Monthly Archives

June 2024

ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ୱତ ମହୋତ୍ସବ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଶେଷ ରଜ ଅବସରରେ ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ୱତ ମହୋତ୍ସବ ୨୦୨୪ ବାଣୀପୀଠ ରାମଚନ୍ଦ୍ର ଭବନରେ ଅନୁଷ୍ଟିତ ହୋଇଯାଇଛି । ଏହା ପ୍ରଥମ ରାଜ୍ୟସ୍ତରୀୟ ଗବେଷଣାତ୍ମକ ସାରସ୍ୱତ ମହୋତ୍ସବ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା
Read More...

ଭାରତୀୟ ଯୁବ ହଷ୍ଟେଲରେ ରଜ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଭାରତୀୟ ଯୁବ ହଷ୍ଟେଲ୍‌ ରାଉରକେଲା ଶାଖା ତରଫରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ତଥା
Read More...

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ

ସ୍ୱୟଂପ୍ରଭା ରାଉତ ସିଜିନ ୩ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ତରଫରୁ ସିଜନ୍ ୩ ରଜ ରାଜକୁମାରୀ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିବାରର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ
Read More...

କୁଡୁମୀ ଜାତିକୁ ଏସ୍‌ଟି ମାନ୍ୟତା ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ରାଇରଙ୍ଗପୁର ସହର ଠାରେ ଓଡିଶା କୁଡୁମୀ ସେନା ପକ୍ଷରୁ କୁଡୁମୀ ଜାତିକୁ ଏସ୍‌ଟି ମାନ୍ୟତା ଦାବୀରେ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । କୁଡୁମୀ ଜାତିରେ
Read More...

୧୮ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘୭୫ କ୍ରିଏଟିଭ୍ ମାଇଣ୍ଡ୍ସ ଅଫ୍ ଟୁମୋରୋ’ରୁ ଶାଇନ୍…

୫୪ତମ ଆଇଏଫ୍ଏଫ୍ଆଇର ଶ୍ରେଷ୍ଠ ସିଏମ୍ଓଟି ଚଳଚ୍ଚିତ୍ର 'ଓଡିଏଚ୍' ଏମ୍ଆଇଏଫ୍ଏଫ୍ରେ ପ୍ରଦର୍ଶିତ ହେବପୋଷ୍ଟ ହୋଇଛି ନୂଆଦିଲ୍ଲୀ, (ପିଆଇବି) : ସମ୍ମାନଜନକ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ଅନ୍ୟତମ ବିଶେଷ ଆକର୍ଷଣ ଠାରୁ ଆରମ୍ଭ କରି ମୁମ୍ବାଇ ଅନ୍ତର୍ଜାତୀୟ
Read More...

ମନ୍‌ କୀ ବାତ୍ କାର୍ଯ୍ୟକ୍ରମର ଜୁନ୍ ୨୦୨୪ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ନିର୍ବାଚନ ପାଇଁ ବନ୍ଦ ରହିଥିବା ମନ୍ କୀ ବାତ୍ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ଖୁବ୍‌ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟସ୍ତ କରିଛନ୍ତି । ଆକାଶବାଣୀରେ ଆସନ୍ତା ୩୦ ଜୁନ୍ ରବିବାର ଦିନ ମନ୍ କୀ ବାତ୍ କାର୍ଯ୍ୟକ୍ରମର
Read More...

ବିଶ୍ଵ ସିକିଲ୍‌ ସେଲ୍‌ ସଚେତନତା ଦିବସ-୨୦୨୪ ପାଳନ ଉପଲକ୍ଷେ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ସିକଲ୍ ସେଲ ସଚେତନତା ଦିବସ-୨୦୨୪ ଜୁନ ୧୮ ଠାରୁ ଆରମ୍ଭ ହୋଇରୁ ଜୁଲାଇ ୦୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ସଚେତନତା ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ବଲାଙ୍ଗିର ଦ୍ୱାରା ଆୟୋଜିତ ବୈଠକରେ
Read More...

ମୃତ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣେଇଲା ପାଇକମାଲ ପ୍ରାଥମିକ ଶିକ୍ଷକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ସାଲେପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଦେବେନ୍ଦ୍ର ସାହୁ ଏବଂ ମାଝୀପାଲି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ନରହରି ବରିହାଙ୍କ ଅକାଳ ବିୟୋଗରେ ଉଭୟଙ୍କ ପରିବାର ଭାଙ୍ଗି ପଡିଛନ୍ତି । ଏଭଳି ଦୁଃଖଦ
Read More...

ପାଇକମାଲ ସରସ୍ଵତୀ ଶିଶୁମନ୍ଦିରରେ ନବନିର୍ବାଚିତ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନବନିର୍ବାଚିତ ବରଗଡ ସାଂସଦ ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିବା ପରେ ବରଗଡ, ଅତାବିରା, ପାଇକମାଲ, ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ଝାରସୁଗୁଡା, ବ୍ରଜରାଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ
Read More...

ଭାରସାମ୍ୟ ହରାଇ ଓଲଟିଲା କାର

ନୂଆଦିଲ୍ଲୀ : ଗୁନା ଜିଲ୍ଲାର ବିନାଗଞ୍ଜ ଜାତୀୟ ରାଜପଥ-୪୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଜୀବନ ରକ୍ଷା ପାଇଛି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଲିତପୁରରେ ବସବାସ କରୁଥିବା ଅଶୋକ ଶ୍ରୀବାସ୍ତବ ଗତ ସୋମବାର ସକାଳେ
Read More...
error: Content is protected !!