Daily Archives

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ
Read More...

ଶିକ୍ଷକ ପରମେଶ୍ୱର ଖମାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବାହାବଲ ଆଞ୍ଚଳିକ ସାଧନକେନ୍ଦ୍ରର ଗଭରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ଖମାରୀ(୬୦)ଙ୍କ ଅବସରରେ ଗଭରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ବିଦାୟକାଳୀନ
Read More...

ଲୋଇସିଂହା ଥାନାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସଚେତନତା ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତବର୍ଷ ଶୀତକାଳୀନ ଅଧିବେଶନରେ ଭାରତୀୟ ସଂସଦରେ ଗୃହୀତ ହୋଇଥିବା ବିଲ ଅନୁଯାୟୀ ତିନୋଟି ନୂଆ ଅପରାଧିକ ଆଇନ(ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ-୨୦୨୩) କାର୍ଯ୍ୟକାରୀ ହେଉଛି । ଏହି ଅବସରରେ
Read More...

ଖପ୍ରାଖୋଲ ଥାନାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ତିନୋଟି ନୂଆ ଅପରାଧିକ ଆଇନ, ଭାରତୀୟ ନ୍ୟାୟ ସଂହିତା୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ ଆସନ୍ତା ମାସ ପହିଲା (ଜୁଲାଇ ୧)ରୁ କାର୍ଯ୍ୟକାରୀ ହେବ । ଗତବର୍ଷ ଶୀତକାଳୀନ ଅଧିବେଶନରେ ସଂସଦରେ ଏହି ବିଲ୍ ଗୃହୀତ
Read More...

ସୁଦିଙ୍ଗ ନୋଟ୍ସର ନେଷ୍ଟାଲଜିକ୍ ନାଇଣ୍ଟିସ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ସୁଦିଙ୍ଗ ନୋଟ୍ସର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ନେଷ୍ଟାଲଜିକ୍ ନାଇଣ୍ଟିସ୍ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଗଦାଧର ସାହୁ ଅଧ୍ୟକ୍ଷତା, ସଭାପତି ତଥା ମୁଖପାତ୍ର ସନ୍ତୋଷ ଦାସ ଓ ସାଧାରଣ
Read More...

ପାଣିର ପ୍ରଖର ସ୍ରୋତରେ ଭାସିଗଲା ପୁରା ପରିବାର : ୫ ଜଣ ମୃତ

ମହାରାଷ୍ଟ୍ରର : ଛୁଟି କାଟିବାକୁ ଲୋନାୱାଲା ଯାଇଥିଲା ପୂରା ପରିବାର । ଛୁଟି ସାରି ପୁଣି ଘରକୁ ଫେରି ଆସିଥାନ୍ତେ । ମାତ୍ର ତା’ ପୂର୍ବରୁ ଘୋଟି ଆସିଲା କଳା ବାଦଲ । ଆଉ ପୂରା ପରିବାରର ୫ ସଦସ୍ୟଙ୍କୁ ମୃତ୍ୟୁ ନିଜ କୋଳକୁ ଟାଣିନେଲା । ଏପରି ଏକ ଛାତିଥରା ଘଟଣା ମହାରାଷ୍ଟ୍ରର ଲୋନାୱାଲାରେ
Read More...

ରଘୁନାଥପାଲ୍ଲୀ ବିଧାୟକଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ନେହେରୁପାଲି ଠାରେ ଏକତା କ୍ଲଷ୍ଟର ମହିଳା ମହାସଂଘ ପକ୍ଷରୁ ରଘୁନାଥପାଲ୍ଲୀର ନବନିର୍ବାଚିତ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମାଜସେବୀ ଅଶୋକ ଜୟସିଂହ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ, ଏକତା
Read More...

ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସିଲା କାର୍‌ : ଜଣେ ମୃତ, ୩ ଗୁରୁତର

ରାୟଗଡ଼ା : ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର ୫ ଜଣ ଯୁବକ ବରଗଡ଼ ଜିଲ୍ଲାକୁ ବାହାଘର ଭୋଜିରେ ଯୋଗଦେଇ ଏକ କାର୍‌ ଯୋଗେ ଫେରୁଥିଲେ । ସେହି ସମୟରେ ଆମ୍ବାଦଳା ଥାନା ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ପୋଲ ନିକଟରେ କାର୍ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ
Read More...

ପରିବେଶ ସୁରକ୍ଷା ପାଇଁ ପୋଷ୍ୟ ଗ୍ରାମ ନିଲାଥରରେ ଫଳ ଚାରା ବଣ୍ଟନ ଓ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷରୋପଣ ପାଇଁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିବା ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂସଡା ଗ୍ରାମ ପଞ୍ଚାୟତ ନିଳାଥର ଗ୍ରାମରେ ଜାତୀୟ ବନ ମହୋତ୍ସବ ଅବସରରେ ରାଜ୍ୟ ତଥା ଜାତୀୟ ଖ୍ୟାତିସମ୍ପନ୍ନ ଉଦ୍ୟାନ ଚାଷୀ ଚୁଣ୍ଡୃ ସତ୍ୟନାରାୟଣ ଓରଫ୍ ବାବୁ ରାଓଙ୍କ
Read More...

ଶୋଇଥିବା ବେଳେ ମହିଳାଙ୍କୁ କାମୁଡ଼ିଲା ସାପ : ଚାଲିଗଲା ଜୀବନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜିଲ୍ଲାରେ ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ସରକାର ସଚେତନ କରିବା ସହ ବିଭିନ୍ନ ପଦକ୍ଷେପ ନେଲେ ସୁଦ୍ଧା ଏହି ଘଟଣାରେ ବ୍ରେକ୍ ଲାଗୁ ନାହିଁ । ବିଶେଷ କରି ଚଳିତ ବର୍ଷା ମାସରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି ।
Read More...