Monthly Archives

June 2024

ବାଲଗୋପାଳ ସେବା ନିକେତନରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା) : ଭବାନୀପାଟଣା ସହର ଉପକଣ୍ଠରେ ଥିବା କଣ୍ଟାବାଞ୍ଜି ବାଲଗୋପାଳ ସେବା ନିକେତନରେ କଳାହାଣ୍ଡି କିସ୍‌ର ଶିକ୍ଷୟିତ୍ରୀ ସୁପ୍ରିୟା ପଣ୍ଡାଙ୍କ ଆୟୋଜନରେ ୧୧ତମ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରହ୍ମାନନ୍ଦ
Read More...

ପ୍ରବଳ ଖରାରେ ଭାଜି ହେଉଛି ଓଡ଼ିଶା

ଭୁବନେଶ୍ୱର : ମୌସୁମୀ ଆଗମନର ୨ ସପ୍ତାହ ଅତିକ୍ରମ କରିଛି । କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଲଗାମ ଲାଗୁ ନାହିଁ । ବରଂ ପ୍ରବଳ ଖରା ଓ ଗରମରେ ଓଡ଼ିଶା ଭାଜି ହେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ଆହୁରି ୩ ଦିନ କଲକଲ କରିବ । ପଶ୍ଚିମ ଓଡ଼ିଶାରେ
Read More...

କୃଷି ବିଭାଗର ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୃଷି ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । କୃଷି ବିଭାଗ ଦାୟିତ୍ୱ ନେବାପରେ କୃଷି ଭବନକୁ ଯାଇ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ରାଜ୍ୟରେ କୃଷି
Read More...

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରଜ ପର୍ବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରଜ ପର୍ବ ଉପଲକ୍ଷେ ରାଉରକେଲାର ଜଗଦା ଅଞ୍ଚଳରେ ଥିବା ମାନବସେବା ପ୍ରତିଷ୍ଠାନରେ ଖାଦ୍ୟ, ଜଳଖିଆ, ସାଜସରଞ୍ଜାମ ଆଦି ସାମଗ୍ରି ବଣ୍ଟନ କରାଗଲା । ଏହାସହ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟର ଉପଦେଷ୍ଟା ହେଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଏକ ଅଗ୍ରଣୀ ସେବା ସଂସ୍ଥା ଜନ କଲ୍ୟାଣ ସେବା ଟ୍ରଷ୍ଟର ସେବା କାର୍ଯ୍ୟ ପାଇଁ ସବୁ ସମୟରେ ସହଯୋଗ ତଥା ସେବା କାର୍ଯ୍ୟରେ ନିଜେ ଦୀର୍ଘ ବର୍ଷ ଧରି ରହି ସେବା କରୁଥିବା ସମସ୍ତଙ୍କର ପ୍ରିୟ ତଥା ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଜନ କଲ୍ୟାଣ
Read More...

ଟିଟିଲାଗଡ ସହରରେ ବନବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢାଉ : ଲକ୍ଷ ଲକ୍ଷ ଟଙ୍କାର କାଠ ସାମଗ୍ରୀ ଜବତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର କେତେକ ସ୍ଥାନରେ ବହୁ ମୂଲ୍ୟ ଶାଗୁଆନ, ଶାଳ ତଥା ଅନେକ କାଠ ନିର୍ମିତ ସାମଗ୍ରୀ ବେଆଇନ ଭାବେ ଗଚ୍ଛିତ ଥିବା ସୁଚନା ପାଇ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିଟିଲାଗଡ ଓ ସଇଁତଲା ବନବିଭାଗର ମିଳିତ
Read More...

ପ୍ରବାସୀ ଦାଦନ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ଜଣେ ଦାଦନ ଶ୍ରମିକଙ୍କ ସଡକ ଦୁର୍ଘଟଣାରେ ଗତ ଶନିବାର ଦିନ ପୂର୍ବାହ୍ନରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ଶବ ଆଜି ପୂର୍ବାହ୍ନରେ ଜନ୍ମମାଟିକୁ ଫେରିଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ,
Read More...

ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦେଢ଼ ମାସର ଗ୍ରୀଷ୍ମଅବକାଶ ପରେ ବିଦ୍ୟାଳୟଗୁଡିକ ଆସନ୍ତା କାଲି ଖୋଲିବାକୁ ଯାଉଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସବୁ ବିଦ୍ୟାଳୟରେ ଶିକ୍ଷକମାନେ ସଫେଇ କରିବେ । ବିଦ୍ୟାଳୟ ଗୁଡିକର ଅବସ୍ଥା କିପରି ଅଛି ତାହା ତଦାରଖ କରିବା ପାଇଁ ଅଣ୍ଟା
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନାଗରିକ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂକଳ୍ପପତ୍ରରେ ଯାହା କୁହାଯାଇଛି, ତାହା ପାଳନ କରିବା ଆରମ୍ଭ କରିଦେଇଛି ବିଜେପି ସରକାର ବୋଲି ବଲାଙ୍ଗିର ସାମ୍ବାଦିକ ଭବନରେ ନାଗରିକ ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଦୁଲ୍‌ଦୁଲି କଳା ପରିଷଦ ପକ୍ଷରୁ
Read More...

ପାଇକମାଲ ସହରକୁ ସଜାଡିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଏକ ପ୍ରାଚୀନ ସହର ଭାବରେ ବେଶ ପରିଚିତ । ପାଇକମାଲ ଆଖପାଖ ଅଞ୍ଚଳର ଏକ ବ୍ୟବସାୟ ସ୍ଥଳୀ । ପାଇକମାଲରେ ଅନେକ ସରକାରୀ ଅଫିସ ଓ ସମସ୍ତ ଅଧିକାରୀ ମାନେ ରହୁଛନ୍ତି । ଫଳରେ ପାଇକମାଲକୁ ଆଖପାଖ ଅଞ୍ଚଳର ଲୋକ ତଥା ଅନ୍ୟାନ୍ୟ ସହରରୁ
Read More...
error: Content is protected !!