Monthly Archives

June 2024

ଛେଲିଆପାଟ ହାଇସ୍କୁଲରେ ବିଶ୍ଵ ପରିବେଶ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭାରସୂଜା ସ୍ଥିତ ଛେଲିଆପାଟ ନୋଡାଲ ହାଇସ୍କୁଲରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇକୋକ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ଆନନ୍ଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଇକୋ କ୍ଲବ୍ ଛାତ୍ରଛାତ୍ରୀଙ୍କର ଚିତ୍ରାଙ୍କନ ଓ ସ୍ଲୋଗାନ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପୁଳ ଭୋଟରେ ବିଜୟୀ ହେବା ପରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ପାଖରୁ ନିଜ ବିଜୟ ପ୍ରମାଣପତ୍ର ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି । ଏହି ଅବସରରେ ସେ ବଲାଙ୍ଗିରବାସୀଙ୍କୁ କୃତଜ୍ଞତା
Read More...

ରାଜନୀତିରୁ ସନ୍ନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ରାଜନୀତିରୁ ସନ୍ନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ । ଭଣ୍ଡାରିପୋଖରୀରୁ କଂଗ୍ରେସରୁ ଲଢ଼ି ପରାସ୍ତ ହୋଇଛନ୍ତି ନିରଞ୍ଜନ । ସେ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଏହା ମୋର ଶେଷ ନିର୍ବାଚନ’, ‘କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିନି', ‘ଆଉ ଭୋଟ୍ ରାଜନୀତିରେ ଭାଗ
Read More...

କଣ୍ଟାବାଞ୍ଜିରେ ପଦ୍ମ ଫୁଟିଲା : ମୁଖ୍ୟମନ୍ତ୍ରୀଙ୍କୁ ଶୋଚନୀୟ ଭାବେ ହରାଇଲେ ଲକ୍ଷ୍ମଣ ବାଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାର ବହୁ ଚର୍ଚ୍ଚିତ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରୁଥିବା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଶୋଚନୀୟ ଭାବେ
Read More...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନବୀନ ଯୁଗର ଅବସାନ ଘଟିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି ନବୀନ ।
Read More...

କୁମ୍ଭୀର ଆକ୍ରମଣରେ ଜଣେ ମୃତ

ରାଜକନିକା : କୁମ୍ଭୀର ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଗଲା । ଏଭଳି ଘଟଣା ଘଟିଛି, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁ ସନାତନ ସାମଲ (୪୮) । ନିଜ ସମ୍ପର୍କୀୟଙ୍କ ଶବ ଦାହ ସାରି ଗାଁ ନିକଟରେ ଖରସ୍ରୋତା ନଦୀକୁ ଲାଗି ଥିବା ସିଙ୍ଗିଡ଼ି
Read More...

ଘର ଉପରେ ଓଲଟିଲା ମେଟାଲ ବୋଝେଇ ଡମ୍ପର : ସ୍ୱାମୀ- ସ୍ତ୍ରୀ ମୃତ

ଜଳେଶ୍ଵର : ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଯୋଗୁ ବିଳମ୍ବିତ ରାତିରେ ରାସ୍ତା କଡରେ ଥିବା ଘର ଉପରେ ଓଲଟିଲା ମେଟାଲ ବୋଝେଇ ଡମ୍ପର । ମେଟାଲ ତଳେ ଚାପି ହୋଇ ସ୍ୱାମୀ- ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଅଳ୍ପକେ ରକ୍ଷା ପାଇଲେ ବୋହୂ ଓ ୭ ବର୍ଷର ନାତି । ଗ୍ରାମବାସୀ ରାସ୍ତା ଉପରେ ଶବ ରଖି
Read More...

ଭାଲୁ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବିଣାଝରୀ ଗ୍ରାମ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଛି । ଆକ୍ରମଣରେ ଗ୍ରାମର ଚୈତନ୍ୟ ନାଏକଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଚୈତନ୍ୟ ଭୋର ୪ଟା ସମୟରେ ଟିକରାପଡା ସାହିରୁ ଜଙ୍ଗଲ ରାସ୍ତା ଦେଇ ନିଜ ଘରକୁ ଆସୁଥିବା ବେଳେ ଭାଲୁ
Read More...

ବିଶ୍ୱ ପରିବେଶ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ପରିବେଶ ଦିବସ' ହେଉଛି ପରିବେଶ ପାଇଁ ଏକ ଆନ୍ତର୍ଜାତୀୟ ପାଳନ ଦିନ । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଦ୍ୱାରା ପରିଚାଳିତ ଏବଂ ୧୯୭୩ ପରଠାରୁ ପ୍ରତିବର୍ଷ ଆୟୋଜିତ ହୋଇ ଏହା ପରିବେଶ ବିସ୍ତାର ପାଇଁ ସର୍ବ ବୃହତ
Read More...

ବିଧାନସଭା ନିର୍ବାଚନ ଫଳାଫଳ : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ,…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ, ଲାଭ କରିଥିବା ବେଳେ ବିଜେଡ଼ି ଓ କଂଗ୍ରେସ ଦଳ ତରଫରୁ ଗୋଟିଏ ଆସନରେ ବିଜୟୀ ହୋଇଥିବା ଖବର ମିଳିଛ । ତେବେ ବାଜିମାତ୍‌ କରିଥିବା ଭାରତୀୟ
Read More...