୁ ୨ଟି ସିଟ୍‌ ମିଳିଥିବା ବେଳେ ଗୋଟିଏ ସିଟ୍‌ ସ୍ୱାଧୀନ ପ୍ରାର୍ଥୀଙ୍କ ହାତରେ ରହିଛି । ଲୋକସଭା ନିର୍ବାଚନ ପରେ ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ହୋଇଥିବା
Read More...

ଆମ୍ବୁଲାନ୍ସ ଓ ଲରି ମୁହାଁମୁହିଁ ଧକ୍କା : ୬ ଜଣ ମୃତ, ୨ ଗୁରୁତର ଆହତ

କୋଲକାତା : ପଶ୍ଚିମବଙ୍ଗର ମେଦିନୀପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମେଦିନୀପୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଏକ ଲରି ସହିତ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ
Read More...