Daily Archives

ଡିପ୍ଲୋମା ଇଞ୍ଜିନିୟରଙ୍କ ମୃତ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଗବାନପୁର ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଯୁବକ ସ୍ଥାନୀୟ ଆରାବଳ ଗାଁର ଅଜୟ ସାମଲଙ୍କ ପୁଅ ପବିତ୍ର ସାମଲ ବୋଲି ଜଣାପଡିଛି । ସେ ଜଣେ ଡିପ୍ଲୋମା ଇଞ୍ଜିନିୟର । ତେବେ କେହି ଦୃର୍ବୁତ୍ତ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି
Read More...

ଘର ଉପରକୁ ମାଡ଼ିଗଲା ଟ୍ରକ୍‌ : ବୃଦ୍ଧା ମୃତ

ରାଇରଙ୍ଗପୁର : ଘର ଉପରକୁ ମାଡ଼ିଗଲା ଟ୍ରକ୍‌, ବୃଦ୍ଧା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଞ୍ଚି – ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଦାଣ୍ଡବୋଷ ଛକ ନିକଟସ୍ଥ ଆନନ୍ଦପୁରରେ । ଭାରସାମ୍ୟ ହରାଇ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ୍‌ଟି ରାସ୍ତାକଡ଼କୁ ଥିବା ଏକ ଘର ଉପରକୁ ମାଡ଼ି ଯାଇଥିଲା ।
Read More...

ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଆକ୍ରମଣ ଓ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସଦର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଫଟୋଚିତ୍ରକୁ ଅସମ୍ମାନ ପ୍ରଦର୍ଶନ ପ୍ରତିବାଦରେ ବଲାଙ୍ଗିର କଂଗ୍ରେସ ପକ୍ଷରୁ ବଲାଙ୍ଗିର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ ପକ୍ଷରୁ ଅଭିଯୋଗ
Read More...

ଆର୍. ଜି. ଏଚ୍.କୁ ରାଜଧାନୀ ହସ୍ପିଟାଲ୍‌ର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟ…

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ପାନପୋଷ ସାଂଗଠନିକ ଜିଲ୍ଲାର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ସୁନ୍ଦରଗଡକୁ ଗ୍ରସ୍ତରେ ଆସିଥିବା ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ
Read More...

ସଚିବ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ନିର୍ବାଚନ ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱଲୋକମାନଙ୍କ ପାଖରେ ସରକାର ୨୪ ଘଣ୍ଟା ଉତ୍ତରଦାୟୀ - ମୁଖ୍ୟମନ୍ତ୍ରୀଅଭିଯୋଗ ଶୁଣାଣି ଓ ସମାଧାନ ପ୍ରକ୍ରିୟାକୁ ଦକ୍ଷ କରିବା ପାଇଁ ପରାମର୍ଶ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ
Read More...

ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ପ୍ରଧାନ ସେବକ କମଳ ସିଂ ମାଝୀଙ୍କ ତତ୍ତ୍ଵାବଧାନରେ ମହୁଲପଡା ସେବାଶ୍ରମ ତଥା
Read More...

ସଇଁତଲାରେ ଡେଙ୍ଗୁ ଆତଙ୍କ : ସରପଞ୍ଚଙ୍କ ସମେତ ୨୫ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବା ଦେଖାଦେଇଛି । ଏଥିରେ ସରପଞ୍ଚଙ୍କ ସମେତ ୨୫ରୁ ଅଧିକ ରୋଗୀ ବଲାଙ୍ଗିର ଭୀମଭୋଇ ଓ ବରଗଡ ଘରୋଇ ମେଡିକାଲ୍‌ରେ ଅଧିକାଂଶ ରୋଗୀ ଚିକିତ୍ସିତ ଅବସ୍ଥାରେ ଥିବା
Read More...

ଓମ୍ ଭ୍ୟାଲି ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଏବଂ ନବାଗତ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଏକ ଅଗ୍ରଣୀ ଇଂରାଜୀ ମୀଡ଼ିଅମ୍ ବିଦ୍ୟାଳୟ ଭିତରୁ ଓମ୍‌ ଭ୍ୟାଲି ଅନ୍ୟତମ । ଶିକ୍ଷା ଓ ସମ୍ଭାବନାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍‌ ଭ୍ୟାଲି ବିଦ୍ୟାଳୟ ତରଫରୁ ଶୁକ୍ରବାର ଅପରାହ୍ନରେ ଏକ ଭବ୍ୟ ସ୍ଵାଗତ ସମାରୋହ ଆୟୋଜିତ ହୋଇଯାଇଛି ।
Read More...

ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ଜୁଲାଇ ୬ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ । ଜୁଲାଇ ୭ ତାରିଖରେ
Read More...