୮ ତାରିଖକୁ ଛୁଟି ଘୋଷଣା କଲେ ସରକାର
ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରବିବାର ୭ ତାରିଖରେ ପବିତ୍ର ରଥଯାତ୍ରା ପଡ଼ୁଛି । ଏହା ପରଦିନ ବା ସୋମବାରକୁ ମଧ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହିଦିନ ସମସ୍ତ ରାଜସ୍ୱ ଓ କୋର୍ଟ!-->…
Read More...
Read More...