Monthly Archives

June 2024

ନକଲି ସାର୍ଟିଫିକେଟ୍‌ ଦେଇ କାମ କରୁଥିବା ନକଲି ଡ଼ାକ୍ତର ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଡାକ୍ତରଖାନା ଏବେ ବିବାଦ ଘେରରେ । ଆଉଟ ସୋର୍ସିଙ୍ଗ ସଂସ୍ଥା ଯୋଗାଉଥିବା ବିଭିନ୍ନ ସେବାରେ ବ୍ୟାପକ ଦୁର୍ନୀତି ଉଜାଗର ପରେ ଏବେ ଆର୍‌ଜିଏଚ୍‌ରେ ଜଣେ ନକଲି ଡାକ୍ତର ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପଦ୍ମନାଭନ ମୁଖୀ କାରୁଆ ନାମକ ଜଣେ
Read More...

କୋଶଳ ସୁନ୍ଦରୀ ଆୱାଡ୍ ପାଇଁ ଆଭାଷୀ ବୈଠକ

ସାଲେଭଟା, (କେପିଏନ୍‌ଏସ୍‌) : ଏଆର୍ ମିଡିଆର ମୁଖ୍ୟ ଅକ୍ଷୟ ସରାଫ୍‌ଙ୍କ ଆବାହନରେ ଆଜି ଅପରାହ୍ନ ୪ଟାରେ ୨୦୨୪ର କୋଶଳ ସୁନ୍ଦରୀ ଆୱାଡ୍ ପାଇଁ ଏକ ଆଭାଷୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେମଲତା ନିଆଲଙ୍କ ପ୍ରସ୍ତାବ କ୍ରମେ ରୀନା ୟାଦବଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ୨୦୨୪ କୋଶଳ ସୁନ୍ଦରୀ
Read More...

ଟିଟିଲାଗଡ଼ ହାଟପଦା ପଡ଼ା ଦୈନିକ ବଜାରର ଅବ୍ୟବସ୍ଥାର ଖୁବ ଶୀଘ୍ର ହେବ ସମାଧାନ : ବିଧାୟକ ନବୀନ ଜୈନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି ଟିଟିଲାଗଡ଼ ହାଟପଦା ସ୍ଥିତ ଦୈନିକ ବଜାର । ପୂର୍ବରୁ ସୁପର ମାର୍କେଟ କରାଯିବ ବୋଲି ସେତେବେଳର ଉପଜିଲ୍ଲାପାଳ ବଜାର ଭିତରେ ପରିବା ବ୍ୟବସାୟୀଙ୍କୁ ୬ ମାସ ସମୟ ମାଗି କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଦୀର୍ଘ
Read More...

କୁଶଙ୍ଗ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ କୁଶଙ୍ଗର ମୋ ସ୍କୁଲ ଅଭିଯାନ ଆନୁକୁଲ୍ୟରେ ନିର୍ମିତ ନୂତନ ୪ଟି ଶ୍ରେଣୀ କୋଠରୀର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ମୁକେଶ ମହାଲିଙ୍ଗ ମାନ୍ୟବର ମନ୍ତ୍ରୀ,
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସହ-ସଂପାଦକ ସଂକୀର୍ତ୍ତନ ତ୍ରିପାଠୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ
Read More...

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ସମାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା । ଶିକ୍ଷାନୁଷ୍ଠାନ ଏହି ଲକ୍ଷ୍ୟ ପୂର୍ତ୍ତିରେ ସହାୟକ ହୋଇଥାଏ । ଦଶମ ଶ୍ରେଣୀ ଶିକ୍ଷା ସମାପ୍ତି ପରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ୟାରିଅର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ
Read More...

ମଡେଲ୍‌ ହସ୍ପିଟାଲରେ ରୋଗୀ ସେବା ଅବ୍ୟବସ୍ଥା : ହିନ୍ଦ୍‌ ମଜଦୁର ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ, ଓଡିଶାରେ ଏକମାତ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କେନ୍ଦ୍ର ସରକାରଙ୍କ ପରିଚାଳିତ ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲ୍‌ରେ ଗତ ବର୍ଷ ୨୦୨୩ ମସିହା ମେ' ମାସରେ ଏକ୍ସରେ
Read More...

ଦହିତା ପଞ୍ଚାୟତର ୱାର୍ଡମେମ୍ବରଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ୱାର୍ଡମେମ୍ବର ବିନ୍ଦ କଲେତ(୩୦)ଙ୍କ ଅକାଳ ବିୟୋଗ ହୋଇଛି । ଶ୍ରୀ କଲେତଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପରଲୋକରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶେଷ
Read More...

ଲୋଇସିଂହା ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସମ୍ୱର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଛି । ସଂଘର ସଭାପତି ରମାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ଇଲୁମିନାଟି ଇଣ୍ଡିଆ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ମଶାରୀ ଏବଂ ଜରୁରୀ ଆସବାବପତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଇଲୁମିନାଟି ଇଣ୍ଡିଆ ତରଫରୁ ସେକ୍ଟର ୧୬ଠାରେ ଥିବା ଶ୍ରଦ୍ଧା ଅନୁଷ୍ଠାନରେ ମଶାରୀ ଏବଂ ବିଭିନ୍ନ ଜରୁରୀ ଥିବା ସାମଗ୍ରୀଗୁଡ଼ିକ ବଣ୍ଟନ କରାଯାଇଛି । ଏହାସହିତ ଶ୍ରଦ୍ଧା ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ସହିତ ସମୟ ଅତିବାହିତ କରିବା ସହ
Read More...