Monthly Archives

June 2024

ସ୍ୱର୍ଗତ ଶ୍ରୀପତି ସାହୁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ ପୂଜା କମିଟିର ବୟୋଜେଷ୍ଠ ସଦସ୍ୟ ସ୍ୱର୍ଗତ ଶ୍ରୀପତି ସାହୁଙ୍କ (୭୭) ଗତ ୨୯ ତାରିଖ ବୁଧୁବାର ଦିନ ସ୍ୱର୍ଗରୋହଣ କଲେ ତାଙ୍କର ଅମରଆତ୍ମା ଶାନ୍ତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।
Read More...

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଆର୍ଥଲେଟିକ୍‌ ଆସୋସିଏସ୍‌, ସାଇକିଲିଙ୍ଗର ମିଳିତ ଆନୁକୂଲ୍ୟରେ ଆଜି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ଲୋବାଲ ୱାର୍ମିଙ୍ଗ ଓ ଅଙ୍ଗାରକାମ୍ଳ ନିର୍ଗମନ
Read More...

ଛତ୍ରପୁର ରେଳ ଷ୍ଟେସନ୍‌ରେ ବଗିର-କୋଚ ସମ୍ବନ୍ଧୀୟ ଭୁଲ ସୂଚନା ନେଇ ଯାତ୍ରୀ ହନ୍ତସନ୍ତ

ରେଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବଡ଼ ରେଳ ଷ୍ଟେସନ୍‌ରେ ରେଳ ଗାଡ଼ି କେଉଁ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ପହଞ୍ଚିବ ଓ ଟ୍ରେନ୍ ବଗିର-କୋଚ ସମ୍ବନ୍ଧୀୟ ସୂଚନା ଟ୍ରେନ୍‌ ପହଞ୍ଚିବାର କିଛି ସମୟ ପୂର୍ବରୁ ଡାକବାଜି
Read More...

କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର୍‌ ଫେଷ୍ଟିଭାଲ୍‌ ପାଳିତ

କ୍ୟାନ୍‌ସର୍‌ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗାକୋମଳ ମତି ଶିଶୁ ଠାରୁ, ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି । ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର
Read More...

ଅବସର ଦିନ ହିଁ ପେନ୍‌ସନ୍‌ ପ୍ରଦାନ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୫ ଜଣ ଶିକ୍ଷକ ଓ କର୍ମଚାରୀ ଆଜି ସେମାନଙ୍କର ସରକାରୀ ଚାକିରିରୁ ଅବସର ନେଇଛନ୍ତି । ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ସର୍ବମୋଟ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ଅବସର ଦିନ ହିଁ ଫାଇନାଲ୍‌
Read More...

ବିଶ୍ୱ ସାଇକେଲ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଇକେଲଗୁଡିକ ପ୍ରଦୂଷଣ ମୁକ୍ତର ଏକ ନିରନ୍ତର ଧାରା ମାଗଣା ପରିବହନ । ସାଇକେଲ ପରିବେଶ ଅନୁକୂଳ ଏବଂ ବ୍ୟାୟାମ ପାଇଁ ଉତ୍ତମ । ପ୍ରତିଦିନ ସାଇକେଲ ଚଲାଇବା ଦ୍ୱାରା ହୃଦୟର ସ୍ୱାସ୍ଥ୍ୟ ଏବଂ ମାଂସପେଶୀର ଶକ୍ତି ବୃଦ୍ଧି ପାଇଥାଏ । ସାଇକେଲ ଚଲାଇବା
Read More...

ଶିକ୍ଷା ହିଁ ସଂସାରର ଶ୍ରେଷ୍ଠ ବିଭୂତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷା ହିଁ ଏ ସଂସାରର ଶ୍ରେଷ୍ଠ ବିଭୂତି ଓ ଏହା ଦ୍ୱାରା ଜଣେ ସମାଜରେ ପୂର୍ଣ୍ଣାଙ୍ଗ ମଣିଷ ଭାବେ ପରିଚିତ ହୋଇପାରିବ ବୋଲି ଗୋଡିପୁଟମାଟିଆପଡା ଗ୍ରାମ ପଞ୍ଚାୟତ ଅଧୀନ ଗୋପିନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ଷିରୋଦିନୀ ଶତପଥୀଙ୍କ
Read More...

ମା’ ପାଦୁକାଇ ପୀଠରେ ବାଦୀ ପାଲା ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ପଂଚାୟତର ଜଗଦଳପୁର ଗ୍ରାମର ଅଧିଷ୍ଠାତି ଦେବୀ ମା' ପାଦୁକାଇଙ୍କ ପୀଠରେ ୭ଦିନ ଧରି ବାଦୀ ପାଲା ଅନୁଷ୍ଠିତ । ଓଡ଼ିଶାର ସୁନାମ ଧନ୍ୟ ପାଲା ଗାୟକ ବେଦବ୍ୟାସ ରମେଶ ଚନ୍ଦ୍ର ପଣ୍ଡା ଓ ଗାୟକ ରତ୍ନ ଗାୟକ ପ୍ରଶାନ୍ତ ନାଥ
Read More...

ଅଜଣା ମହିଳାଙ୍କ ଗଳିତ ମୃତଦେହ ଲାନ୍ଥ ନଦୀରୁ ଠାବ କଲା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କେନକେବା ନିକଟସ୍ଥ ଲାନ୍ଥ ନଦୀରେ ଏକ ମୃତଦେହ ପଡିଥିବାର ଖବରପାଇ ବେଲପଡା ପୋଲିସ ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ଚଳାଇଛି । ସୂଚନା ଅନୁସାରେ ବେଲପଡା ଥାନା ମଧ୍ୟପୁର ପଞ୍ଚାୟତ ଅନ୍ତର୍ଗତ କେନକେବା ଲାନ୍ଥ ନଦୀରେ ଶବଟିଏ
Read More...

ଏସ୍‌ ଏନ୍‌ ଡିଜାଇନ୍ସ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦିକ ମହାବିଦ୍ୟାଳୟ ପଛପଟେ ବିନାୟକ ନଗରରେ ଉଦ୍‌ଘାଟିତ ହୋଇଯାଇଛି । ଅତ୍ୟାଧୁନିକ ସ୍ଥାପତ୍ୟ କଳା ପାଇଁ ଏସ୍‌ ଏନ୍‌ ଡିଜାଇନ୍ସର କାର୍ଯ୍ୟାଳୟ । ଏସ୍‌ ଏନ୍‌ ଡିଜାଇନ୍ସର ସତ୍ୱାଧିକାରୀ ହେଉଛନ୍ତି ଯୁବ ଆର୍‌ଚିଟେକ୍‌ଟ ଇଂଜିନିଅର୍‌ ଶୁଭମ୍‌
Read More...