Monthly Archives

June 2024

ବାରଣାସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାରଣାସୀ : ବାରଣାସୀରୁ ଜିତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଢ ଲକ୍ଷରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପରାଜିତ କଲେ ମୋଦୀ ।
Read More...

୧୭ ନମ୍ବର ରାଉଣ୍ଡରେ ବି କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୭ ନମ୍ବର ରାଉଣ୍ଡରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ପଛରେ ପକାଇ ଆଗକୁ ଛୁଟିଛନ୍ତି । ୧୭ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ କଳିକେଶ ୭୨୯୯୪ ଖଂଡ଼ ଭୋଟ ପାଇଥିବା ବେଳେ
Read More...

ମଣ୍ଡି ଆସନରୁ ଜିତିଲେ କଙ୍ଗନା

ନୂଆଦିଲ୍ଲୀ : ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଜେପି ସାଂସଦ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ପାଇଁ ମଞ୍ଚ ପ୍ରସ୍ତୁତ କରିଛନ୍ତି । ପ୍ରଥମ ଥର ପାଇଁ ବିଜେପି ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିବା ରାଣାୱତଙ୍କୁ ୫,୨୭,୪୬୩ ଖଣ୍ଡ ଭୋଟ୍‌
Read More...

୩୯୬ ଭୋଟରେ ଜିତିଲେ ଅରୁଣ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ବିଧାନସଭା ଆସନରେ ଜିତିଲେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ । ବିଜେପି ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ୩୯୬ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି ଅରୁଣ ସାହୁ । ଅରୁଣ ସାହୁଙ୍କୁ ୮୧ ହଜାର ୪୭୦ ଭୋଟ୍ ମିଳିଥିବାବେଳେ ପ୍ରତ୍ୟୁଷାଙ୍କୁ ୮୧ ହଜାର
Read More...

ଜେଲ୍‌ରେ ଥାଇ ନିର୍ବାଚନ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧାରେ ବଦଳିଲା ଇତିହାସ, ଜେଲ୍‌ରେ ଥାଇ ନିର୍ବାଚନ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ । ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ମତଗଣନା ଜାରି ରହିଛି । ଧୀରେ ଧୀରେ ଫଳାଫଳ ଆସୁଛି । ଖୋର୍ଦ୍ଧାରେ ବିଜେଡିର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ
Read More...

୧୭ ନମ୍ବର ରାଉଣ୍ଡରେ ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ

ଲୋଇସିଂହା, (କେପିଏନ୍‌ଏସ୍‌) : ୧୭ ନମ୍ବର ରାଉଣ୍ଡରେ ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜେଡ଼ି ପ୍ରାର୍ଥୀ ନିହାର ବେହେରାଙ୍କୁ ପଛରେ ପକାଇ ଆଗକୁ ଛୁଟିଛନ୍ତି । ୧୭ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ନିହାର ୩୪୯୨୪ ଖଂଡ଼ ଭୋଟ ପାଇଥିବା ବେଳେ ବିଜେପି
Read More...

୧୬ ନମ୍ବର ରାଉଣ୍ଡରେ ବଲାଙ୍ଗିରର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୬ ନମ୍ବର ରାଉଣ୍ଡରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ପଛରେ ପକାଇ ଆଗକୁ ଛୁଟିଛନ୍ତି । ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ କଳିକେଶ ୬୭୮୬୦ ଖଂଡ଼ ଭୋଟ ପାଇଥିବା ବେଳେ
Read More...

ଷଷ୍ଠ ରାଉଣ୍ଡରେ କଂଟାବାଂଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ

କଂଟାବାଂଜି, (କେପିଏନ୍‌ଏସ୍‌) : ଷଷ୍ଠ ରାଉଣ୍ଡରେ କଂଟାବାଂଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ରହିଥିବା ଜଣାପଡ଼ିଛି । ବିଜେଡ଼ି ପ୍ରାର୍ଥୀ ନବୀନ ପଟ୍ଟନାୟକ ୧୯୦୯୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୧୮୨୬୯ ଖଂଡ଼ ଭୋଟ ପାଇଥିବା କୁହାଯାଇଛି । ତୃତୀୟ ସ୍ଥାନରେ
Read More...

ତୃତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗ ଆଗୁଆ

ଲୋଇସିଂହା, (କେପିଏନ୍‌ଏସ୍‌) : ତୃତୀୟ ରାଉଣ୍ଡ ସୁଦ୍ଧା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ୪ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗ । ଡ. ମହାଲିଙ୍ଗ ୬୩୨୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ନିହାର ରଂଜନ ବେହେରା ୨୧୩୯ ଖଣ୍ଡ ଭୋଟ
Read More...