Monthly Archives

June 2024

ଭିଣୋଇର ବନ୍ଧୁକ ଗୁଳିରେ ଶଳା ମୃତ

ଗଜପତି : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭିଣୋଇର ବନ୍ଧୁକ ଗୁଳିରେ ଚାଲିଯାଇଛି ଶାଳକର ଜୀବନ । ସୂଚନା ଅନୁଯାୟୀ, ଗାଁର ପ୍ରାୟ ୧୦ଜଣ ଲୋକ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ । ରଜ ପାଇଁ ଜଙ୍ଗଲକୁ ବାରହା ଶିକାର କରି ଗାଁରେ ଭୋଜି ଭାତର ଆସର
Read More...

ବଜ୍ରାଘାତରେ ୨୦ ଗାଈଗୋରୁ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ବଳମ୍ବିତ ରାତିରେ ବଡ଼ ଧରଣର ଅଘଟଣ ଘଟିଛି । ଜିଲ୍ଲାର ତଣ୍ଡିକି ପଞ୍ଚାୟତ ଚିଡିପାଲି ଗାଁରେ ବଜ୍ରାଘାତରେ ୨୦ ଗାଈଗୋରୁଙ୍କ ଜୀବନ ଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
Read More...

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର : ବୃଦ୍ଧା ଗୁରୁତର

ବୌଦ୍ଧ : ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗାଁରେ । ବିଳମ୍ବିତ ରାତିରେ ଗ୍ରାମର ନିଧି ବଗର୍ତ୍ତିଙ୍କ ଘରେ ହଠାତ୍ ନିଆଁ ଲାଗି ଦୁଇ ବଖରା ଘର ପୋଡ଼ି ହେବା ସହ ଘରେ ଥିବା ନିଧିଙ୍କ ବୃଦ୍ଧା ମା'କୌଶଲ୍ୟା ବଗର୍ତ୍ତି ଅଦ୍ଧଦଗ୍ଧ
Read More...

ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା କାର : ଅଳ୍ପକେ ବର୍ତ୍ତିଲେ ୩ ଜଣ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : କରଞ୍ଜିଆରୁ ଭୁବନେଶ୍ଵର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ହୁତୁହୁତୁ ହେଇ ଜଳିଯାଇଛି । କାରରେ ଥିବା ୩ ଜଣ ଯୁବକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ୩ ଜଣକୁ
Read More...

ସତେଜ ପନିପରିବା ଦିବସ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସତେଜ ପନିପରିବାର ପୁଷ୍ଟିକର ମୂଲ୍ୟ ଏବଂ ମାନବ ସ୍ୱାସ୍ଥ୍ୟ ପାଇଁ ଏହାର ମହତ୍ତ୍ୱକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଜୁନ୍ ୧୬ରେ 'ସତେଜ ପନିପରିବା ଦିବସ' ପାଳନ କରାଯାଏ । ସତେଜ ପନିପରିବା ହେଉଛି ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ରର ସର୍ବୋତ୍ତମ ଉତ୍ସ ଯାହା ଜୈବ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ , ୨୪ ଆହତ

ଗାଜିଆବାଦ : ରାତି ୨ଟା ସମୟରେ ମୁରାଦନଗର ପୂର୍ବାଞ୍ଚଳ ପେରିଫେରାଲ୍ ଏକ୍ସପ୍ରେସୱେରେ ଥିବା ରେୱାରି ରେଭଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପଛରୁ ଆସୁଥିବା ଏକ ଟ୍ରକ୍ ପାର୍କିଂ କ୍ୟାଣ୍ଟରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ
Read More...

ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ନମ୍ବର ୱାର୍ଡ ଓଡ଼ିଆ ଢମଣା ସାହି ସ୍ଥିତ ରାମଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ପାଇଁ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା
Read More...

ବୌଦ୍ଧ ବ୍ରିଜ ଛକରୁ ଗଞ୍ଜେଇ ଜବତ କଲା ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ପ୍ରାୟ ପ୍ରତିଦିନ ଧରା ପଡ଼ୁଛନ୍ତି ଗଞ୍ଜେଇ ଚାଲାଣକାରୀ । ସେଇ କ୍ରମରେ ଆଜି ବହିରାରୁ ଚାରିଛକକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାର୍ଡ ଅବକାରୀ ଅଧିକ୍ଷକ ଶାନ୍ତି
Read More...

ମ୍ୟୁଜିକ ସର୍କଲରେ ପ୍ରଥମ ରଜ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ତରଫରୁ ପ୍ରଥମ କରି ରଜ ଉତ୍ସବ ନିଜସ୍ୱ ମେହେର ଭବନ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ
Read More...

ବାସନ୍ଦ ଭୟରେ ଉଠିଲାନି ଶବ : ସ୍ୱେଚ୍ଛାସେବୀ ସଂଗଠନ କଲେ ଦାହ ସଂସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଯୁଗରେ ମଧ୍ୟ ଜାତି ଭେଦଭାବରୁ ଦୂରେଇ ନାହାନ୍ତି ଲୋକେ । ଆଜି ମଧ୍ୟ ଜାତିକୁ ନେଇ ବାସନ୍ଦ କରିବା ଭଳି କଠୋର ପଦକ୍ଷେପ ସମାଜରେ ଦେଖିବାକୁ ମିଳୁଛି । ପୁଣି ଏଭଳି ଏକ ଦୃଶ୍ୟ ଆଜି ଦେଖିବାବୁ ମିଳିଥିଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ
Read More...
error: Content is protected !!