Monthly Archives

June 2024

ଚତୁର୍ଥ ରାଉଣ୍ଡରେ ବି ସମରେନ୍ଦ୍ର ଆଗରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚତୁର୍ଥ ରାଉଣ୍ଡରେ ବି ଆଗୁଆ ରହିଥିବା ଜଣାପଡ଼ିଛି । ସମରେନ୍ଦ୍ର ୧୮୭୭୧ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୧୪୯୩୯ ଖଂଡ଼ ଭୋଟ୍‌ ପାଇ ଦ୍ୱିତୀୟରେ
Read More...

ନବୀନ କୁମାର ଜୈନ ଆଗରେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ନବୀନ କୁମାର ଜୈନ । ୮ ନମ୍ବର ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ନବୀନ ୩୪୪୩୩ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ଟୁକୁନି୨୮୪୧୮ ଖଣ୍ଡ ଭୋଟ ପାଇଛନ୍ତି
Read More...

ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ବିଜ୍ଞାପନଦାତା / ବିଜ୍ଞାପନ ଏଜେନ୍ସିମାନଙ୍କ ଦ୍ୱାରା ସ୍ୱ-ଘୋଷଣାପତ୍ର ଦାଖଲ…

୧୮ ଜୁନ୍, ୨୦୨୪ରୁ ସମସ୍ତ ନୂଆ ବିଜ୍ଞାପନ ପାଇଁ ସ୍ୱ-ଘୋଷଣା ପ୍ରମାଣପତ୍ର ବାଧ୍ୟତାମୂଳକ ହେବଟିଭି / ରେଡିଓ ବିଜ୍ଞାପନ ପାଇଁ ବିଜ୍ଞାପନଦାତାମାନେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସାରଣ ସେବା ପୋର୍ଟାଲରେ ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବେପ୍ରିଣ୍ଟ ଓ ଡିଜିଟାଲ୍ ମିଡିଆ ବିଜ୍ଞାପନ
Read More...

ଛତ୍ରପୁରରେ ମା’ କୁଲାଡ଼ ବ୍ୟାଘ୍ର ଦେବୀଙ୍କ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ଅନ୍ତେ-ନିବାସ କଲୋନୀରେ ଅବସ୍ଥାପିତ ମା' କୁଲାଡ଼ ବ୍ୟାଘ୍ର ଦେବୀଙ୍କ ଯାତ୍ରାରମ୍ଭ ହୋଇଛି । ଚଳିତ ବର୍ଷ ଏହି ଯାତ୍ରା ନବଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ସମ୍ଭାରରେ ଅନୁଷ୍ଠିତ ହେଉଛି । ଏହି ଯାତ୍ରା
Read More...

ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପ୍ରସାରଣ କରିବ ଦୂରଦର୍ଶନ

ସଚିବ ସଞ୍ଜୟ ଜାଜୁ ଏବଂ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ ଟି-୨୦ ବିଶ୍ୱକପ୍ ପାଇଁ ସ୍ୱତନ୍ତ୍ର ସଙ୍ଗୀତ ଓ ପ୍ରମୋର ଶୁଭାରମ୍ଭ କରିଛନ୍ତିପ୍ୟାରିସ ଅଲିମ୍ପିକ୍ସ ଗେମ୍ସ ୨୦୨୪ ଏବଂ ୱିମ୍ବଲଡନ ୨୦୨୪ ସମେତ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟର ପ୍ରସାରଣ କରିବ ଦୂରଦର୍ଶନ
Read More...

ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କେନ୍ଦ୍ରମାନଙ୍କରେ ଆରମ୍ଭ ହୋଇଛି ଭୋଟ ଗଣତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ଭୋଟ ଗଣତି କେନ୍ଦ୍ରମାନଙ୍କରେ ନିର୍ଦ୍ଧାରୀତ ସମୟରେ ଆରମ୍ଭ ହୋଇଛି ଭୋଟ ଗଣତି । ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆର୍‌. ଓ.ଏବଂ ନିର୍ବାଚନ ନିମନ୍ତେ ଅବସ୍ଥାପିତ ସଧାରଣ ପର୍ଯ୍ୟବେକ୍ଷକ,
Read More...

ବଜ୍ରଘାତରେ ଜଣେ ଯୁବକ ମୃତ

କଟକ : କଟକ ସଦର ଥାନା ଅଧୀନ ସାଶୋଳ ସାମଲସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ଖାଉଥିବା ବେଳେ ବଜ୍ରଘାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘରର ସ୍କାଏଲାଇଟ୍‌ ଦେଇ ତାଙ୍କ ଉପରେ ବଜ୍ରଘାତ ଘଟିଥିବା କୁହାଯାଉଛି । ମୃତ ଜଣକ ହେଲେ ରଞ୍ଜନ ଓରଫ କାଳିଆ ମାଝୀ(୩୫) । ସୂଚନା
Read More...

ରାଉରକେଲା କଲେଜର ନୂତନ ଅଧ୍ୟକ୍ଷ ନିଯୁକ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ନୂତନ ଭାବରେ ଅଧ୍ୟକ୍ଷ ପଦ ଭାର ଗ୍ରହଣ କରିଛନ୍ତିି । ପ୍ରାଧ୍ୟାପକ ଡ. ରବୀନ୍ଦ୍ର କୁମାର ଜେନା । ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ଧରି ଅର୍ଥନୀତି ବିଭାଗରେ ଅଧ୍ୟାପନାରତ ଡ. ଜେନା ସଫଳ ଭାବରେ ଆୟ-ବ୍ୟୟ ବିଭାଗ, ପ୍ରଶାସନିକ
Read More...

୧୨୦ ଲିଟର ରନ୍ଧାମଦ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳରେ ରନ୍ଧାମଦ ବିକ୍ରି ରୋକିବା ପାଇଁ ଅବକାରୀ ଇନ୍ସପେକ୍ଟର ସମରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଅବକାରୀ ବିଭାଗ । ବିଶ୍ୱସ୍ତ ସୂତ୍ରରୁ
Read More...

ପାଟଣାଗଡ଼ରେ ଭୋଟ ଗଣତି ଆରମ୍ଭ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ସାଧାରଣ ନିର୍ବାଚନର ଭୋଟ ଗଣତି ତାରିଖ । ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ ଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି କାର୍ଯ୍ୟ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣତି ଚାଲିଛି । ପ୍ରଥମେ
Read More...