Daily Archives

ସାଂସଦ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଭେଟିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ପାଇକମାଲ ବାସ ଭବନରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ସୋମବାର ସାକ୍ଷାତ କରି ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ହଠାତ୍‌ ସାମ୍ବାଦିକ ମାନଙ୍କୁ ତାଙ୍କ ବାସ
Read More...

ସମ୍ବାଦ ସାହିତ୍ୟଘର ଗୁଡଭେଲା ତରଫରୁ ୭୫ତମ ବନ ମହୋତ୍ସବ ପାଳିତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟଘର ଗୁଡଭେଲା, ଜିଲ୍ଲା ବଲାଙ୍ଗିର ତରଫରୁ ଜୁଲାଇ ୮ ତାରିଖ ପୂର୍ବାହ୍ନ ୯ଟା ସମୟରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟବୃନ୍ଦ ତୁଷୁରା ଏନ୍.ଏ.ସି ସଂଲଗ୍ନ ପଡିଆରେ ଆମ୍ବ, ନିମ୍ବ, ଖଇର, ଚାକୁଣ୍ଡା, ଅଁଳା, କରଞ୍ଜ, ଶାଳ,
Read More...

‘ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ଭଜନ ସଂଧ୍ୟାର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : 'ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦ' ଆନୁକୂଲ୍ୟରେ ଘୋଷଯାତ୍ରା ଅବସରରେ ଆଜି ସେକ୍ଟର ୨୦ ଗୁଣ୍ଡିଚା ମନ୍ଦିରଠାରେ ଏକ ମନୋଜ୍ଞ ଭାବପୂର୍ଣ୍ଣ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ପ୍ରତିଷ୍ଠିତ ବାଦ୍ୟ ଶିଳ୍ପୀ ଓ କଣ୍ଠଶିଳ୍ପୀ ମାନେ
Read More...

ଲଣ୍ଡନରେ ରଥଯାତ୍ରା

ଲଣ୍ଡନ : ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେର କାର୍ଯ୍ୟକର୍ତ୍ତାମାନେ ଲଣ୍ଡନର ସାଉଥଲରେ ରଥଯାତ୍ରାର ଏକ ବିଶାଳ ଉତ୍ସବ ଆୟୋଜନ କରିଥିଲେ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ଭକ୍ତମାନେ ଟାଣି ଟାଣି ନେଇଥିଲେ ।
Read More...

ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ ଭୁବନେଶ୍ୱର : ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି
Read More...

ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ବାଳକର ତଣ୍ଟି କାଟିଦେଲା ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ପଡ଼ିଶା ଘରର ବାଳକକୁ ଦା’ରେ ତଣ୍ଟି କାଟିଦେଲା ଦୁର୍ବୃତ୍ତ । ଏଭଳି ଏକ ଘଟଣା ଆଜି ସଇଁତଲା ବ୍ଲକ୍‌ ଶିଶ୍‌କେଲା ପଞ୍ଚାୟତର ଭୋଇପଡ଼ାରେ ଘଟିଛି । ଗୁରୁତର ବାଳକଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି
Read More...

ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ ଶିଳ୍ପୀ ଓ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ବଢ଼ୁଛି ଚାହିଦା

ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଦିବ୍ୟ କଳା ମେଳା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବଦିବ୍ୟାଙ୍ଗ କାରୀଗର ଓ ଶିଳ୍ପୀଙ୍କ ପ୍ରତିଭା ଏବଂ ସୃଜନଶୀଳତା ମେଳାକୁ ଆସୁଥିବା ଲୋକଙ୍କୁ ପ୍ରଭାବିତ କରୁଛି ଭୁବନେଶ୍ୱର, (ପିଆଇବି) : ଗୁଜରାଟ ସୁରଟର ଦିବ୍ୟାଙ୍ଗ ପଚ୍ଚଗରଙ୍କ
Read More...

ପୁରୀ ସମୁଦ୍ର କୂଳରେ କିଛି ସମୟ ବିତାଇଲେ ରାଷ୍ଟ୍ରପତି

ପର୍ବତ, ଜଙ୍ଗଲ, ନଦୀ ଓ ବେଳାଭୂମି ଆମ ଭିତରେ ଥିବା ଗଭୀରତାକୁ ଆକୃଷ୍ଟ କରିଥାଏ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର, (ପିଆଇବି) : ବାର୍ଷିକ ରଥଯାତ୍ରାରେ ଯୋଗଦେବାର ଗୋଟିଏ ଦିନ ପରେ ଆଜି (ଜୁଲାଇ ୮, ୨୦୨୪) ସକାଳେ ପବିତ୍ର ସହର ପୁରୀର ସମୁଦ୍ର ବେଳାଭୂମିରେ ରାଷ୍ଟ୍ରପତି
Read More...

ଆନନ୍ଦ ଉଲ୍ଲାସର ସହ ଟିଟିଲାଗଡ଼ରେ ହେଲା ରଥଟଣା : ଭକ୍ତଙ୍କ ପ୍ରବଳ ଭିଡ଼ ଜମିଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ରଥଯାତ୍ରା ଉପଲକ୍ଷେ ଟିଟିଲାଗଡ଼ ଦଧିବାମନ ଓ ଧବଳେଶ୍ଵର ଟ୍ରଷ୍ଟ ତରଫରୁ ରୀତିନୀତି ଅନୁସାରେ ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରଥକୁ ତିନି ଠାକୁରଙ୍କୁ ସେବାୟତ ମାନେ ଘଣ୍ଟଘଣ୍ଟାର ତାଳେ ତାଳେ ପାଛୋଟି ଆଣିଥିଲେ ।
Read More...

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ପ୍ରଥମ ଥର ପାଇଁ ରଥଯାତ୍ରା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ପ୍ରଥମ ଥର ପାଇଁ ରଥଯାତ୍ରା ପାଳନ ହୋଇଯାଇଛି । ଡାକ୍ତରୀ ଛାତ୍ରଛାତ୍ରୀ ଓ ମେଡ଼ିକାଲ କଲେଜ ପ୍ରଶାସନ ପକ୍ଷରୁ ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବା
Read More...