Daily Archives

ଦିବ୍ୟ କଳା ମେଳାରେ ଜନ ସମାଗମ ବଢୁଛି

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଜୁଲାଇ ୫ ତାରିଖରୁ ୧୧ ତାରିଖ ଯାଏଁ ସାତଦିନ ବ୍ୟାପୀ 'ଦିବ୍ୟକଳା ମେଳା' କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାର, ଜାତୀୟ ଭିନ୍ନକ୍ଷମ
Read More...