Monthly Archives

June 2024

ପ୍ରୟାତ ମୁରଲୀଧର ପରିଜାଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥିତଯଶା ବିଶିଷ୍ଟ ଜନନାୟକ ପ୍ରୟାତ ମୁରଲୀଧର ପରିଜାଙ୍କ ଷଷ୍ଠତମ ସ୍ମୃତିଚାରଣ ସଭା ମୁରଲୀଧର ପରିଜା ସ୍ମୃତି କମିଟି ତରଫରୁ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି କୁଞ୍ଜବିହାରୀ ରାଉତଙ୍କ ସଭାପତିସ୍ୱ ଓ ସଂଯୋଜନା ତଥା
Read More...

କର୍କଟ ରୋଗ ସମ୍ପର୍କିତ ସଚେତନତା ଶିବିର

କର୍କଟ ରୋଗର କାରଣ ଓ ନିରାକରଣ ଉପରେ ସଚେତନ କଲେ ବିଶେଷଜ୍ଞ ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଂପ୍ରତିକ ସମୟରେ କର୍କଟ ରୋଗ ଏକ ଉତ୍କଟ ବ୍ୟାଧି ରୂପେ ମଣିଷ ସମାଜକୁ ଭୟଗ୍ରସ୍ତ କରିଥିବା ବେଳେ ଅନେକ ମୂଲ୍ୟବାନ ଜୀବନ କାଳରେ ଝଡିପଡୁଛି । ଏହାର କାରଣ ପରିବର୍ତ୍ତିତ ଜୀବନ ଶୈଳୀ, ପରିବେଶ,
Read More...

ବରଗଡ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମିଳିଲା ଏକାଡେମିକ୍ ଉତ୍କର୍ଷ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ବରଗଡ ଜିଲ୍ଲାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମିଳିଛି ଏକାଡେମୀକ ଉତ୍କର୍ଷ ପୁରସ୍କାର । ନବୋଦୟ ବିଦ୍ୟାଳୟ ସମିତି, ଭୋପାଳ କ୍ଷେତ୍ରୀୟ ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ଅଧ୍ୟକ୍ଷ କର୍ମଶାଳାରେ ପାଇକମାଲ ଜବାହର ନବୋଦୟ
Read More...

ବାଲିଗୁଡାରେ ବିଦ୍ୟୁତ୍‌ର ଲୁଚକାଳି ଖେଳ : ସପ୍ତାହ ହେଲା ଅନ୍ଧାରରେ ଅଧିକାଂଶ ଗ୍ରାମାଞ୍ଚଳ ଉପଭୋକ୍ତା ହନ୍ତସନ୍ତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ କିଛିଦିନ ହେଲା ବିଦ୍ୟୁତ୍‌ ଲୁଚକାଳି ଖେଳ ଉପଭୋକ୍ତାଙ୍କୁ ହନ୍ତସନ୍ତରେ ପକାଇଲାଣି । ସାମାନ୍ୟ ପବନ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ଚାଲିଯାଉଛି । ଏପଟେ ପ୍ରବଳ ଖରା ଓ ଗରମ ସାଙ୍ଗକୁ
Read More...

ମୁକୁଳା ଡ୍ରେନ୍‌ରେ ଖସିପଡ଼ିଲା ବାଇକ୍‌ : ଯୁବକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଡ୍ରେନ୍‌କୁ ଖସିପଡ଼ିଲା ବାଇକ୍‌ । ସ୍ଲାବ ଉପରେ ପଡ଼ି ଯୁବକ ମୃତ । ବଲାଙ୍ଗିର ବିଷ୍ଣୁମୁଣ୍ଡା ରାସ୍ତାର କଂସାରି ପଡା ଛକରେ ଘଟିଛି ଏଭଳି ଏକ ଦୁର୍ଘଟଣା । ମୃତ ଯୁବକ ଜଣକ କଂସାରି ପଡ଼ାର ସୁଦୀପ୍ତ ପଟ୍ଟନାୟକ ବୋଲି ଜଣାପଡିଛି । ମିଳିଥିବା ଖବର
Read More...

ନୂଆ ରୂପରେଖ ପାଇଲା ଗୋପାଳଜୀଉ ମନ୍ଦିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୂଆ ରୂପରେଖ ପାଇଲା ଜଗଦଳପୁର ଗ୍ରାମର ୧୫୦ ବର୍ଷର ଗୋପାଳଜୀଉ ମନ୍ଦିର । ୫-ଟି ଅନୁଦାନରେ ମନ୍ଦିର ନିର୍ମାଣ ବିଗ୍ରହ ପ୍ରତିଷ୍ଠା ଜଗଦଳପୁର ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ସମ୍ପର୍ଣ୍ଣ ହୋଇଛି । ଲୁଣା ନଦୀରୁ ୩୨ ଜଣ କଳସ ଧାରୀଙ୍କ ମନ୍ଦିର
Read More...

ପ୍ଲାଷ୍ଟିକ୍‌ ମୁକ୍ତ ସମାଜ ଗଠନ ପାଇଁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ପ୍ରୟାସ

ବରଗଡ, (ନିରୋଜ କୁମାର ପାଣୀ) : ମାଟିରେ ମିଳାଉ ନଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟବସ୍ତୁ ଯୋଗୁ ବାୟୁମଣ୍ଡଳ ଦିନ‌କୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଏହାଦ୍ୱାରା ମଣିଷ ସ୍ୱଚ୍ଛ ପବନରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ । ଫଳରେ ଲୋକେ ବିଭିନ୍ନ
Read More...

ବୌଦ୍ଧରେ ନବମ କଲର୍ ବେଲ୍ଟ ପ୍ରମୋସନ୍‌ ଟେଷ୍ଟ ଓ ସେକଣ୍ଡ ବ୍ଲାକ ବେଲ୍ଟ ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ତାଏକୋଣ୍ଡୋ ଏକାଡେମୀ ବୌଦ୍ଧ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ବୌଦ୍ଧ ଜିଲ୍ଲା କ୍ୟୁରୋଗି ଓ ପୂମସି ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ଚାମ୍ପିଅନ୍‌ସିପ୍‌ର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ରାଜ୍ୟ ଲୋକପାଳ ସଭାପତି ଡ.
Read More...

ଅଲକାନନ୍ଦା ନଦୀ ଭିତରକୁ ଖସି ପଡିଲା ଟ୍ରାଭେଲର : ୧୦ ମୃତ

ଡେରାଡୁନ : ନଦୀ ଭିତରକୁ ଖସି ପଡିଲା ଟ୍ରାଭେଲର । ଏପରି ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରାଖଣ୍ଡର ବଦ୍ରିନାଥ ରାଜପଥରେ । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର୍ ଗାଡି ନିୟନ୍ତ୍ରଣ ହରାଇ ଅଲକାନନ୍ଦା ନଦୀ ମଧ୍ୟକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କର
Read More...

ଅତାବିରାରେ ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ନିହାରରଞ୍ଜନ ମହାନନ୍ଦଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶନିବାର ମଧ୍ୟାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା ମାର୍କେଟ ପରିସରରେ ନବନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ନିହାରରଞ୍ଜନ ମହାନନ୍ଦଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ କୃଷକ ସଂଗଠନ ତରଫରୁ ଏହି
Read More...
error: Content is protected !!