Monthly Archives

June 2024

ଛତ୍ରପୁର ବିଧାୟକଙ୍କୁ ଅଷ୍ଟମ ବାଟାଲିୟନରେ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ଥିବା ଛତ୍ରପୁର ଓ ଏସ୍‌. ଏ. ପି. ଅଷ୍ଟମ ବାଟାଲିୟନ ପକ୍ଷରୁ ନବନିର୍ବାଚିତ ଛତ୍ରପୁରର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଧାୟକଙ୍କୁ ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦା
Read More...

୨ କାର୍ ମୁହାଁମୁହିିଁ ଧକ୍କା : ୭ ଜଣ ମୃତ

ମୁମ୍ବାଇ : ଭୁଲ ପାଶ୍ୱର୍ରେ ଆସୁଥିବା ବେଳେ ୨ କାର୍ ମଧ୍ୟରେ ହେଲା ଦୁର୍ଘଟଣା । ଚାଲିଗଲା ୭ ଜଣଙ୍କର ଜୀବନ । ମୁମ୍ବାଇ-ନାଗପୁର ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା । ଗତ ରାତିରେ ଏକ ସ୍ୱିପ୍ଟ ଡିଜାୟାର କାର୍‌ ପେଟ୍ରୋଲ ଭରିବା ପରେ ଭୁଲ ପାଶ୍ୱର୍ରେ ଆସୁଥିଲା । ଏହି ସମୟରେ ସେ ସାମ୍ନାରୁ
Read More...

ସ୍କୁଲ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର

ଗଞ୍ଜାମ: ସ୍କୁଲ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟ ପରିସରରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ଜଣେ ଛାତ୍ର ଅନ୍ୟ ଛାତ୍ରଙ୍କୁ ଛୁରି ଭୁସିଲା । ସୂଚନା ଅନୁସାରେ, ଗଞ୍ଜାମ
Read More...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଜଣେ ଶ୍ରମିକ ମୃତ

ବଲାଙ୍ଗିର : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ଡୁଙ୍ଗୁରିପଡାର ଘଟଣା । ଗଛ କାଟୁଥିବା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ ଶ୍ରମିକ ଜଣଙ୍କ । ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ । ଖବର ମୁତାବକ,
Read More...

ପ୍ରବଳ ବର୍ଷା ଯୋଗୁଁ ୬ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ସହରର ଅନେକ ଅଂଶ ଜଳବନ୍ଦୀ ହୋଇ ରହିଛି ଏବଂ ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ କାଟ ଘଟିଛି । ଦିଲ୍ଲୀରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ
Read More...

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

କୋଣାର୍କ : କୋଣାର୍କ କଲେଜ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ । ଉଭୟ ବସ୍ ଓ ବାଇକକୁ ଜବତ କଲା କୋଣାର୍କ ପୋଲିସ । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ସମୟରେ ରଞ୍ଜିତ ପୋଟେଇ (୩୪ ବର୍ଷ)ଙ୍କୁ ପଛପଟୁ ଏକ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କୁଲିହାମୁଣ୍ଡା ଗାଁର ଶେଷ ପୁଞ୍ଜିଙ୍କ ଖପର ଘର ଲଗାଣ ବର୍ଷାରେ ଭୁଶୁଡି ପଡିଛି । ଫଳରେ ପରିବାର ଲୋକେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ରାତି ୨ଟା
Read More...

ଆଉ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ,
Read More...

ସ୍ତ୍ରୀ, ପିଲାଙ୍କୁ ମାଡ଼ ମାରି ଅତ୍ୟାଚାର କରିବା ସାଂଗକୁ ଜୀବନରୁ ମାରି ଦେବାକୁ ଧମକ ଘଟଣାରେ ସ୍ଵାମୀ ଓ ପରିବାର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଥାନା ଅନ୍ତର୍ଗତ କରଣ ସାହିର ତନ୍ମୟୀ ପଣ୍ଡା ତଥା ତାଙ୍କ ତିନି ପିଲାଙ୍କୁ ଅତ୍ୟାଚାର କରି ମାଡ଼ ମାରି ଲହୁଲୁହାଣ କରିବା ଏବଂ ଜୀବନରୁ ମାରିବାକୁ ଧମକ ଦେବା ମାମଲାର ଶୁଣାଣି କରି ଶୁକ୍ରବାର ଛତ୍ରପୁର କୋର୍ଟ ଏସ୍‌. ଡ଼ି. ଜେ. ଏମ୍.
Read More...

ଘର ଅଗଣାରୁ ନାଗ ସାପ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଅଧୀନ ରାଢୁଅ ଗ୍ରାମରୁ ଏକ ବିଷାକ୍ତ ନାଗ ସାପ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଢୁଅ ଗ୍ରାମର ବିଚିତ୍ରା ନନ୍ଦ ଜେନାଙ୍କ ଘରେ ଏକ ବିଷାକ୍ତ ନାଗ ସାପ
Read More...