Monthly Archives

June 2024

ସାଙ୍ଗ ହେଲା ବଇରୀ

ଭୁବନେଶ୍ୱର : ସାଙ୍ଗ ହେଲା ବଇରୀ । ସାଙ୍ଗ ନେଲା ସାଙ୍ଗର ଜୀବନ । ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବ ସୂଚନା ମିଳିଛି । ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗର ଜୀବନ ନେଇଛି । ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।
Read More...

ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର

ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଲା ଦ୍ୱାର । ସକାଳ ମଙ୍ଗଳ ଆଳତି ସମୟରେ ୪ ଦ୍ୱାର ଖୋଲିଲା । ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ
Read More...

ସିବିଆଇ ପକ୍ଷରୁ ଓଡ଼ିଶାରେ ବ୍ୟାପକ ତଦନ୍ତ ଓ ଚଢ଼ାଉ : ୬୭ଟି ସ୍ଥାନରେ ଖାନତଲାସୀ ଜାରି

୬୩ ଜଣ ଗ୍ରାମୀଣ ଡାକ ସେବକ ପ୍ରାର୍ଥୀ ଓ ଡାକ ବିଭାଗର ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ଭୁବନେଶ୍ୱର, (ପିଆଇବି) : ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତି ଅନିୟମିତା ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ବ୍ୟାପକ ତଦନ୍ତ ଓ ଚଢ଼ାଉ ଆରମ୍ଭ କରାଯାଇଛି ।
Read More...

ଓଷ୍ଟା ତରଫରୁ ନୂତନ ବିଧାୟକ କଳିକେଶଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ନବନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ବଲାଙ୍ଗିର ଓଷ୍ଟା ଶିକ୍ଷକ ମାନଙ୍କ ତରଫରୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଧାୟକଙ୍କ ସହିତ ଓଷ୍ଟା ତରଫରୁ ଶିକ୍ଷା ଓ ଶିକ୍ଷୟତନର ଉନ୍ନତି ପାଇଁ ଆଲୋଚନା କରାଯାଇଥିଲା
Read More...

ନିଷ୍ଠାର ୧୫ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ସଚେତନତା ବାଇକ୍‌ ରେଲି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ୧୫ତମ ପ୍ରତିଷ୍ଠା ଦିବସ ଜୁନ୍‌ ୧୪ ତାରିଖରେ ନିଷ୍ଠା ଭବନ ଆନ୍ଧ୍ର କେମ୍ଫ, ଖଣ୍ଡହଥା ଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତ୍ୟେକ ବର୍ଷ ଏକ ରକ୍ତ ଦାନ ସଚେତନତା ବାଇକ୍‌ ରେଲିର ଆୟୋଜନ
Read More...

ନୂଆଦିଲ୍ଲୀର ନର୍ଥ ବ୍ଲକରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଶାହା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସର୍ବଦା ଦେଶ ଏବଂ ଏହାର ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ - ଅମିତ ଶାହାମୋଦୀ ଭାରତର ସୁରକ୍ଷା ପାଇଁ ନିଜର ପ୍ରୟାସକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ ଏବଂ ଆତଙ୍କବାଦ, ବିଦ୍ରୋହ ଏବଂ ନକ୍ସଲବାଦ ବିରୋଧରେ
Read More...

ମଲିଆ ଗଡୁଆଙ୍କ ବିୟୋଗରେ ଓବିସି ମଂଚର ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଓବିସି ମଂଚ କାର୍ଯ୍ୟାଳୟ ଠାରେ ରାଜ୍ୟ ଓବିସି ମଂଚ ଓଡିଶାର ସାଧାରଣ ସଂପାଦକ, ରାଜ୍ୟ ଡୁମାଲ ପରିଷଦ ବଲାଙ୍ଗିରର ସଂପାଦକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ
Read More...

ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୁଧବାର ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ଵର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସ୍ୱାଗତ
Read More...

ବଲାଙ୍ଗିର ମହାରାଣୀ ସାଗର କାମ ସମୀକ୍ଷା କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାରାଣୀ ସାଗରର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ସମୀକ୍ଷା କରିଛନ୍ତି ନବ ନିର୍ବାଚିତ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ପୌର ଅଧିକାରୀଙ୍କ
Read More...

ରାଧାରାଣୀପଡ଼ା ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ଜନ ସମୁଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଧାରାଣୀପଡ଼ା ଶୀତଳଷଷ୍ଠୀ ସାଂସ୍କୃତିକ ଶୋଭାଯାତ୍ରାରେ ବଲାଙ୍ଗିର ସହରରେ ଜନ ସମୁଦ୍ର ଭଳି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନୀତିକାନ୍ତି ଅନୁସାରେ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ସଂପନ୍ନ ପରେ ନିଜ ମନ୍ଦିରକୁ ଫେରୁଛନ୍ତି ଦେବ
Read More...
error: Content is protected !!