Monthly Archives

June 2024

ଦଶ ବଛର ଉତରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ କେ ଫିର୍‌ଲା ବିଜେଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶ ବଛର ଉତରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ କେ ଫିର୍‌ଲା ବିଜେଡି । ୨୦୧୪ ଆର୍‌ ୨୦୧୯ ନିର୍ବାଚନ ଥି ନିଜର୍‌ ଦବ୍‌ଦବା ଥି ଜିତିଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ୨୦୧୪ ତକ୍‌ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କର୍‌ ହାତେ ଥିଲା
Read More...

ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନରେ ଉନ୍ନତି ପାଇଁ ଖୁସି ବ୍ୟକ୍ତ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି
Read More...

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସୂଚନା ଓ…

ଆନ୍ତର୍ଜାତିକ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ ପୁରସ୍କାର ପ୍ରଦାନ କରାଯିବ ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯୋଗ ଦିବସ (ଆଇଡିୱାଇ) ୨୦୨୪ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Read More...

ଜୁନ୍ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ପୁଣେରେ ସମାନ୍ତରାଳ ସ୍କ୍ରିନିଂ ସହ ମୁମ୍ବାଇରେ ଆୟୋଜିତ ହେବ ମହୋତ୍ସବ୫୯ଟି ଦେଶରୁ ୬୧ଟି ଭାଷାରେ ୩୧୪ ଚଳଚ୍ଚିତ୍ରର ସ୍କ୍ରିନିଂ ସହିତ ୧୦୦୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ତାଲିକାଭୁକ୍ତ୨୦୨୪ ସଂସ୍କରଣରେ ପ୍ରାମାଣିକ ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା
Read More...

ଅମୃତ ଭାଣ୍ଡ ପୂରିଥିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅମୃତ ଭାଣ୍ଡ ପୂରିଥିଲା, ବିଷ ଟୋପାକେ ନାଶଗଲା । ଏଭଳି ପରିସ୍ଥିତିର ସାମ୍ନା କଲା କି ବିଜେଡି ? ଦୀର୍ଘ ପାଞ୍ଚ ପାଳିର ଶାସନ କାଳରେ ଜଣେ ଚାଲେଞ୍ଜ ବିହୀନ ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ । କିନ୍ତୁ ଏକା ବେଳକେ ସବୁ ଓଲଟ ପାଲଟ ହୋଇଗଲା । ଦଳ କଥା
Read More...

ବିଶ୍ୱ ମହାସାଗର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମୁଦ୍ରଗୁଡ଼ିକ ପୃଥିବୀର ପ୍ରାୟ ସତୁରି ପ୍ରତିଶତ ଅଂଶକୁ ଆଚ୍ଛାଦନ କରେ ଏବଂ ଏହା ଆମର ବଞ୍ଚିବା ତଥା ଅସ୍ତିତ୍ୱ ପାଇଁ ପ୍ରାଥମିକ ଅଟେ । ସମୁଦ୍ର ପୃଥିବୀର ପ୍ରାୟ ୫୦ ପ୍ରତିଶତ ଅମ୍ଳଜାନ ଉତ୍ପାଦନ କରେ ଏବଂ ଅଧିକାଂଶ ଜଳ ଜୀବ ଜାତିର ଆବାସ ସ୍ଥାନ ଅଟେ ।
Read More...

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବ୍ୟାପକ ଚୋରା କାରବାର ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦେଶୀମଦ ଓ ବିଦେଶୀ ମଦ ବେଆଇନ ଭାବେ ବିକ୍ରୀ କରାଯାଉଥିବା ସାଂଗକୁ ବ୍ୟାପକ ଚୋରା କାରବାର ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଏସ୍‌ପି ତଥା ଗଞ୍ଜାମ ଜିଲ୍ଲା
Read More...

ବିଶାଖପାଟଣାରେ ଜାତୀୟ ସ୍ତରର ବ୍ରିଜ୍ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଦଳର ଚାମ୍ପିଆନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ବିଶାଖପାଟଣାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରର ବ୍ରିଜ୍ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିରର ସୁଧିର ତ୍ରିପାଠୀ ଓ ତାଙ୍କ ଦଳର ଜଗନ୍ନାଥ ପ୍ରତିହାରୀ, ଡି.ଏନ୍.ଲେଙ୍କା ଏବଂ ବିରେନ୍ ମିତ୍ର ଚାମ୍ପିଆନ୍‌ ଟ୍ରଫି ହାସଲ
Read More...

ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥିବା ଲୁଟେରା ଗଞ୍ଜାମରୁ ଗିରଫ : ରୂପା ଅଳଙ୍କାର ଜବତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ୱିପହରରେ ଲୁଟ୍‌ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି । ଏ ନେଇ ବାଲିଗୁଡା ଥାନରେ ବାଲିଗୁଡା
Read More...

ଗୋପାଳପୁରର ଆର୍ମି ଏ. ଡି. କଲେଜରେ ଜୁଲାଇ ୨ରୁ ଆର୍ମିରେ ନିଯୁକ୍ତି ଚୟନ

ନିଯୁକ୍ତିରେ ଲାଞ୍ଚ କିମ୍ବା ଅର୍ଥ କାରବାର ଏକ ଦଣ୍ତନୀୟ ଅପରାଧ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଆସନ୍ତା ଜୁଲାଇ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଆର୍ମିରେ ନିଯୁକ୍ତି ନିମନ୍ତେ ଚୟନ ପରୀକ୍ଷା ଅନୁଷ୍ଠିତ ହେବ । ଅଗ୍ନିପଥ ଯୋଜନାରେ
Read More...