Monthly Archives

June 2024

ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପରିବେଶ ସୁରକ୍ଷା : ଜୀବନ ରକ୍ଷା ଶୀର୍ଷକ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍‌ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଗତ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ପରିବେଶ ସୁରକ୍ଷା, ଜୀବନ ରକ୍ଷା ଶୀର୍ଷକ ଦଶମ ଅଠାରି କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ
Read More...

ବସ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଜମ୍ମୁ କାଶ୍ମୀର : ଜମ୍ମୁରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଉପରେ ଆତଙ୍କୀ ହମ୍‌ଲା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ୩୩ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ତତ୍ପର ହୋଇଛି ସେନା । ରିଆସୀ ଜିଲ୍ଲାର ତେରଥାୟ ଗାଁରେ ପହଞ୍ଚି ପୋଲିସ ସେନା
Read More...

ଛତ୍ରପୁରସ୍ଥ ରାମଚଣ୍ଡୀ ପୀଠରେ ୧୦୮- ସପ୍ତଶତୀ ଚଣ୍ଡୀ ପାରାୟଣ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଜୁଲାଇ ୨୧ତାରିଖ (ରବିବାର) ପବିତ୍ର ବ୍ୟାସ ଗୁରୁ-ପୂର୍ଣ୍ଣମୀ ଅବସରରେ ଛତ୍ରପୁରସ୍ଥ ମା' ରାମଚଣ୍ଡୀଙ୍କ ପୀଠରେ ୧୦୮-ସପ୍ତଶତୀ ଚଣ୍ଡୀ ପାରାୟଣ ଆୟୋଜନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ନିମନ୍ତ୍ରିତ ବିଜ୍ଞ ପ୍ରାଜ୍ଞ ବୈଦିକ ବ୍ରାହ୍ମଣ
Read More...

ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରାରେ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସବୁଜ ସଂଘ କଳା ନିକେତନ, କେରା ୧୯୭୫ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଗାଁର ବଛା ବଛା ଯାତ୍ରା କଳାକାର ମାନଙ୍କ ଦ୍ୱାରା । ଆଜି ସେହି ଅନୁଷ୍ଠାନ ଦୀର୍ଘ ଅଣଚାଶ ବର୍ଷ ଅତିକ୍ରମ କରି ସାରିଛି । ବିଚ୍ଛିନ୍ନାଞ୍ଚଳ ସିଂହଭୂମିର ଗାଆଁ ଗହଳିରେ ଓଡ଼ିଆ ଭାଷାକୁ
Read More...

୩୩ କେଭି ଲାଇନ ତାରରେ ଲାଗି ଦୁଇ ଶ୍ରମିକ ଗୁରୁତର

କାମାକ୍ଷାନଗର : ଘର କାମ କରୁଥିବା ବେଳେ ଅଘଟଣ । ଲୁହା ଛଡ଼ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାରରେ ଲାଗି ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦) । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଆଲୁଅଝରଣ ଠାରେ ।
Read More...

ଟିଟିଲାଗଡ ଶୀତଳ ଷଷ୍ଠୀ ପାଇଁ କରାଗଲା ଦେବ ନିମନ୍ତ୍ରଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକଙ୍କ) : ୨୪ ବର୍ଷରେ ପଦାର୍ପଣ କରିଛି ଟିଟିଲାଗଡର ଶୀତଳ ଷଷ୍ଠୀ ଯାତ୍ରା । ଆୟୋଜକ କମିଟିର ଆବାହକ ଶୁଭ୍ରାଂଶୁ ଦାସଙ୍କ ଆବାହକତ୍ୱରେ ରବିବାର ସଂଧ୍ୟାରେ ଧବଳେଶ୍ୱର ମନ୍ଦିରରୁ ଦେବ ନିମନ୍ତ୍ରଣ କରି କନ୍ୟା ପିତାମାତା ନିଜ ବାସଭବନକୁ ପାଛୋଟି ଆଣିଥିଲେ । ଏହି
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌ : ଡ୍ରାଇଭର ମୃତ, ହେଲ୍ପର ଆହତ

ବାଲେଶ୍ଵର : ଜାତୀୟ ରାଜପଥ-୧୬ରେ ଅମୃତଭଣ୍ଡା ବୋଝେଇ ଥି ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ଖବର ମିଳିଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସ୍‌ଷ୍ଟାଣ୍ଡ ନିକଟରେ ଆନ୍ଧ୍ରପ୍ରଦେଶରୁ ପାଟନା ଅଭିମୁଖେ ଯାଉଥିବା ବେଳେ ମାର୍କୋଣାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
Read More...

ନଳକୂପ ଅଚଳ : ଚୁଆଁପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍‌ବ୍ଲକ ସାରଙ୍ଗଗଡ଼ ପଞ୍ଚାୟତର ୧୬ ନମ୍ବର ୱାର୍ଡ଼ ପାଇବରସାହି ଗ୍ରାମରେ ଜଳଯନ୍ତ୍ରଣା ଦେଖାଦେଇଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୬ କିଲୋମିଟର ଦୂରରେ ଥିବା ଏହି ଗାଁର ଜନସଂଖ୍ୟା
Read More...

ଜାତୀୟ ସ୍ୱାଦ ବର୍ଦ୍ଧକ ତୃଣ ଏବଂ ମସଲା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନ୍ୟାସନାଲ୍‌ ହର୍ବସ୍ ଏବଂ ଷ୍ପାଇସେସ୍‌ ଦିବସ ବା 'ଜାତୀୟ ସ୍ୱାଦ ବର୍ଦ୍ଧକ ତୃଣ ଏବଂ ମସଲା ଦିବସ' ପ୍ରତିବର୍ଷ ଜୁନ୍ ୧୦ରେ ପାଳନ କରାହୁଏ । ଖାଦ୍ୟରେ ଯଦି ତୃଣ, ହଳଦୀ ଏବଂ ମସଲା ଯୁକ୍ତ ହୋଇନଥାଏ ତେବେ ତାହା ସାଧାରଣତଃ ସୁସ୍ୱାଦ ହୋଇନଥାଏ । ଯେହେତୁ,
Read More...

ଅମରେନ୍ଦ୍ରଙ୍କ ସ୍ମୃତି ସାଉଁଟିଲା ଶ୍ରଦ୍ଧାଞ୍ଜଳି ମଞ୍ଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହତ ଜନଙ୍କ ବାସ୍ତବ ମୃତ୍ୟୁ ନାହିଁ, ମୃତ୍ୟୁ ପରେ ବି ତାଙ୍କର ଯାଦୁକରୀ ପରଶ ଓ ସୁକାର୍ଯ୍ୟବଳୀକୁ ସମାଜ ଚିରକାଳ ଝୁରୁଥାଏ ବୋଲି ବେରବୋଇ ମେଳଣ ପଡ଼ିଆ ପରିସରରେ ଚଳିତ ନିର୍ବାଚନ ସମୟରେ ସେକ୍ଟର ଅଫିସର ଭାବେ କାର୍ଯ୍ୟକରି ମୃତ୍ୟୁ ବରଣ କରିଥିବା
Read More...