Daily Archives

ଓଡିଶା ପ୍ରାନ୍ତୀୟ ଜୈନ ସଭାର ଶପଥ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୁଷୁରା ଜୈନ ଭବନ ଠାରେ ଓଡିଶା ଜୈନ ଶ୍ୱେତାମ୍ବର ତେରାପନ୍ଥ ପ୍ରାନ୍ତୀୟ ସଭାର ଶପଥ ସମାରୋହ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶ୍ରବଣୀ ନିଦ୍ଦେର୍ଶିକା ଜିନ ପ୍ରଜ୍ଞାଜୀ ଓ ଶ୍ରବଣୀ କ୍ଷତି ପ୍ରଜ୍ଞାଜୀଙ୍କ ଉପସ୍ଥିତରେ ଶପଥ ଗ୍ରହଣ
Read More...

କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର : ଜଣେ ମୃତ, ଜଣେ ଗୁରୁତର

ବାଲିଆପାଳ : କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର । ଘଟଣାସ୍ଥଳରେ ଜଣେ ଛାତ୍ରୀ ମୃତ ଓ ଜଣେ ଗୁରୁତର । ମୃତା ଲଙ୍ଗଳେଶ୍ୱର କଲେଜର ଦ୍ଵିତୀୟ ବର୍ଷର ଛାତ୍ରୀ ରଶ୍ମିତା ବୋଲି ଜଣାଯାଇଛି । ଗୁରୁତର ଛାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି
Read More...

ବାଳକର ତଣ୍ଟି କାଟିଥିବା ଅଭିଯୁକ୍ତକୁ ଗିରଫ କଲା ସଇଁତଲା ପୋଲିସ

ସଇଁତଲା, (କେପିଏନ୍‌ଏସ୍‌) : ମାମୁଁଘରେ ରହି ପାଠ ପଢ଼ୁଥିବା ବାଳକକୁ ପଡେ଼ାଶୀ ଯୁବକ ଜଣକ ମିଠା ଖାଇବାକୁ ଦେବି କହି ଡାକିନେଲା । ମିଠା ଖାଇବା ଲୋଭରେ ବାଳକ ପଡେ଼ାଶୀ ଘରକୁ ଯିବା ବେଳକୁ ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ଆକସ୍ମିକ ଦା’ରେ ବାଳକର ତଣ୍ଟି କାଟିଦେଲା ଯୁବକ । ରକ୍ତ ଜୁଡ଼ୁବୁଡ଼ୁ ହୋଇ
Read More...

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ : ୯ ଆହତ, ଜଣେ ଗୁରୁତର

ନିମାପଡ଼ା : ଜଗା ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା । ନିମାପଡ଼ା ଥାନା ଭାଟବନ୍ଧ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଲା ଟାଟା ମ୍ୟାଜିକ୍ । ଦୁର୍ଘଟଣାରେ ୯ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକେ ସମସ୍ତ ଗୁରୁତର ଆହତଙ୍କୁ
Read More...

ଟ୍ରକ୍‌କୁ ପିଟିଲା ବାଇକ୍ : ଜଣେ ମୃତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା – ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥର ଶୁଣ୍ଢିମୁଣ୍ଡା ନିକଟରେ ସୋମବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ । ଗତ ରାତିରେ ଭୁର୍ଶାଗୁଡା ଗ୍ରାମର ବିଜୟ ବନଛୋର ନିଜ ଗାଁରୁ ବାଇକ୍ (ନମ୍ବର ଓଡି ୦୩ ଏବି ୧୫୯୯)ରେ
Read More...

ଟ୍ରେନ୍‌ରେ କଟି ଦୁଇଜଣ ଯୁବକ ମୃତ

ସୋର : ଦାଣ୍ଡ ହରିପୁର ଗେଟ ନିକଟରେ ଟ୍ରେନ୍‌ରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଆରୁଆବାଡ ଗ୍ରାମର ରାକେଶ କୁମାର ପାଢୀ (୩୫) ଓ ତାଙ୍କ ମାଉସୀ ପୁଅ ଏକ ବାଇକ ଯୋଗେ ଆସୁଥିବା ବେଳେ ଏହି ଗେଟ ନିକଟରେ ଫାଟକ ପଡ଼ିଥିବାରୁ ଛିଡ଼ାହୋଇଥିଲେ । ହଠାତ ପଛରେ ବସିଥିବା
Read More...

ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଜୁଲାଇ ୪ ତାରିଖ ଗୁରୁବାର ଦିନ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସଂକୄତ ଶିକ୍ଷକ ରାଜକିଶୋର ପଣ୍ଡା ଓ ଖେଳ ଶିକ୍ଷକ ହରେକୃଷ୍ଣ
Read More...

ହଜ୍‌ ଯାତ୍ରାରୁ ଫେରିଥିବା ୧୧ ଜଣ ହଜ ଯାତ୍ରୀଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ୧୧ ଜଣ ହଜ୍‌ ଯାତ୍ରା ପାଇଁ ଯାଇଥିଲେ । ମଙ୍ଗଳବାର ସକାଳେ ସେମାନେ ନିଜ ସହର ଟିଟିଲାଗଡ଼କୁ ଫେରିଥିବା ବେଳେ ଟିଟିଲାଗଡ଼ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀ ମାନେ ସେମାନଙ୍କୁ ଟ୍ରେନରୁ ଓହ୍ଲାଇବା ମାତ୍ରେ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ।
Read More...

ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ଖୁସି କଲ୍‌ଚରାଲ୍‌ ଓ ରିସର୍ଚ ଏକାଡେମୀର ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ଖୁସି କଲ୍‌ଚରାଲ୍‌ ଓ ରିସର୍ଚ ଏକାଡେମୀର ବାର୍ଷିକୋତ୍ସବ ୨୦୨୪ ସ୍ଥାନୀୟ ଟାଉନ୍‌ ବାଳିକା ଉଚ୍ଚବିଦ୍ୟାଳୟ ମୁକ୍ତ ମଞ୍ଚରେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କାର୍ତ୍ତିକଢ଼ି ଗ୍ରାମରେ ଥିବା କାର୍ତ୍ତିକଢ଼ି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମନାଭ ବିଶ୍ଵାଳଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥି ସହ ଖଣ୍ଡି
Read More...